Category: National

ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଆକ୍ରମଣ ପ୍ରସଙ୍ଗ: ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେଲା ବିଜେପି

ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରିଛନ୍ତି। ଏହାର ପ୍ରତିବାଦରେ ବିଜେପି କାର୍ଯ୍ୟକର୍ତ୍ତାମାନେ…

ଚିନ୍ତା ବଢାଇଲାଣି ଦିଲ୍ଲୀ ବାୟୁ ପ୍ରଦୂଷଣ, ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ: ବର୍ଷର ଶେଷ ୧୦ ଦିନ ମଧ୍ୟରେ ଦିଲ୍ଲୀ ପାଣିପାଗରେ ବଡ଼ ଧରଣର ପରିବର୍ତ୍ତନ ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଏବଂ ଆସନ୍ତାକାଲି ଦିଲ୍ଲୀର ଅଧିକାଂଶ ଅଞ୍ଚଳରେ ଘନ କୁହୁଡି ହେବା ନେଇ ସତର୍କ ସୂଚନା…

ଆସିଲା ଖୁସି ଖବର, ଇପିଏଫଓ କର୍ମଚାରୀଙ୍କ ବଢିପାରେ ବେତନ

ନୂଆଦିଲ୍ଲୀ:ଆସିଲା ଇପିଏଫଓ ଧାରକଙ୍କ ପାଇଁ ଖୁସି ଖବର । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି(EPF) ଯୋଜନା ବେତନ ସୀମାକୁ କେନ୍ଦ୍ର ସରକାର ଖୁବ ଶୀଘ୍ର ୧୫ ହଜାରରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରିପାରନ୍ତି । ଏହାପୂର୍ବରୁ ସେପ୍ଟେମ୍ବର ୨୦୧୪ ରେ ସରକାର…

ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା : ଏହି ସରକାରୀ ଯୋଜନାରେ ପ୍ରତି ମାସରେ ୩୦୦୦ ଟଙ୍କା ପାଇବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ମାନଧନ ଯୋଜନା ହେଉଛି ଏକ ପେନସନ୍ ଯୋଜନା। ଏହି ଯୋଜନା ମାଧ୍ୟମରେ କୃଷକମାନଙ୍କୁ ପ୍ରତି ମାସରେ ୫୫ଟଙ୍କା ଜମା କରିବାକୁ ପଡିବ ଏବଂ ୬୦ବର୍ଷ ପରେ ସେମାନେ ପ୍ରତି ମାସରେ ୩୦୦୦ ଟଙ୍କା ପାଇବେ | ଆସନ୍ତୁ…

ଖବର ଆଜି ପର୍ଯ୍ଯନ୍ତ

ତାରିଖ: ୨୧/୧୨/୨୪, ଶନିବାର ୧-ଶୀତ ଭିତରେ ବର୍ଷାର ଦାଉ; ଖଳାରେ ଭିଜିଲା ଅମଳ ଧାନ, ଆହୁରି ୨ ଦିନ ବର୍ଷିବ। ୨-ଚିନ୍ତା ବଢାଇଲାଣି ଲଘୁଚାପ ବର୍ଷା,ଧାନ ପନିପରିବା ଫସଲ ଉଜୁଡି ଯିବା ଆଶଙ୍କା। ୩-ଭୋପାଳ:ମିଣ୍ଡୋରି ଜଙ୍ଗଲରୁ ଏକ ପରିତ୍ୟକ୍ତ କାରରୁ ୫୨…

ଶେଷ ଦିନରେ ବି ସଂସଦ ଆଗରେ ନେତାଙ୍କ ଭିଡ: ମୁହାଁମୁହିଁ ଶାସକ-ବିରୋଧୀ

ନୂଆଦିଲ୍ଲୀ: ସରିଲା ସଂସଦର ଲୋୟର ହାଉସ ଲୋକସଭାର ଶୀତକାଳୀନ ଅଧିବେଶନ । ଶେଷ ଦିନରେ ବି ବିରୋଧୀ ଓ ଶାସକଙ୍କ ନାଟକ ପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିଛି । ବିଜେପି ନେତୃତ୍ୱାଧୀନ ଏନଡିଏ ଏବଂ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସଂସଦ…

ଆଜି ପର୍ଯ୍ୟନ୍ତ ମୁଖ୍ୟ ଖବର ର ବିସ୍ତୃତ ବିବରଣୀ

*ଖବର ଆଜିର* ତାରିଖ:୧୯/୧୨/୨୪, ଗୁରୁବାର ୧-ଭୁବନେଶ୍ୱର:ଖ୍ୟାତନାମା ସାହିତ୍ୟିକ ପ୍ରଫେସର୍ ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ଚଳିତ ବର୍ଷର ମର୍ଯ୍ୟାଦାଜନକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର୨-ଭୁବନେଶ୍ୱର:ଆଜିଠୁ ୫ ଦିନିଆ ଗସ୍ତରେ ଦିଲ୍ଲୀ ଓ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ।୩-ଭୁବନେଶ୍ୱର:୧୨୬୮ ପରୀକ୍ଷା କେନ୍ଦ୍ରରେ ହେବ…

ସଂସଦରେ ଥମୁନି ଆଦାନୀ ଝଡ : ସଂସଦ ଭବନ ବାହାରେ ବିରୋଧୀଙ୍କ ପ୍ରତିବାଦ

ନୂଆଦିଲ୍ଲୀ, ୦୫/୧୨ : ସଂସଦରେ ଥମୁନି ଆଦାନୀ ଝଡ । ଆଜି ପୁଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଓ ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ସଂସଦ ଭବନ ବାହାରେ ପ୍ଲାକାର୍ଡ ଧରି…

ସ୍ୱର୍ଣ୍ଣ ମନ୍ଦିରରେ ଫାୟାରିଂ: ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀରଙ୍କ ଉପରକୁ ଗୁଳିମାଡ଼

ଚଣ୍ଡିଗଡ଼: ସ୍ୱର୍ଣ୍ଣ ମନ୍ଦିରରେ ଶିରୋମଣି ଅକାଳୀ ଦଳ ନେତା ତଥା ପଞ୍ଜାବର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଛି ଗୁଳିମାଡ଼। ଅଳ୍ପକେ ବର୍ତ୍ତିଲେ ସୁଖବୀର ସିଂ ବାଦଲ। କୁହାଯାଉଛି ଯେ ଜଣେ ବ୍ୟକ୍ତି ମନ୍ଦିରର ଫାଟକରେ ତାଙ୍କ ଉପରକୁ…

ଚୀନ୍ ଓ ପାକିସ୍ତାନର ଉଡିବ ନିଦ; ଭାରତୀୟ ସେନାରେ ସାମିଲ ହେବ ୪୮୦ଟି ‘ବିଧ୍ବଂସକ ଡ୍ରୋନ୍’

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେବ ଭାରତୀୟ ସେନ । ସେନାରେ ୪୮୦ଟି ନୂତନ ଡ୍ରୋନ୍ ଯୋଡିବାକୁ ଯାଉଛି । ସେନାର ଏହି ସମ୍ପୂର୍ଣ୍ଣ ପ୍ରୋଜେକ୍ଟର ନାମ ହେଉଛି ‘ନାଗାସ୍ତ୍ର-୧’ । ଏହି ଡ୍ରୋନ୍ ୨ ମିଟର ପର୍ଯ୍ୟନ୍ତ ଜିପିଏସ୍ ସାହାଯ୍ୟରେ ଯେକୌଣସି…