ଜାଗ୍ରତ ଭାରତ ସ୍ପେଶାଲ: ଗ୍ଲୋବାଲ କରେନ୍ସି ହେବା ପଥରେ ‘ଟଙ୍କା’, ଜାଣନ୍ତୁ କେତେ ଶକ୍ତିଶାଳୀ ଆମ ଅର୍ଥନୀତି
ଭାରତୀୟ ମୁଦ୍ରା ‘ଟଙ୍କା’ର ଶକ୍ତି ଓ ବିଶ୍ୱସ୍ତରୀୟ ମାନ୍ୟତା: ଏକ ବିଶ୍ଳେଷଣ ବର୍ତ୍ତମାନର ପରିବର୍ତ୍ତିତ ବିଶ୍ୱ ଅର୍ଥନୀତିରେ ଭାରତୀୟ ମୁଦ୍ରା (INR) ର ସ୍ଥିତି ଏବଂ ଏହାର ଆନ୍ତର୍ଜାତୀୟକରଣକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥବ୍ୟବସ୍ଥା…
