Category: National

ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ

ଭାରତୀୟ ନିର୍ବାଚନ କମିଶନନିର୍ବାଚନ ସଦନ, ଅଶୋକା ରୋଡ୍, ନୂଆଦିଲ୍ଲୀ -୧୧୦୦୦୧ ନୂଆଦିଲ୍ଲୀ!/ ଅନୁଗୋଳ – ଆଇନଗତ ଢାଞ୍ଚା ମଧ୍ୟରେ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ମଜବୁତ କରିବା ପାଇଁ ଦଳୀୟ ସଭାପତି ଏବଂ ବରିଷ୍ଠ ନେତାମାନଙ୍କୁ ଆଲୋଚନା ପାଇଁ ନିର୍ବାଚନ କମିଶନଙ୍କ ନିମନ୍ତ୍ରଣ…

ମୋଦୀଙ୍କୁ ମରିସସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ

ମରିସସ ସରକାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେଠାକାର ସର୍ବୋଚ୍ଚ ସମ୍ମାନ ‘ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ଦି ଷ୍ଟାର ଆଣ୍ଡ କି ଅଫ ଇଣ୍ଡିଆନ ଓସେନ’ ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏହି ସମ୍ମାନ ପାଇବାରେ…

ରାଜ୍ୟସଭାରେ ରେଳ ସଂଶୋଧନ ବିଲ୍ ୨୦୨୪ ଆଗତ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ରେଳ (ସଂଶୋଧନ) ବିଲ୍ ୨୦୨୪କୁ ଆଲୋଚନା ଓ ମଞ୍ଜୁରୀ ପାଇଁ ଆଗତ କରିଛନ୍ତି। ଏହି ବିଲରେ ରେଳ ବାଇ ଆକ୍ଟ ୧୯୮୯ରେ ସଂଶୋଧନ କରାଯାଇଛି ଏବଂ ଏହାର ଉଦ୍ଦେଶ୍ୟ ହେଉଛି ରେଳବାଇ ବୋର୍ଡର କ୍ଷମତା ବୃଦ୍ଧି…

ଆସନ୍ତାକାଲି ମରିସସ୍‍ର ଜାତୀୟ ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମରିସସ୍‍ର ପୂର୍ବତନ ରାଷ୍ଟ୍ରପତି ସାର୍‍ ଅନିରୁଦ୍ଧ ଜଗନ୍ନାଥ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍‍ ସିୱସାଗୁର ରାମଗୁଲାମଙ୍କୁ ପମ୍ପେଲ୍‍ମୁସେସ୍‍ ସ୍ଥିତ ସାର୍‍ ସିୱସାଗୁର ରାମଗୁଲାମ ବଟାନିକ୍‍ ଗାର୍ଡେନ୍‍ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି । ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି…

‘୨୦୨୭ ସୁଦ୍ଧା ଉତ୍ତର-ପୂର୍ବ ରାଜ୍ୟ ଗୁଡ଼ିକର ରାଜଧାନୀକୁ ରେଳପଥ, ବିମାନ ଓ ସଡ଼କପଥରେ ସଂଯୋଗ କରାଯିବ’

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଉତ୍ତର-ପୂର୍ବ ଛାତ୍ରଛାତ୍ରୀଙ୍କୁ ଏଣିକି କର୍ମସଂସ୍ଥାନ ପାଇଁ ନିଜ ଅଞ୍ଚଳ ଛାଡ଼ିବାକୁ ପଡ଼ିବ ନାହିଁ, ସେମାନଙ୍କୁ ସେଠାରେ ନିଯୁକ୍ତି ସୁଯୋଗ ମିଳିବ । ନୂଆଦିଲ୍ଲୀ ଠାରେ ଆଜି ଷ୍ଟୁଡେଣ୍ଟସ୍‍ ଏକ୍ସପ୍ରିଏନ୍ସ ଇନ୍‍ ଇଣ୍ଟର ଷ୍ଟେଟ୍‍ ଲିଭିଂ ଅନୁଷ୍ଠାନ…

