Category: Latest News

ପ୍ରଶାସନରେ ଏ .ଆଇ.ର ଉପଯୋଗ ସମ୍ବନ୍ଧିତ କର୍ମଶାଳା ଅନୁଷ୍ଠିତ

ଭୂବନେଶ୍ୱର : ରାଜ୍ୟର ସରକାରୀ ଅଫିସରମାନଙ୍କୁ ‘କୁତ୍ରିମ ବୁଦ୍ଧିମତା (ଏ.ଆଇ.)’ ର ପ୍ରୟୋଗ ଉପରେ ବ୍ୟବହାରିକ ତାଲିମ ନିମନ୍ତେ ବୁଧବାର ଦିନ ଲୋକସେବା ଭବନ ସ୍ଥିତ ରାଜ୍ୟ କନଭେନସନ୍ ସେଣ୍ଟରରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଓ୍ୱାଧ୍‍ଓ୍ୱାନି ଫାଉଣ୍ଡେସନ…

ଗାନ୍ଧୀ ପରିବାର ପାଇଁ ଇଡି କାର୍ଯ୍ୟାଳୟ ଘେରାଉ କଲା ରାଜ୍ୟ କଂଗ୍ରେସ

ଭୂବନେଶ୍ୱର, ୧୬/୦୪ : ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନକୁ ନେଇ ଆଜି ପ୍ରତିବାଦ କରିଛି କଂଗ୍ରେସ । ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟରେ ଇଡି କାର୍ଯ୍ୟାଳୟ ଘେରାଉ କରିଛି ଦଳ । ରାଜ୍ୟ କଂଗ୍ରେସ ଭୁବନେଶ୍ୱରସ୍ଥିତ ଇଡି…

ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଭରିବେ ନବୀନ : ୧୯ରେ ହେବ ନାଁ ଘୋଷଣା

ଭୂବନେଶ୍ୱର, ୧୭/୦୪ : ବିଜେଡି ସଭାପତି ପଦ ପାଇଁ ଆଜି ନାମାଙ୍କନ ଦାଖଲ କରିବେ ନବୀନ ପଟ୍ଟନାୟକ । ନବମ ଥର ପାଇଁ ବିଜେଡି ସଭାପତି ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ । ଏବେ ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ…

କଟକରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା କମିଶନରେଟ୍ ପୋଲିସ

ଭୂବନେଶ୍ୱର, ୧୭/୦୪/୨୦୨୫ : ଚୌଦ୍ଵାର ଇନ୍ଦ୍ରାଣୀପାଟଣା ଅଞ୍ଚଳ ଜାତୀୟ ରାଜପଥ ନିକଟରେ ବିଳମ୍ବିତ ରାତିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କଲା କମିଶନରେଟ୍ ପୋଲିସର ସ୍ପେଶାଲ୍ ସ୍ୱାଡ । ଅପରାଧୀ କଟାସ ରାଉତ ଓ ଶୁଭ୍ରାଂଶୁ ପରିଡ଼ାର ଆଣ୍ଠୁରେ ଗୁଳି ବାଜିଛି…

ତାଳଚେର କଂଗ୍ରେସ୍ ପକ୍ଷରୁ ମଶାଲ ଶୋଭାଯାତ୍ରା

ତାଳଚେର କଂଗ୍ରେସ୍ ପକ୍ଷରୁ ମଶାଲ ଶୋଭାଯାତ୍ରା ତାଳଚେର, ୧୬/୦୪ ରାଜ୍ୟରେ ନାରୀ ନିର୍ଯ୍ୟାତନା, ଦରଦାମ୍ ବୃଦ୍ଧି, ଡବଲ୍ ଇଞ୍ଜିନ୍ ସରକାରର ବିଫଳତା ବିରୋଧରେ ତାଳଚେର କଂଗ୍ରେସ୍ ପକ୍ଷରୁ ବିଧାୟକ ପ୍ରାର୍ଥୀ ପ୍ରଫୁଲ ଦାସଙ୍କ ନେତୃତ୍ୱରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।…

