Category: National

ଭାରତ-ମାଲେସିଆର ସଫଳତା ଏସିଆର ସଫଳତା: ମୋଦି

କ୍ୱାଲାଲମ୍ପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ ଗସ୍ତ ପାଇଁ ମାଲେସିଆରେ ପହଞ୍ଚିଛନ୍ତି। କ୍ୱାଲାଲମ୍ପୁର ବିମାନବନ୍ଦରରେ ପହଞ୍ଚିବା ପରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ ତାଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିଥିଲେ। ଏହା ପରେ, ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ…

ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯାଉଛନ୍ତି। ଏହାକୁ ନେଇ ମାଲେସିଆରେ ଥିବା ଭାରତୀୟ ସମ୍ପ୍ରଦାୟ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ପାଇଁ ଏକ ରେକର୍ଡ ଭାଙ୍ଗିବା ନୃତ୍ୟ ପ୍ରଦର୍ଶନ ସହିତ…

ଆଜି ପୁଣି ଲୋକସଭା ୧୨ଟା ପର୍ଯ୍ୟନ୍ତ ମୁଲତବୀ

ନୁଆଦିଲ୍ଲୀ: ଶୁକ୍ରବାର ସଂସଦରେ ବଜେଟ୍‌ ୨୦୨୬-୨୭ ଉପରେ ସାଧାରଣ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଆଜି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିବା ସହ ସ୍ଲୋଗାନ ଦେଇଥିଲେ । ଏହାପରେ ଲୋକସଭା ବାଚସ୍ପତି ଓମ…

ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ପ୍ରଧାନମନ୍ତ୍ରୀ, ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଦେବେ ଟିପ୍ସ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟ ପରିକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ। ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ…

ପ୍ରଧାନମନ୍ତ୍ରୀଙ୍କୁ ଲୋକସଭାରେ ଆକ୍ରମଣ ଷଡ଼ଯନ୍ତ୍ର ଥିଲା କହିଲେ ବାଚସ୍ପତି, ନ ଆସିବାକୁ କହିଥିଲି

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ରମଣ କରିବାକୁ ଷଡଯନ୍ତ୍ର କରାଯାଇଥିଲା । ଏଭଳି କିଛି ବିସ୍ଫୋରକ ବୟାନ ଗୃହରେ ରଖିଛନ୍ତି ବାଚସ୍ପତି ଓମ୍‌ ବିର୍ଲା । ଆଜି ବାରମ୍ବାର ଗୃହ ମୁଲତବୀ ହେବା ପରେ ଦିନ ୨ଟା ପରେ ଗୃହ କାର୍ଯ୍ୟ…

ଶପଥ ନେଲେ ମଣିପୁର ମୁଖ୍ୟମନ୍ତ୍ରୀ

ନୁଆଦିଲ୍ଲୀ, ୦୪/୦୨ : ମଣିପୁର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ । ଆଜି ଅପରାହ୍ନରେ ମଣିପୁରରୁ ରାଷ୍ଟ୍ରପତି ଶାସନ ହଟିଥିଲା ।ମଣିପୁରର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ୟୁମନାମ୍ ଖେମଚାନ୍ଦ ସିଂହ…

ଆଜି ଶିମିଳିପାଳନ ଯିବେ ରାଷ୍ଟ୍ରପତି

ଜଗା ଦର୍ଶନରୁ ଆରମ୍ଭ ହୋଇ ଜନ୍ମମାଟିରେ ଶେଷ ହେଲା ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ତୃତୀୟ ଦିନ । ଆଜି ଶିମିଳିପାଳନ ଯିବେ ରାଷ୍ଟ୍ରପତି । ସେଥିପାଇଁ ସବୁ ପ୍ରସ୍ତୁତି ସରିଛି । ଗତକାଲି ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୁର୍ତ୍ତିଙ୍କୁ ଦର୍ଶନ କରିବା ସହ…

ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଯୋଜନାରେ ଓଡିଶାକୁ ଦିଆଯାଇଛି ୫୧୯ କୋଟି ଟଙ୍କା’

୨୦୧୧ ଜନଗଣନା ଅନୁଯାୟୀ, ସର୍ବଶେଷ ଉପଲବ୍ଧ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଅନୁସୂଚିତ ଜନଜାତି (ST) ମୋଟ ସଂଖ୍ୟା ୯୫,୯୦,୭୫୬ ବୋଲି କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟସଭାରେ ସୂଚନା ଦେଇଛନ୍ତି। ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ଏବଂ ବିକାଶ ପାଇଁ ଆଦିବାସୀ ବ୍ୟାପାର…

ଆସନ୍ତା ୭ରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୭ ତାରିଖରୁ ଦୁଇ ଦିନିଆ ମାଲେସିଆ ଗସ୍ତରେ ଯିବେ । ତାଙ୍କର ମାଲେସିଆ ପ୍ରତିପକ୍ଷ ଅନୱାର ଇବ୍ରାହିମ୍‍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦୀ ଏହି ଗସ୍ତ କରୁଛନ୍ତି । ଏହା ହେଉଛି ଭାରତ-ମାଲେସିଆ ଦ୍ୱିପକ୍ଷିୟ ସମ୍ପର୍କକୁ…

ଯଦି ମହାକାଶରେ ବନ୍ଧୁକରୁ ଗୁଳି ଫୁଟାଯାଏ, ତେବେ କ’ଣ ହେବ?

ନମସ୍କାର, ‘ଜାଗ୍ରତ ଭାରତ ନ୍ୟୁଜ’ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜି ଆମେ ଏକ ରୋମାଞ୍ଚକର ବିଜ୍ଞାନଭିତ୍ତିକ ପ୍ରଶ୍ନର ଉତ୍ତର ଖୋଜିବା: ଯଦି ମହାକାଶରେ ବନ୍ଧୁକରୁ ଗୁଳି ଫୁଟାଯାଏ, ତେବେ କ’ଣ ହେବ? ​ପୃଥିବୀ ପୃଷ୍ଠରେ ଗୁଳି ଫୁଟାଇବା ଏବଂ ମହାକାଶର ଶୂନ୍ୟତାରେ…