ମାର୍କ କାର୍ନି ହେବେ କାନାଡାର ନୂଆ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: କାନାଡାର ଶାସକ ଲିବରାଲ ପାର୍ଟି ବ୍ୟାଙ୍କ ଅଫ୍ କାନାଡା ଏବଂ ବ୍ୟାଙ୍କ ଅଫ୍ ଇଂଲଣ୍ଡର ପୂର୍ବତନ ଗଭର୍ଣ୍ଣର ମାର୍କ କାର୍ଣ୍ଣିଂଙ୍କୁ କାନାଡାର ନୂତନ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ କରିଛି। ସେ ଜଷ୍ଟିନ୍ ଟ୍ରୁଡୋଙ୍କ ସ୍ଥାନ ନେବେ। ଏହି ନିଷ୍ପତ୍ତି ଏପରି…

ମଣିପୁରରେ ହିଂସା: ୧ ମୃତ, ୨୭ ଆହତ

ପୁଣି ମଣିପୁରରେ ହିଂସା । ପ୍ରାୟ ୨ ବର୍ଷ ପରେ କୁକି ଓ ମୈତେଇ ସମ୍ପ୍ରଦାୟର ଲୋକେ ମୁକ୍ତ ଯାତାୟାତ କରିବା ଆରମ୍ଭ କରିଥିଲେ । ହେଲେ ଏହାରି ମଧ୍ୟରେ ପୁଣି ହିଂସା ଦେଖିବା ପାଇଁ ମିଳିଛି । କୁକୁ ସମ୍ପ୍ରଦାୟର…

ଆଇସିସି ଚମ୍ପିଆନ୍ସ ଟ୍ରଫି ଫାଇନାଲ ରେ ଭାରତ ବୀଜୟୀ, ପରାଜିତ ନ୍ୟୁଜିଲାଣ୍ଡ୍

ଦୁବାଇ: ଆଜି ଦୁବାଇରେ ଚାଲିଥିବା ଉତ୍କଣ୍ଠାପୂର୍ଣ୍ଣ ଆଇସିସି ଚମ୍ପିଆନ୍ସ ଟ୍ରଫିର ଫାଇନାଲ ମ୍ୟାଚରେ ଭାରତ ବିଜୟୀ ହୋଇଛି। ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ ହରାଇ ଚମ୍ପିଆନ ହୋଇଛି ଭାରତ। ଗୋଟିଏ ଓଭର ତଥା ୬ ବଲ ହାତରେ ଥାଇ ନ୍ୟୁଜିଲାଣ୍ଡର ୨୫୨ ରନ…

ଉତ୍ତରାଖଣ୍ଡରେ ଏବେ ସବୁଋତୁରେ ପର୍ଯ୍ୟଟନର ବିକାଶ ହେବ : ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡକୁ ବର୍ଷତମାମ ପର୍ଯ୍ୟଟନସ୍ଥଳୀ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଉତ୍ତର କାଶୀର ହରସିଲ୍‍ ଠାରେ ଏକ ଜନସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦୀ ରାଜ୍ୟ ପାଇଁ ଶୀତକାଳୀନ ପର୍ଯ୍ୟଟନର ଗୁରୁତ୍ୱ ଉପରେ କହିଛନ୍ତି । ସେ…

ଭୁଶୁଡ଼ିଲା କୋଠା ,୪ରୁ ୫ ଜଣ ଲୋକ ଫସି ରହିଥିବା ଆଶଙ୍କା

ପଞ୍ଜାବର ଲୁଧିଆନାରେ ଏକ କୋଠା ଭୁଶୁଡ଼ି ପଡ଼ିଛି । ସୂଚନା ଅନୁଯାୟୀ, ଫୋକାଲ୍ ପଏଣ୍ଟ ଅଞ୍ଚଳର ଫେଜ୍ 8 ରେ ଥିବା ଏକ ରଙ୍ଗାଇଂ କୋଠାର ପୁରୁଣା ଅଂଶ ଭୁଶୁଡ଼ି ପଡ଼ିଛି ଏବଂ ଏହା ତଳେ ପ୍ରାୟ ଚାରି ଜଣ ଫସି…