Category: National

ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ

ନୁଆଦିଲ୍ଲୀ:ଭାରତ ନିଜର ନାଗରିକମାନଙ୍କୁ ଇସ୍ରାଏଲ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି। ଆସନ୍ତୁ ଜାଣିବା ଇସ୍ରାଏଲରେ ହଠାତ୍ କ’ଣ ଘଟିଲା ଯାହା ଭାରତକୁ ଏପରି ଆଡଭାଇଜରୀ ଜାରି କରିବାକୁ ପଡିଛି । ଇସ୍ରାଏଲରେ ରହୁଥିବା ଭାରତୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ଭାରତୀୟ…

ଗୌରବମୟ ୭୮ତମ ସ୍ଥଳସେନା ଦିବସ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଜାନୁଆରି ୧୫ ସେନା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ଏକ୍ସରେ ଏକ ସ୍ୱତନ୍ତ୍ର ପୋଷ୍ଟରେ କହିଛନ୍ତି, ଆମ ସେନାର ସାହସ ଏବଂ ବୀରତ୍ୱ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରିଥାଏ କହି ପ୍ରଶଂସା କରିଛନ୍ତି ।…

୧୯ ବର୍ଷରୁ କମ୍‌ ଦିନିକିଆ ବିଶ୍ୱକପ ଉଦଘାଟନୀ ମ୍ୟାଚ: ଭାରତ ଆଗରେ ୧୦୮ ରନ ଟାର୍ଗେଟ୍‌

୧୯ବର୍ଷରୁ କମ୍‌ ଦିନିକିଆ ବିଶ୍ୱକପରେ ଆଜି ଉଦଘାଟନୀ ମ୍ୟାଚରେ ଭାରତ ଓ ଆମେରିକା ମଧ୍ୟରେ ମୁକାବିଲା ହେଉଛି । ୩୫.୨ ଓଭରରେ ସମସ୍ତ ୱିକେଟ ହରାଇ ଭାରତକୁ ୧୦୮ରନର ଟାର୍ଗେଟ ଦେଇଛି ଆମେରିକା । ଜିମ୍ବାୱେର ବୁଲାୱାୟୋର କୁଇନ୍ସ ସ୍ପୋର୍ଟ୍ସ କ୍ଲବରେ…

ସଫେଇ କର୍ମଚାରୀଙ୍କୁ ଆସିଲା ରାଷ୍ଟ୍ରପତି ଭବନରୁ ଡାକରା, ‘ଆଟ୍ ହୋମ୍’ ଅତିଥି ହେବେ ରାଜେନ୍ଦ୍ର

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅର୍କାବାହିଲିପଡାର ସୁଇପର କଲୋନୀର ସଫେଇ କର୍ମଚାରୀ ରାଜେନ୍ଦ୍ର ପାତ୍ରଙ୍କୁ ମିଳିଛି ଭାରତର ମହାମହିମ ରାଷ୍ଟ୍ରପତିଙ୍କ ପକ୍ଷରୁ ସ୍ୱତନ୍ତ୍ର ନିମନ୍ତ୍ରଣ ।୨୦୨୬ ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସରେ ରାଜେନ୍ଦ୍ର ପାତ୍ର, ରାଷ୍ଟ୍ରପତି ଭବନରେ ହେବାକୁ ଥିବା “ଆଟ୍ ହୋମ୍”…

କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି- କମିଲା ନିଟ୍-ପିଜି କଟ-ଅଫ୍

ଦେଶରେ ମେଡିକାଲ ପିଜି କୋର୍ସରେ ଖାଲି ପଡିଛି ହଜାର ହଜାର ସିଟ୍। ଏହାକୁ ଭରିବା ପାଇଁ ନ୍ୟାସନାଲ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ ସାଇନ୍ସ (ଏନବିଇଏମ୍ଏସ୍) ନିଟ୍ ପିଜି ୨୦୨୫ ପାଇଁ କ୍ବାଲିଫାଇଂ କଟ୍ଅଫ୍‌କୁ ହ୍ରାସ କରି ଖୁବ୍ କମ୍…

