Category: National

ହାର୍ଡକୋର ମାଓବାଦୀ ପ୍ରଭାକର ଗିରଫ

ଭୂବନେଶ୍ୱର, ୨୪/୧୨ : ଛତିଶଗଡ କାଙ୍କେର ଜିଲ୍ଲାରେ ୪୦ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିବା ହାର୍ଡକୋର ମାଓବାଦୀ ପ୍ରଭାକର ଗିରଫ । ପ୍ରଭାକରକୁ ଧରିବା ଲାଗି ୨୫ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲା ପୋଲିସ। ମାଲକାନଗିରି- ଛତିଶଗଡ଼ରେ…

ଖବର ଆଜି ପର୍ଯ୍ଯନ୍ତ

ଖବର ଆଜିରତାରିଖ:୨୪/୧୨/୨୪, ମଙ୍ଗଳବାର ୧-ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ ପୂରଣ ପ୍ରସଙ୍ଗ ; ନୂଆ କଟ୍ ଅଫ ମାର୍କ ସ୍ଥିର କରି ସାନି ମେରିଟ୍ ଲିଷ୍ଟ ପ୍ରସ୍ତୁତ କରିବାକୁ ହାଇକୋଟଙ୍କ ନିର୍ଦ୍ଦେଶ। ୨-ଦାଉ ସାଧିଲା ଅଦିନିଆ ବର୍ଷା, ଉଜୁଡ଼ା ଫସଲ…

ଆମ୍ୱେଦରଙ୍କୁ ଅପମାନ ଗ୍ରହଣୀୟ ନୁହେଁ : ଆସନ୍ତାକାଲି ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ

ଭୂବନେଶ୍ୱର ୨୩/୧୨: ଆମ୍ୱେଦରଙ୍କୁ ଅପମାନ ଗ୍ରହଣୀୟ ନୁହେଁ ସେଥିପାଇଁ ଆସନ୍ତାକାଲି ଦେଶବ୍ୟାପୀ ବିକ୍ଷୋଭ କରିବ କଂଗ୍ରେସ । ପଦଯାତ୍ରା କରି ଜିଲ୍ଲାପାଳଙ୍କ ଜରିଆରେ ରାଷ୍ଟ୍ରପତିଙ୍କୁ ସ୍ମାରକ ପାତ୍ର ପ୍ରଦାନ କରଯିବ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା…

କ’ଣ ରହିଛି ମାନଦଣ୍ଡ, କେମିତି ବଛାଯାଏ ଗଣତନ୍ତ୍ର ପରେଡରେ ପ୍ରଦର୍ଶିତ ଝାଙ୍କୀ?

ନୂଆଦିଲ୍ଲୀ: ନୂଆବର୍ଷର ଗଣତନ୍ତ୍ର ଦିବସ ପାଇଁ ପରେଡର ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଆଉ ଏଥର ମଧ୍ୟ ପୁଣି ଥରେ ପରେଡରେ ନଜର ଆସିବନି ଦିଲ୍ଲୀ ଝାଙ୍କୀ । କାରଣ କେନ୍ଦ୍ର ସରକାର ଏଥର ମଧ୍ୟ ଦିଲ୍ଲୀ ସରକାରଙ୍କ ପ୍ରସ୍ତାବିତ ଝାଙ୍କୀକୁ…

୧ ଜାନୁଆରୀରୁ ହ୍ବାଟ୍ସଆପ୍ ଏହି ସ୍ମାର୍ଟଫୋନରେ କରିବନି କାମ, ଥରେ ଚେକ୍ କରନ୍ତୁ ତାଲିକା..

