Category: National

‘ଆଇ ଲଭ ମୁହମ୍ମଦ୍’ ପୋଷ୍ଟର ପାଇଁ ବିବାଦ: ୪୮ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ନୁଆଦିଲ୍ଲୀ,୨।୧୦: ଉତ୍ତରପ୍ରଦେଶର ବାରେଲୀ ଅଂଚଳରେ ‘ଆଇ ଲଭ ମୁହମ୍ମଦ୍’ ପୋଷ୍ଟର ବିବାଦ ଓ ଆଗାମୀ ଦଶହରା-ଦୁର୍ଗାପୂଜା ଉତ୍ସବ ପୂର୍ବରୁ ସମ୍ପ୍ରଦାୟିକ ବିବାଦ ବା ହିଂସା ରୋକିବାକୁ ଗୁରୁବାର ସନ୍ଧ୍ୟାରୁ ଶନିବାର ୩ ଟା ପର୍ଯ୍ୟନ୍ତ ୪୮ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ…

ବିଶ୍ବର ସବୁଠୁ ଧନୀ ଆକ୍ଟର ହେଲେ ଶାହାରୁଖ୍ ଖାନ

ଶାହାରୁଖ ଖାନଙ୍କ ଚାର୍ମ ଏବଂ ଷ୍ଟାରଡମ କେବଳ ଭାରତରେ ସୀମିତ ନୁହେଁ; ସେ ଅନେକ ଦେଶରେ ତାଙ୍କ ପର୍ସନାଲିଟିର ଜଲୱା ଦେଖାଇଛନ୍ତି। ଆଜି ମଧ୍ୟ, ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଶାହରୁଖ ଖାନଙ୍କ ପ୍ରଶଂସକ ତାଙ୍କୁ ମନେ ରଖିଛନ୍ତି। ତେବେ…

ପ୍ରତିଷ୍ଠା ଦିନଠାରୁ ଆର୍.ଏସ୍.ଏସ୍. ଦେଶପ୍ରେମ ଏବଂ ସେବାକୁ ପ୍ରାଥମିକତା ପ୍ରଦାନ କରିଆସିଛି; ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ର ମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପ୍ରତିଷ୍ଠା ଦିନଠାରୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ଆର୍. ଏସ୍. ଏସ୍. ଦେଶପ୍ରେମ ଏବଂ ସେବାକୁ ପ୍ରାଥମିକତା ପ୍ରଦାନ କରିଆସିଛି । ନୂଆଦିଲ୍ଲୀରେ ଆର୍.ଏସ୍.ଏସ୍.ର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆର୍.…

ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ : ଦୁଇ ମହାନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ

ଆଜି ଜାତିର ପିତା ମହାତ୍ମା ଗାନ୍ଧୀ ଓ ଭାରତର ଦ୍ୱିତୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍‍ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ୧୮୬୯ ମସିହା ଅକ୍ଟୋବର ୨ରେ ଗୁଜୁରାଟରେ ଜନ୍ମଗ୍ରହଣ କରିଥିଲେ ଅହିଂସାର ପ୍ରତୀକ ମୋହନ ଦାସ କରମଚାନ୍ଦ ଗାନ୍ଧୀ । ଅହିଂସା…

ୱେଷ୍ଟଇଣ୍ଡିଜ୍ ଦଳ ୧୬୨ ରନରେ ଅଲଆଉଟ୍

ଭାରତ ବନାମ ୱେଷ୍ଟଇଣ୍ଡିଜ୍ ପ୍ରଥମ ଟେଷ୍ଟ: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜର ପ୍ରଥମ ଟେଷ୍ଟ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମ ଇନିଂସରେ ୱେଷ୍ଟଇଣ୍ଡିଜ୍ ଦଳକୁ ୧୬୨ ରନରେ ଅଲଆଉଟ୍ କରିବା ପରେ, ଟିମ୍ ଇଣ୍ଡିଆ ଏବେ…

ଖଡଗେଙ୍କ ହୃଦୟ ଅସ୍ତ୍ରୋପଚାର, ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଗଡେ ବୁଧବାର ଦିନ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ସଫଳ ପେସମେକର ପ୍ରତିରୋପଣ କରାଯାଇଥିଲା। ତାଙ୍କ ପରିବାର ପକ୍ଷରୁ ନିଶ୍ଚିତ କରାଯାଇଛି ଯେ ସେ ଅକ୍ଟୋବର ୩ ତାରିଖରେ କାମରେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ…

ଓଡ଼ିଶାରେ ଖୋଲିବ ୬ଟି କେନ୍ଦ୍ରୀୟ ବିଦ୍ୟାଳୟ: ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ…

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

ନୁଆଦିଲ୍ଲୀ: ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପରେ ନିର୍ବାଚନ କମିଶନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ବିହାରରେ ପ୍ରାରମ୍ଭରେ ୭ କୋଟି ୮୯ ଲକ୍ଷ ୬୯ ହଜାର ୮୪୪ ଭୋଟର ଥିଲେ। SIR ରୁ ୬୫ ଲକ୍ଷ…

ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶାରଦୀୟ ଅଭିନନ୍ଦନ

ପବିତ୍ର ଦୁର୍ଗା ପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ପବିତ୍ର ଦୁର୍ଗା ପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ।…

ବିଷ୍ନୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ଘୋଷଣା

କାନାଡା ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷଣା କରିଛି। ଦେଶର କନଜରଭେଟିଭ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡ଼ା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାନାଡା ସରକାର କହିଛନ୍ତି ଯେ ଏହି ଗ୍ୟାଙ୍ଗ ଭାରତରେ ଅବସ୍ଥିତ…