Category: National

ଫାଷ୍ଟାଗ୍ ଯୁଗର ହେବ ଅନ୍ତ; ମେ’ ୧ରୁ ନୂଆ ଟୋଲ୍ ନିୟମ ଲାଗୁ ହେବ

ନୂଆଦିଲ୍ଲୀ: ଦେଶରେ ଖୁବଶିଘ୍ର ହାଇଓ୍ବେ ଟୋଲ୍ ଆଦାୟ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । FASTagକୁ ବଦଳାଇବାକୁ ଯାଉଛି ଏକ ନୂତନ ବ୍ୟବସ୍ଥା । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ FASTag ଏବଂ ଟୋଲ୍ ସିଷ୍ଟମ ସମ୍ପର୍କରେ ଏକ…

ଭୁବନେଶ୍ୱରରେ ଗଡକରୀ: ୧୯ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ

ଭୁବନେଶ୍ୱରରେ ପହଞ୍ଚିଛନ୍ତି ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆଜି ଦିନିକିଆ ଗସ୍ତରେ ଆସିଛନ୍ତି କେନ୍ଦ୍ର ମନ୍ତ୍ରୀ । ଗଡକରୀ ଏହି ଗସ୍ତ ସମୟରେ ରାଜ୍ୟକୁ ପ୍ରାୟ ୪ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟିଦେବା ନେଇ ସୂଚନା ରହିଛି…

ଭାରତକୁ ବଡ଼ ସଫଳତା : କ୍ଷେପଣାସ୍ତ୍ରକୁ ଖସାଇବ ଲେଜର ଅସ୍ତ୍ର

ନୂଆଦିଲ୍ଲୀ, ୧୪/୦୪ : ପ୍ରତିରକ୍ଷା ପ୍ରଯୁକ୍ତି କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ସଫଳତା । ବିମାନ, କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ରୋକିବାକୁ ପ୍ରତିରକ୍ଷା ଗବେଷଣା ସଂସ୍ଥାନ ଡିଆରଡିଓ ବିକଶିତ କରିଛି ଲେଜର ଅସ୍ତ୍ର । ଡିଆରଡିଓ ଦ୍ୱାରା ବିକଶିତ…

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା

ଭାରତରେ ପହଞ୍ଚିଲା ମୋଷ୍ଟ ୱାଣ୍ଟେଡ୍‌ ତହବୁର ରାଣା। ଆମେରିକାରୁ ସ୍ଵତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା। ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣାର ମାଷ୍ଟର ମାଇଣ୍ଡ ତହବୁର । କଡ଼ା ସୁରକ୍ଷାରେ NIA ମୁଖ୍ୟାଳୟକୁ ନିଆଯିବ। ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର…

ଭାରତ-ସ୍ଲୋଭାକ୍‍ ବ୍ୟବସାୟିକ ଫୋରମ୍‍କୁ ବ୍ରାଟିସ୍‍ଲାଭାଠାରେ ଉଦ୍‍ଘାଟନ କଲେ ରାଷ୍ଟ୍ରପତି

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବ୍ରାଟିସ୍‍ଲାଭା ଠାରେ ସ୍ଲୋଭାକ୍‍- ଭାରତ ବ୍ୟାବସାୟିକ ଫୋରମ୍‍କୁ ଉଦ୍‍ଘାଟନ କରିଛନ୍ତି । ଏହି ଅବସରରେ ଉଦ୍‍ବୋଧନ ଦେଇ ଶ୍ରୀମତୀ ମୁର୍ମୁ ଭାରତ-ସ୍ଲୋଭାକିଆ ବନ୍ଧୁତ୍ୱକୁ ସଶକ୍ତ କରିବା ଦିଗରେ ନିଜର ପ୍ରତିଶ୍ରୁତିବଦ୍ଧତା ଲାଗି ତାଙ୍କର ସ୍ଲୋଭାକିଆ ପ୍ରତିପକ୍ଷ…

ଭାରତୀୟ ମୁଜାହିଦ୍ଦିନର 5 ଆତଙ୍କବାଦୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

ତେଲେଙ୍ଗାନା ହାଇକୋର୍ଟ ୨୦୧୩ ହାଇଦ୍ରାବାଦ ବୋମା ବିସ୍ଫୋରଣ ମାମଲାରେ ଇଣ୍ଡିଆନ ମୁଜାହିଦ୍ଦିନ (ଆଇଏମ୍)ର ୫ ଜଣ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଅଧିନତମ କୋର୍ଟର ନିଷ୍ପତ୍ତିକୁ କାଏମ ରଖିଛନ୍ତି। ସୂଚନାଥାଉକି, ୨୦୧୩ ଫେବୃଆରୀ ୨୧ରେ ହାଇଦ୍ରାବାଦର ଜନଗହଳିପୂର୍ଣ୍ଣ ଦିଲସୁଖ ନଗର ଅଞ୍ଚଳରେ…

୩୧ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ଚ୍ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ଆଜି ୨୬ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ତିନି ଜଣଙ୍କ ଉପରେ ସାଢ଼େ ଚାରି ଲକ୍ଷ ଲେଖାଏଁ ଅର୍ଥରାଶି ଘୋଷଣା କରାଯାଇଥିଲା । ପୁଲିସ୍‍ ଆରକ୍ଷି ଅଧିକ୍ଷକ ଗୌରବ ରାଇଙ୍କ…

ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍, ଅନୁମୋଦନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଇନରେ ପରିଣତ ହେଲା ୱାକଫ ସଂଶୋଧନ ବିଲ୍ 2025 । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ବିଲ୍‌କୁ ମଞ୍ଜୁରୀ ଦେଇଛନ୍ତି। ଶନିବାର ୫ ଏପ୍ରିଲ ବିଳମ୍ବିତ ରାତିରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରାଯାଇ ସୂଚନା…

ରାମଲାଲାଙ୍କ ସୂର୍ଯ୍ୟ ତିଲକ: ୪ ମିନିଟ ଯାଏଁ ପ୍ରଭୁ ରାମଙ୍କ ମଥା ଉପରେ ପଡିଲା ସୂର୍ଯ୍ୟ କିରଣ

ଆଜି ରାମ ନବମୀ ପାଇଁ ସାରା ଦେଶର ଉତ୍ସାହର ମାହୋଲ ରହିଛି । ଦିନ ୧୨ଟାରେ ପ୍ରଭୁ ରାମଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ଆଉ ଏହି ସୁନ୍ଦର ଦିନ ଅବସରରେ ଶ୍ରଦ୍ଧାଳୁ ଶ୍ରୀରାମ ଲଲାଙ୍କ ସୂର୍ଯ୍ୟ ତିଳକ ଦର୍ଶନ…

ଦକ୍ଷିଣ ଭାରତକୁ ମୋଦିଙ୍କ ବଡ ଭେଟି: ଦେଶର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁ ପାଇଲା ନୂଆ ରୂପ

ରାମେଶ୍ବରମ୍: ଦକ୍ଷିଣ ଭାରତକୁ ବଡ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ରାମନବମୀ ଅବସରରେ ତାମିଲନାଡୁର ରାମେଶ୍ୱରମରେ ଭାରତର ପ୍ରଥମ ଭର୍ଟିକାଲ ଲିଫ୍ଟ ସମୁଦ୍ର ସେତୁର ଉଦଘାଟନ କରିଚନ୍ତି ପ୍ରଧାନମନ୍ତ୍ରୀ । ଯାହାର ନାମ ପମ୍ବନ୍ ସେତୁ ।…