Category: National

ବିଜେପି କରିବ ଦେଶବ୍ୟାପି ତ୍ରିରଙ୍ଗା ଯାତ୍ରା

ଅପରେଶନ୍ ସିନ୍ଦୂରର ସଫଳତା ନେଇ ଭାଜପା କରିବ ତ୍ରିରଙ୍ଗା ଯାତ୍ରା । ଦେଶବ୍ୟାପୀ ଏହି ଯାତ୍ରା କରାଯିବ । ଆଜି ଠାରୁ ଦେଶବ୍ୟାପୀ ତ୍ରିରଙ୍ଗାଯାତ୍ରା ଆରମ୍ଭ କରାଯିବ । ତ୍ରିରଙ୍ଗା ଯାତ୍ରା ସାରା ଦେଶରେ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ ।…

ପରମାଣୁ ବ୍ଲାକମେଲିଂକୁ ଖାତିର କରିବୁ ନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପ୍ରତି ହୋଇଥିବା ସାମରିକ ଗତିବିଧି ପରେ ଏକ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରି କଡ଼ା ବାର୍ତା ଦେଇଛନ୍ତି। ବୁଦ୍ଧ ପୂର୍ଣ୍ଣିମା ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି…

ଆତଙ୍କବାଦ ଓ କଥାବାର୍ତ୍ତା ଏକସଙ୍ଗେ ଚାଲି ପାରିବନି:ପ୍ରଧାନମନ୍ତ୍ରୀ

ଅପରେସନ ସିନ୍ଦୁର ପରେ ଦେଶବାସୀଙ୍କୁ ସମ୍ଭୋଧନ କଲେ ପ୍ରଧାନମନ୍ତ୍ରୀ, ଭାରତର ପରାକ୍ରମୀ ସେନାକୁ ସାଲ୍ୟୁଟ କଲେ ପିଏମ ମୋଦି । କେବଳ ସେନା ନୁହେଁ ଗୁଇନ୍ଦା ସଂସ୍ଥା ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ପ୍ରଥମେ ଭାରତର…

ନାଗ୍ରୋଟା ଆର୍ମି ଷ୍ଟେସନ ନିକଟରେ ଗୁଳିବିନିମୟ; ଜଣେ ଯବାନ ଆହତ

ନୂଆଦିଲ୍ଲୀ: ନାଗ୍ରୋଟାରେ ଥିବା ସେନା ଘାଟି ପାଖରେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖାଯାଇଛି। ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଭାରତୀୟ ସେନାର ହ୍ୱାଇଟ୍ ନାଇଟ୍ କର୍ପସ ଟ୍ୱିଟ୍ କରିଛନ୍ତି ଯେ,ନାଗ୍ରୋଟାର ସେନା ଘାଟି ପାଖରେ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ ପରେ କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବର ଅନେକ ସହର ବ୍ଲାକ ଆଉଟ୍

ପୁଣି ଅସ୍ତ୍ରବିରତି ଉଲ୍ଲଙ୍ଘନ କଲା ପାକିସ୍ତାନ । ଦୁଇ ଦେଶର ସହମତି ପରେ ବି ପାକିସ୍ତାନ ସୀମାରେ ଗୁଳି ମାରିବା ଆରମ୍ଭ କରିଛି । ଫଳରେ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍ଥାନରେ କରାଗଲା ବ୍ଲାକ୍ ଆଉଟ୍। ବିଭିନ୍ନ ସ୍ଥାନରେ ପାକିସ୍ତାନ ପଟୁ…

ଆମେରିକା ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ଯୁଦ୍ଧ ବନ୍ଦ କରିବାକୁ ହେଲେ ରାଜି: ଟ୍ରମ୍ପ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ଏହି ସୂଚନା ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ ଦେଇଥିଲେ । ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରି ଦାବି କରିଛନ୍ତି…

ମିଶାଇଲ୍ ଆଟାକ ପରେ ୩ ଏୟାରବେସ୍ ବନ୍ଦ କଲା ପାକ୍

ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା ଘାଟି ଉପରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥିବା ନେଇ ସେନା ଶନିବାର ପ୍ରକାଶ କରିଛି। ଯେଉଁଥିରେ ସେନା ମୁଖ୍ୟାଳୟ ନିକଟ ତଥା ଇସଲାମାବାଦର ଉପକଣ୍ଠରେ ଥିବା ଗୋଟିଏ ଏୟାରବେସ୍ ଅନ୍ତର୍ଭୁକ୍ତ। ସାମରିକ ମୁଖପାତ୍ର ଅହମ୍ମଦ ସରିଫ ଚୌଧୁରୀ…

ସାଂପ୍ରଦାୟିକ ହିଂସା ସୃଷ୍ଟି କରିବାକୁ ଚାହୁଁଛି ପାକିସ୍ତାନ ; ବୈଦେଶିକ ସଚିବ

ଅପରେସନ ସିନ୍ଦୂରକୁ ନେଇ MEAର ପ୍ରେସବ୍ରିଫ୍। ଧାର୍ମିକ ଅନୁଷ୍ଠାନ ଉପରେ ଆକ୍ରମଣ କରୁଛି ପାକିସ୍ତାନ। ବାଛି ବାଛି ଭାରତର ଧାର୍ମିକ ଅନୁଷ୍ଠାନକୁ ଟାର୍ଗେଟ୍ କରୁଛି ପାକିସ୍ତାନ। ଏନେଇ ପ୍ରେସମିଟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ଦେଲେ ସୂଚନା। ପାକିସ୍ତାନ ଭାରତର ଗୁରୁଦ୍ୱାର…

ଡିଫେନ୍ସ କଣ ଆଉ ଏହାର କାମ କଣ , କେମିତି ଲାଗୁ କରିବେ ରାଜ୍ୟ ସରକାର

ସବୁ ରାଜ୍ୟକୁ ଜରୁରୀ କ୍ଷମତା ପ୍ରୟୋଗ ପାଇଁ ନିର୍ଦ୍ଦେଶ। ମୁଖ୍ୟ ଶାସନ ସଚିବମାନଙ୍କୁ ଚିଠି ଲେଖିଲା କେନ୍ଦ୍ର ଗୃହ ମନ୍ତ୍ରାଳୟ। ସିଭିଲ ଡିଫେନ୍ସ ନିୟମ ଅନୁଯାଇ ଜରୁରୀ କ୍ଷମତା ପ୍ରୟୋଗ କରି ପାରିବେ ରାଜ୍ୟ । ବର୍ତ୍ତମାନର ପରିସ୍ଥିତିକୁ ଦେଖି ଜରୁରୀ…

ଜମ୍ମୁ ଉପରେ ପୁଣି ବଡ଼ ଆଟାକ୍‌ କଲା ପାକିସ୍ତାନ, ସେନାର ମୁହଁତୋଡ଼ ଜବାବ

ରାତି ବଢିବା ସହ ପାକିସ୍ତାନ ପକ୍ଷରୁ ପୁଣି ଥରେ ଜମ୍ମୁ ଓ କଶ୍ମୀର ଓ ଅନ୍ତର୍ଜାତୀୟ ସୀମାରେ ଥିବା ଅନ୍ୟାନ୍ୟ ରାଜ୍ୟ ଯେପରିକି ପଞ୍ଜାବ ଓ ରାଜସ୍ଥାନରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଓ ରକେଟ ଆକ୍ରମଣ ଆରମ୍ଭ କରାଯାଇଛି । ଭାରତୀୟ…