Category: National

ଭାରତ-ଆମେରିକା ମଧ୍ୟରେ ୧୦ ବର୍ଷର ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ

ଏହି ଚୁକ୍ତିନାମା ସ୍ୱାକ୍ଷର ହେଉଥିବା ବେଳେ ଉଭୟ ଦେଶ ବାଣିଜ୍ୟିକ ବିବାଦ, ବିଶେଷକରି ଆମେରିକା ଦ୍ୱାରା ଭାରତୀୟ ଉତ୍ପାଦ ଉପରେ ୫୦% ଶୁଳ୍କ ଆରୋପ କରିବା ପରେ ସମ୍ପର୍କ ସୁଧାର କରିବାକୁ ଚେଷ୍ଟା କରୁଥିଲେ। ଏପରି ପରିସ୍ଥିତିରେ ଏହି ପ୍ରତିରକ୍ଷା ଚୁକ୍ତି…

ଇଚିହାସ ରଚିଲା ଇସ୍ରୋ; ସବୁଠୁ ଓଜନିଆ ଉପଗ୍ରହର ଉତ୍‌କ୍ଷେପଣ

ଲଞ୍ଚ ହେଲା CMS-03 ସାଟେଲାଇଟ । ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଦ୍ବାରା ନିର୍ମିତ ଏହି ସାଟେଲାଇଟ ହେଉଛି ଏକ ଯୋଗାଯୋଗ ଉପଗ୍ରହ(କମ୍ୟୁନିକେସନ ସାଟେଲାଇଟ୍‌)। ରବିବାର ସନ୍ଧ୍ୟା ୫:୨୬ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାର ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଇସ୍ରୋ ଏହି…

ଭାରତ ମହିଳା ବିଶ୍ୱକପ୍ ଚମ୍ପିୟାନ ୨୦୨୫

ଭାରତୀୟ ମହିଳା ଦଳ ଇତିହାସ ରଚିଛି। ମହିଳା ଏକଦିବସୀୟ ବିଶ୍ୱକପ୍ 2025 ର ଫାଇନାଲରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ 52 ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ 50 ଓଭରରେ 7 ୱିକେଟ ହରାଇ 298 ରନ…

ପାଟନା ବିଧାନସଭା ନିର୍ବାଚନ ହେଇଛି ବିକାଶ ଓ ଜଙ୍ଗଲରାଜ ମଧ୍ୟରେ ଲଢେଇ – ଅମିତ୍ ଶାହ

ପାଟନା : ବିହାର ବିଧାନସଭା ନିର୍ବାଚନ ପାଇଁ ଶାସକ ଏନଡିଏ ଓ ବିରୋଧୀ ମହାମେଣ୍ଟ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ବିଜେପି ନେତା ତଥା କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଗୋପାଳଗଞ୍ଜରେ ନିର୍ବାଚନ ପ୍ରଚାର ବେଳେ କହିଛନ୍ତି ଯେ ବିହାର…

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ମୃତଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ…

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି…

ତେଲଙ୍ଗାନା କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ମହମ୍ମଦ ଆଝାରୁଦ୍ଦିନ

ପୁର୍ବତନ କ୍ରିକେଟ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା କ୍ୟାବିନେଟ୍‌ରେ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ପୂର୍ବତନ କ୍ରିକେଟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଝାରୁଦ୍ଦିନ୍‌ଙ୍କ ନିଯୁକ୍ତି…

ପାକିସ୍ତାନ ସୀମାରେ ଭାରତ ସେନାର ସମରାଭ୍ୟାସ ଆରମ୍ଭ

ନୂଆଦିଲ୍ଲୀ: ଭାରତର ତିନି ପ୍ରତିରକ୍ଷା ବାହିନୀ ପକ୍ଷରୁ ଗୁରୁବାର ପାକିସ୍ତାନ ସଂଲଗ୍ନ ସୀମାରେ ୧୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସମରାଭ୍ୟାସକୁ ‘ତ୍ରିଶୂଳ’ ନାମରେ ନାମିତ କରାଯାଇଛି। ଗୁଜରାଟ…

ନଭେମ୍ବର ୨୪ରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଯୁକ୍ତକୁ ଅନୁୁମୋଦନ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଷ୍ଟିସ ବି.ଆର.ଗବଇ ଅବସର…

ସ୍ୱତନ୍ତ୍ର ଅଭିଯାନ 5.0: ITBP ସ୍ୱତନ୍ତ୍ର ପରିଷ୍କାର ପରିଚ୍ଛନ୍ନତା ଏବଂ ରେକର୍ଡ ପରିଚାଳନା କରେ ଓ ପରିଚାଳନା ଡ୍ରାଇଭ୍

ସ୍ୱତନ୍ତ୍ର ଅଭିଯାନ 5.0: ITBP ସ୍ୱତନ୍ତ୍ର ପରିଷ୍କାର ପରିଚ୍ଛନ୍ନତା ଏବଂ ରେକର୍ଡ ପରିଚାଳନା କରେପରିଚାଳନା ଡ୍ରାଇଭ୍ ନୂଆଦିଲ୍ଲୀ, ଅକ୍ଟୋବର ୩୧, ୨୦୨୫: ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଭାରତ-ତିବ୍ଦତୀୟ ସୀମା ପୋଲିସ (ITBP) ଅକ୍ଟୋବର ୨ ରୁ ଅକ୍ଟୋବର ୩୧, ୨୦୨୫…

You missed