ନାମ ଫଳକରେ ରହୁନି ଓଡ଼ିଆ ଭାଷା : ତାଳଚେର

ନାମ ଫଳକରେ ରହୁନି ଓଡ଼ିଆ ଭାଷା : ତାଳଚେର ତାଳଚେର, ୧୪/୦୪ ଓଡ଼ିଆ ଏକ ଶାସ୍ତ୍ରୀୟଭାଷାର ମାନ୍ୟତା ପାଇଥିଲା । ଏହାର ପ୍ରଚାରପ୍ରସାର ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଲେ । ଓଡ଼ିଆରେ ନାମଫଳକ ନଲେଖିଲେ ଅର୍ଥଦଣ୍ଡ ଦୋବାକୁ ବ୍ୟବସ୍ଥା କରାଗଲା…

ନାରୀ ନିର୍ଯାତନା ବିରୋଧରେ ଅନୁଗୋଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ

ନାରୀ ନିର୍ଯାତନା ବିରୋଧରେ ଅନୁଗୋଳ ଜିଲ୍ଲା କଂଗ୍ରେସର ମଶାଲ ଶୋଭାଯାତ୍ରା ଓ ବିକ୍ଷୋଭ ଅନୁଗୋଳ, ୧୬।୪ ରାଜ୍ୟରେ ବର୍ଦ୍ଧିଷ୍ଣୁ ନାରୀ ନିର୍ଯାତନା ବିଶେଷ କରି ଗଣଧର୍ଷଣ, ହତ୍ୟା, ଅପହରଣ, ନାବାଳିକା ମାତୃତ୍ବ ଆଦି ଜଘନ୍ୟ ଅପରାଧ ନିୟନ୍ତ୍ରଣ କରିବାରେ ବିପଳ ହୋଇଥିବା…

ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟକର କାର୍ଯ୍ୟାଳୟ ଘେରାଉ

ଜିଲ୍ଲା କଂଗ୍ରେସ ପକ୍ଷରୁ ଆୟକର କାର୍ଯ୍ୟାଳୟ ଘେରାଉ ଅନୁଗୋଳ ୧୬।୪ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ଲୋକସଭାର ବିରୋଧୀ ଦଳ ନେତା ରାହୁଳ ଗାନ୍ଧୀଙ୍କ ବିରୋଧରେ ଅକ୍ରୋଶମୂଳକ ଭାବେ ନ୍ୟାସନାଲ ହେରାଲ୍ଡ ମାମଲାରେ ଭାରତ ସରକାର ଚାର୍ଜସିଟ୍ ଦାଖଲ…

ସିଂହପାଲି ଗ୍ରାମରେ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର

ସିଂହପାଲି ଗ୍ରାମରେ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର ବରଗଡ:୧୬/୪(ପବିତ୍ର ମେହେର) ବରଗଡ ଜିଲ୍ଲା ଅତାବିରା ବ୍ଲକର ଟୋପ ଗ୍ରାମ ପଂଚାୟତ ଅଧୀନରେ ଥିବା ସିଂହପାଲି ଗ୍ରାମରେ ତିଆରି ହେବ ହ୍ୟାଣ୍ଡଲୁମ କ୍ରାଫ୍ଟ ସେଣ୍ଟର।ସିଂହପାଲିରେ ସମ୍ବଲପୁରର ରାଜସ୍ୱ ବିଭାଗୀୟ କମିସନର ସଚିନ ରାମଚନ୍ଦ୍ର ଯାଦବ,…

ଟାଟା ଷ୍ଟିଲ୍‌ – ସପ୍ତାହ-ବ୍ୟାପୀ କୁଇଜ ପ୍ରତିଯୋଗିତା ଏବଂ ଅଗ୍ନିନିର୍ବାପକ ପ୍ରଶିକ୍ଷଣ ଅଧିବେଶନ ଆଆୟୋଜିତ

ଟାଟା ଷ୍ଟିଲ ମେରାମଣ୍ଡଳୀ ପକ୍ଷରୁ ଜାତୀୟ ଅଗ୍ନିଶମ ସେବା ଦିବସ ପାଳିତ ସପ୍ତାହ-ବ୍ୟାପୀ କୁଇଜ ପ୍ରତିଯୋଗିତା ଏବଂ ଅଗ୍ନିନିର୍ବାପକ ପ୍ରଶିକ୍ଷଣ ଅଧିବେଶନ ଆୟୋଜିତ ମେରାମାଣ୍ଡଳି, ଏପ୍ରିଲ ୧୬, ୨୦୨୫ ଅଗ୍ନିଶମ କର୍ମଚାରୀଙ୍କ ସାହସିକତା ଓ ବଳିଦାନକୁ ସମ୍ମାନ ଜଣାଇ ଟାଟା ଷ୍ଟିଲ୍…