ନୂଆଦିଲ୍ଲୀ: ଯଦି ଆପଣ ଏକ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ବିଶେଷ ଅଟେ | ହ୍ବାଟ୍ସଆପ୍ ଏକ ନିଷ୍ପତ୍ତି ନେଇଛି ଯାହା ଆଣ୍ଡ୍ରଏଡ୍ (Android) ଫୋନ୍ ଚଳାଉଥିବା ଉପଭୋକ୍ତାଙ୍କୁ ପ୍ରଭାବିତ କରିବ। ବାସ୍ତବରେ, ଜାନୁଆରୀ…

କୁଏତରେ ଶୁଭିଲା ଜୟ ଜଗନ୍ନାଥ: ଓଡିଆ ପୁଅଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ: ଦୁଇଦିନିଆ କୁଏତ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ କୁଏତରେ କାମ କରୁଥିବା ଭାରତୀୟ ଶ୍ରମିକଙ୍କ ସହ ସାକ୍ଷାତ କରିଛନ୍ତି ମୋଦି । ଏଇରେ ଓଡ଼ିଆ ଶ୍ରମିକଙ୍କୁ ଭେଟି ତାଙ୍କ ସହ ହାତ ମିଳାଇଲେ ଆଉ କଥା…

ଖବର ଆଜି ପର୍ଯ୍ଯନ୍ତ

ଖବର ଆଜିରତାରିଖ ୨୨/୧୨/୨୦୨୪ ରବିବାର ➡️୨୦୨୧ ତୁଳନାରେ ୨୦୨୩ରେ ଓଡ଼ିଶାରେ ୫୫୯ ବର୍ଗକିମି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିପାଇଛି। ଏଥିରେ ଜଙ୍ଗଲ ଅଞ୍ଚଳ ୧୫୧.୮୯ ବର୍ଗକିମି ହୋଇଥିବା ବେଳେ ବୃକ୍ଷ ଅଞ୍ଚଳ ୪୦୬.୬୮ ବର୍ଗକିମି ରହିଛି। ➡️ଦିଲ୍ଲୀର ପୂର୍ବତନ…

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ମୋଦିଙ୍କ ନିମନ୍ତ୍ରଣ

ନୂଆଦିଲ୍ଲୀ: କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କଲେ ପିଏମ୍ ମୋଦି। ଓଡ଼ିଶାର ଗୁଣଗାନ ମଧ୍ୟ କଲେ। ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ…

ଡାକ ବିଭାଗର ଏହି ସଞ୍ଚୟ ଯୋଜନାରେ ନିବେଶ କରନ୍ତୁ, ମାସିକ ଆୟ ୯,୨୫୦ ଟଙ୍କା

ନୂଆଦିଲ୍ଲୀ: ଅନେକ ପୋଷ୍ଟ ଅଫିସ୍ ସଞ୍ଚୟ ଯୋଜନା ରହିଛି ଯାହା ଛୋଟ ନିବେଶକମାନଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ | ସେହି ଯୋଜନାଗୁଡିକ ମଧ୍ୟରୁ ଗୋଟିଏକୁ ମାସିକ ସଞ୍ଚୟ ଯୋଜନା (Post Office Monthly Income Scheme) କୁହାଯାଏ | ଏହି ଯୋଜନା…

ଜାପାନରେ ରିଲିଜ ହେବ ପ୍ରଭାସଙ୍କ ଫିଲ୍ମ ‘କଲ୍କି ୨୮୯୮ ଏଡି’

ମୁମ୍ବାଇ: ଲୋକପ୍ରିୟ ନିର୍ଦ୍ଦେଶକ ନାଗ ଅଶ୍ୱିନ ଜାପାନୀ ପ୍ରଶଂସକଙ୍କ ଠାରୁ ପାଇଥିବା ପ୍ରେମରେ ବିଭୋର ହୋଇପଡିଛନ୍ତି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶି ବ୍ଲକବଷ୍ଟର ‘କଲ୍କି-୨୮୯୮ ଏଡି’ ଜାନୁୟାରୀ ୩, ୨୦୨୫ ରେ ଜାପାନରେ ଏହାର ଭବ୍ୟ ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହୋଇଛି…