Category: National

ବଲିଉଡ୍ ନାୟିକାଙ୍କ ଶିକ୍ଷାଗତ ଯୋଗ୍ୟତା

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜିର ଏହି ବିଶେଷ ରିପୋର୍ଟରେ ଆମେ ଆଲୋଚନା କରିବା ବଲିଉଡ୍‌ର ସେହି ପ୍ରସିଦ୍ଧ ଅଭିନେତ୍ରୀମାନଙ୍କ ବିଷୟରେ, ଯେଉଁମାନେ କେବଳ ପରଦାରେ ନୁହେଁ, ବରଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ବେଶ୍ ଆଗରେ ଅଛନ୍ତି। ​ସାଧାରଣତଃ…

ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ସେବା ଆରମ୍ଭ

ଟ୍ରାକ୍ ରେ ଦୌଡିଲା ବନ୍ଦେ ଭାରତ ସ୍ଲିପର କୋଚ । ହାୱାଡା ଗୌହାଟୀ ଭିତରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ ରେଲୱେର ସ୍ୱେଦେଶୀ ଜ୍ଞାନକୌଶଳର ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୧୮୦ କିମି ସ୍ପିଡରେ…

୨୬ ଜାନୁଆରୀ ପୂର୍ବରୁ ଆକ୍ରମଣ କରିପାରନ୍ତି ବାଂଲାଦେଶୀ ଆତଙ୍କବାଦୀ, ଦିଲ୍ଲୀ ସମେତ କିଛି ରାଜ୍ୟରେ ହାଇ ଆଲର୍ଟ

ଗଣତନ୍ତ୍ର ଦିବସ ପାଳନ (ଜାନୁଆରୀ ୨୬) ପୂର୍ବରୁ ସୁରକ୍ଷା ଏଜେନ୍ସିଗୁଡ଼ିକ ଏକ ବଡ଼ ସତର୍କତା ଜାରି କରିଛନ୍ତି। ଗୁଇନ୍ଦା ସୂତ୍ରରୁ ଜଣାପଡିଛି ଯେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ଏବଂ ବାଂଲାଦେଶ-ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଦିଲ୍ଲୀ ସମେତ ଦେଶର ପ୍ରମୁଖ ସହରଗୁଡ଼ିକୁ ଟାର୍ଗେଟ…

୨୦୪୭ ସୁଦ୍ଧା ସାରା ଦେଶରେ ଚାଲିବ ୪,୫୦୦ ବନ୍ଦେ ଭାରତ

ଭାରତୀୟ ରେଳବାଇରେ ଏବେ ଏକ ଐତିହାସିକ ପରିବର୍ତ୍ତନ ହେବାକୁ ଯାଉଛି । ଭବିଷ୍ୟତର ବନ୍ଦେ ଭାରତ ୪.୦ ଟ୍ରେନଗୁଡ଼ିକ ଘଣ୍ଟା ପ୍ରତି ୩୫୦ କିମି ବେଗରେ ଦୌଡ଼ିବ, ଯାହା ଭାରତକୁ ବିଶ୍ୱର ଦ୍ରୁତତମ ରେଳ ବ୍ୟବସ୍ଥା ଥିବା ଦେଶମାନଙ୍କ ମଧ୍ୟରେ ସ୍ଥାନିତ…

ଷ୍ଟାର୍ଟଅପଗୁଡ଼ିକର ସାହସ, ଆତ୍ମବିଶ୍ୱାସ ଏବଂ ନବସୃଜନ ଭାରତର ଭବିଷ୍ୟତକୁ ଗଢ଼ି ତୋଳିଛି: ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ଜାତୀୟ ଷ୍ଟାର୍ଟଅପ୍ ଦିବସ ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର ଦଶ ବର୍ଷ ପୂର୍ତ୍ତି ପାଳନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସମସ୍ତେ ଏକ ବିଶେଷ…

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ଅଧିସୂଚନା ଜାରି, ଆସନ୍ତା ୨୦ରେ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ

