Category: National

ମହିଳା ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ – ଆଜି ବିଶ୍ୱ ମହିଳା ଦିବସ । ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଏ । ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ, ରାଜନୈତୀକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତାପାଇଁ ସେଲିବ୍ରେଟ କରିବା ପାଇଁ ମହିଳା…

ଇତିହାସରେ ପ୍ରଥମ ଥର: ମହିଳାଙ୍କ ହାତରେ ମୋଦିଙ୍କ ସୁରକ୍ଷା ଦାୟିତ୍ବ

ଗୁଜୁରାଟ: “ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଗୁଜୁରାଟ ପୋଲିସ ଏକ ଅନନ୍ୟ ପଦକ୍ଷେପ ନେଉଛି। ଭାରତର ଇତିହାସରେ ପ୍ରଥମ ଥର ପାଇଁ, କେବଳ ମହିଳା ପୋଲିସ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସମସ୍ତ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରିବେ । ନବସାରୀର ଭାନସି ବୋରସି…

ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସପ୍ତାହବ୍ୟାପୀ କାର୍ଯ୍ୟକ୍ରମ ଜନ ଔଷଧୀ ଦିବସ ପାଳିତ

ପାଇଁ ମାର୍ଚ୍ଚ ୫, ୨୦୨୫ରେ ସାରା ଦେଶରେ ଫାର୍ମାସି କଲେଜ/ବିଶ୍ୱବିଦ୍ୟାଳୟରେ ସେମିନାର ଆୟୋଜନ କରାଯାଇଥିଲା । ଫାର୍ମା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପିଏମବିଜେପି ଉପରେ ସର୍ବଭାରତୀୟ ସେମିନାର ଏବଂ କର୍ମଶାଳା ଆୟୋଜନ କରାଯାଇଥିଲା ।୨୦୨୫ ଜନ ଔଷଧୀ ଦିବସ ପାଳନର ଷଷ୍ଠ…

ଛତିଶଗଡ଼ରେ ୧୧ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସକ୍ରିୟ ଥିବା ନକ୍ସଲ ସଂଗଠନକୁ ଶକ୍ତ ଧକ୍କା ଲାଗିଛି। ସମାଜର ବିକାଶ ଧାରାରେ ସାମିଲ ହେବା ପାଇଁ ସରକାର ଦେଉଥିବା ନାରାରେ ଅନୁପ୍ରାଣିତ ହୋଇ ୭ ମହିଳା ନକ୍ସଲଙ୍କୁ ମିଶାଇ ପ୍ରାୟ ୧୧ଜଣ ହାର୍ଡକୋର ନକ୍ସଲ…

ଦୁବାଇରୁ ୧୪.୮ କିଲୋ ସୁନା ଲୁଚାଇ ଆଣି ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ: କନ୍ନଡ ଅଭିନେତ୍ରୀ ରାନ୍ୟା ରାଓଙ୍କୁ ବେଙ୍ଗାଲୁରୁ ବିମାନବନ୍ଦରରେ ଗିରଫ କରାଯାଇଛି । ସୁନା ଚାଲାଣ ଅଭିଯୋଗରେ ତାଙ୍କୁ ଗିରଫ କରିଛି ରାଜସ୍ବ ଗୋଇନ୍ଦା ନିର୍ଦ୍ଦେଶାଳୟ । ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ତଲାସି ସମୟରେ ତାଙ୍କ ନିକଟରୁ ୧୪.୮ କିଲୋ…

ଲିଙ୍ଗ କେବଳ ଦୁଇଟି.ପୁରୁଷ-ମହିଳା’ କହି, ତୃତୀୟ ଲିଙ୍ଗକୁ ବ୍ୟାନ୍ କଲେ ଟ୍ରମ୍ପ

ନୁଆଦିଲ୍ଲୀ: ଆଜି ଆମେରିକା ସଂସଦରେ ନିଜର ପ୍ରଥମ ଅଭିଭାଷଣ ରଖିବା ସହିତ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଗକୁ ଆମେରିକାର ଆଭିମୁଖ୍ୟ କ’ଣ ହେବ, ସେନେଇ ବଡ ଘୋଷଣା କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ପ୍ରଥମ ଭାଷଣରେ ରାଷ୍ଟ୍ରପତି…

ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଅଧ୍ୟକ୍ଷ ବି.ଆର. ନାଇଡୁ ଶନିବାର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଏହି ସମ୍ପର୍କରେ ଏକ…

ହିମାନୀ ନରୱାଲ କିଏ? ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ହିମାନୀ ନରୱାଲଙ୍କ ନିର୍ମମ ଭାବେ ହତ୍ୟା କରିବା ଘଟଣା ହରିୟାଣାରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶୁକ୍ରବାର ରୋହତକର ସାମ୍ପଲା ବସ୍ ଷ୍ଟାଣ୍ଡ ନିକଟରେ ତାଙ୍କ ମୃତଦେହ ଏକ ସୁଟକେସ୍‌ରୁ ମିଳିଥିଲା। ରାଜ୍ୟରେ ନିର୍ବାଚନ ଚାଲିଥିବା ବେଳେ…

ସରକାର ପାସପୋର୍ଟର ନିୟମରେ କଲେ ଏହି ପରିବର୍ତ୍ତନ .

ନୂଆଦିଲ୍ଲୀ: ପାସପୋର୍ଟ ବିଦେଶଯାତ୍ରା ନିମନ୍ତେ ସବୁଠୁ ଜରୁରୀ । ଏହି ଡକ୍ୟୁମେଣ୍ଟ ଦ୍ବାରା କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ଏହି ପାସପୋର୍ଟ ଥିଲେ ଆପଣ ଅନ୍ୟ ଦେଶ ବୁଲିବାକୁ,ପଢିବାକୁ, ବାଣିଜ୍ୟ କରିବାକୁ ଯାଇପାରିବେ । ଏବେ ଭାରତ…

ପରିବର୍ତନ ହେବ ସଂସଦୀୟ କ୍ଷେତ୍ର : ଓଡିଶାର ଲୋକସଭା ଆସନ ୨୮ ଓ ବିଧାନସଭା ଆସନ ୧୯୬ ହୋଇପାରେ !

ଭୂବନେଶ୍ୱର, ୦୨/୦୩ : ଦୀର୍ଘ ୪୭ ବର୍ଷ ପରେ ବଦଳିପାରେ ଦେଶର ରାଜନୈତିକ ଚିତ୍ର । ପରିବର୍ତନ ହେବ ସଂସଦୀୟ କ୍ଷେତ୍ର । ଖୁବଶୀଘ୍ର ଏଥିପାଇଁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି । ଜାତୀୟ ଗଣମାଧ୍ୟମରେ ଏହାକୁ ନେଇ…