‘ ଆସନ୍ତା ୫ ବର୍ଷ ମଧ୍ୟରେ ଇଲେକ୍ଟ୍ରିକ ଯାନ ଯୋଗୁଁ ୫ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ’
କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ଭାରତର ଇଲେକ୍ଟ୍ରିକ ଯାନ ମାର୍କେଟର ବିକାଶ ଘଟି ଏହାର ବିକ୍ରି ୨୦୩୦ ସୁଦ୍ଧା ବାର୍ଷିକ ୨୦ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଆଜି ଲୋକସଭାରେ ପ୍ରଶ୍ନୋତ୍ତର…