ନୂଆଦିଲ୍ଲୀ : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନୋଟିଫିକେସନ ଜାରି ହୋଇଛି । ଆସନ୍ତା ୨୦ ତାରିଖରେ ବିଜେପିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଜାନୁଆରୀ ୨୦ ତାରିଖରେ ନୂଆ ରାଷ୍ଟ୍ରୀୟ ସଭାପତିଙ୍କ ନାମ ଘୋଷଣା କରିବ ବିଜେପି…

ବିଏମସି ନିର୍ବାଚନ ଫଳାଫଳ ମୁଖ୍ୟ ଖବର: ‘ଠାକରେ ବ୍ରାଣ୍ଡ’ ପଛରେ, ବିଏମସି ନିର୍ବାଚନରେ ବିଜେପି-ସେନାର ବଡ଼ ବିଜୟ

ବର୍ତ୍ତମାନର ଟ୍ରେଣ୍ଡ ଦର୍ଶାଉଛି ଯେ ବିଜେପି-ଶିବସେନା ମେଣ୍ଟ BMCର 117ଟି ୱାର୍ଡରେ ଆଗରେ ଅଛି। 88ଟିରେ ବିଜେପି ଆଗୁଆ ଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନା 28ଟି ୱାର୍ଡରେ ଆଗରେ ଅଛି। ବହୁମତ ସଂଖ୍ୟା ହେଉଛି 114। ବିଏମସି ନିର୍ବାଚନ ଫଳାଫଳ…

ହାଇକୋର୍ଟରେ ଖାରଜ ହେଲା ଟିଏମସି ଆବେଦନ

କୋଲକାତା: ଇଣ୍ଡିଆନ ପଲିଟିକାଲ ଆକ୍ସନ କମିଟି (ଆଇ-ପ୍ୟାକ୍‌) କାର୍ଯ୍ୟାଳୟ ଓ ଏହାର ସହ ପ୍ରତିଷ୍ଠାତା ପ୍ରତୀକ ଜୈନଙ୍କ ବାସଭବନରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଚଢଉକୁ ନେଇ ତୃୃଣମୂଳ କଂଗ୍ରେସ (ଟିଏମସି) ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ବୁଧବାର ଖାରଜ କରିଦେଇଛନ୍ତି। ପଶ୍ଚିମବଙ୍ଗ…

NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲ ନିଯୁକ୍ତ

ନୁଆଦିଲ୍ଲୀ: NIAର ନୂଆ ଡିଜି ଭାବେ ରାକେଶ ଅଗରୱାଲଙ୍କୁ ନିଯୁକ୍ତି କରାଯାଇଛି। ହିମାଚଳ ପ୍ରଦେଶର ୧୯୯୪ କ୍ୟାଡର ଆଇପିଏସ୍ ଅଫିସର ରାକେଶ। ବରିଷ୍ଠ IPS ଅଧିକାରୀ ରାକେଶ ଅଗ୍ରୱାଲଙ୍କୁ ଜାତୀୟ ତଦନ୍ତ ସଂସ୍ଥା (NIA)ର ମହାନିର୍ଦ୍ଦେଶକ ନିଯୁକ୍ତ କରାଯାଇଛି। ଅଗ୍ରୱାଲ ପୂର୍ବରୁ…

ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ

ନୂଆଦିଲ୍ଲୀ: ଭାରତୀୟ ଜଳସୀମାରେ ଅବୈଧ ଭାବରେ ପ୍ରବେଶ କରୁଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଭାରତୀୟ ତଟରକ୍ଷୀ ବାହିନୀ ଜବତ କରିଛି । ଡଙ୍ଗାରେ ଥିବା ୯ ଜଣ ପାକିସ୍ତାନୀଙ୍କୁ ଗିରଫ ମଧ୍ୟ ହୋଇଛନ୍ତି । ତଟରକ୍ଷୀ ବାହିନୀ ସେମାନଙ୍କର ଫଟୋ ମଧ୍ୟ…