ମାଲ ପରିବହନ କ୍ଷେତ୍ରରେ ରେଳବାଇର ନୂଆ ରେକର୍ଡ

ଭାରତୀୟ ରେଳବାଇ ଦେଶରେ ମାଲ ପରିବହନକୁ ପୁନଃ ପରିଭାଷିତ କରୁଛି । ଏକ ଦ୍ରୁତ, ବିଶ୍ୱସନୀୟ ଏବଂ ସୁଲଭ ରେଳ ମାଲ ପରିବହନ ସମାଧାନ ପ୍ରଦାନ କରି ମାଲ ପରିବହନରେ ଏକ ନୂତନ ରେକର୍ଡ ସ୍ଥାପନ କରିଛି। ଉନ୍ନତ ଭିତ୍ତିଭୂମି, ଉଚ୍ଚ…

ଜର୍ମାନ ଚାନ୍ସେଲରଙ୍କୁ ଭାରତୀୟ କଳାକୃତି ଉପହାର ଦେଲେ ପ୍ରଧାନମନ୍ତ୍ରୀ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଗସ୍ତରେ ଆସିଥିବା ଜର୍ମାନ ଚାନ୍ସେଲର ଫ୍ରେଡରିକ୍ ମର୍ଜଙ୍କୁ କିଛି ମୂଲ୍ୟବାନ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଉପହାରରେ ରହିଛି ଡାଇମଣ୍ଡ ଡିଏ 62 ପ୍ରୋପେଲର୍ ଏୟାରକ୍ରାଫ୍ଟର ହାତ ତିଆରି ପିତ୍ତଳ ପ୍ରତିକୃତି। ଏହାକୁ ଉତ୍ତର…

ନଅଟି ନୂତନ ଅମୃତ ଭାରତ ଏକ୍ସପ୍ରେସ ଟ୍ରେନ ଘୋଷଣାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ନୂତନ ଭାବେ ଘୋଷଣା ହୋଇଥିବା ଅମୃତ ଭାରତ ଟ୍ରେନ ସାରା ଦେଶରେ ଯାତ୍ରୀଙ୍କୁ ଆରାମଦାୟକ ସେବା ଯୋଗାଇ ଦେବା ସହିତ ରେଳ ଯୋଗାଯୋଗରେ ସୁଧାର ଆଣିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ବିଭିନ୍ନ ମାର୍ଗରେ ନଅଟି…

ମମତାଙ୍କୁ କୋଲକାତା ହାଇକୋର୍ଟ ପକ୍ଷରୁ ଝଟ୍‌କା

କୋଲକାତା: ପଶ୍ଚିମବଙ୍ଗ ସ୍ଥିତ ଆଇ-ପ୍ୟାକ୍ କାର୍ଯ୍ୟାଳୟ ଏବଂ ଏହାର ମୁଖ୍ୟ ପ୍ରତୀକ ଜୈନ୍‌ଙ୍କ ଘରେ ଇଡି ଚଢାଉ ସମ୍ପର୍କିତ ମାମଲାର ଶୁଣାଣି କରିଛନ୍ତି କୋଲକାତା ହାଇକୋର୍ଟ। ଏହିକ୍ରମେ ହାଇକୋର୍ଟ, ବୁଧବାର ଶାସକ ଦଳ ଟିଏମ୍‌ସି ପକ୍ଷରୁ ଦାଖଲ କରାଯାଇଥିବା ଇଡି ବିରୋଧୀ…

ଭାରତୀୟ ନାଗରିକଙ୍କୁ ଇରାନ ଛାଡିବାକୁ ପରାମର୍ଶ ଦେଲା ଭାରତ: ହେଲ୍ପଲାଇନ୍ ନମ୍ବର ଜାରି

ନୁଆଦିଲ୍ଲୀ: ସୁରକ୍ଷା କାରଣରୁ ଭାରତ ତାର ନାଗରିକମାନଙ୍କୁ ଇରାନ ଯାତ୍ରା କରିବାରୁ ନିବୃତ୍ତ ରହିବାକୁ କଡ଼ା ପରାମର୍ଶ ଦେଇଛି। ସଦ୍ୟତମ ପରାମର୍ଶରେ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଇରାନର ପରିସ୍ଥିତି ଖରାପ ହେଉଥିବାରୁ, ଭାରତୀୟ ନାଗରିକମାନଙ୍କୁ ପରବର୍ତ୍ତୀ ସୂଚନା ନ ମିଳିବା…

You missed