Category: National

ଭାରତର ବିଜୟ: ସେମିଫାଇନାଲ ପାଇଁ ନିକଟତର ହେଲା ଭାରତ 

ଭାରତର ବିଜୟ: ସେମିଫାଇନାଲ ପାଇଁ ନିକଟତର ହେଲା ଭାରତ ଲକ୍ଷ୍ନୌ- ୨୯।୧୦: ଦିନିକିଆ ବିଶ୍ୱକପର ୨୯ତମ ମ୍ୟାଚରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଇଂଲଣ୍ଡକୁ ୧୦୦ ରନରେ ପରାସ୍ତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

୨୮ ଏବଂ ୨୯ ଅକ୍ଟୋବର ୨୦୨୩ ରେ ଆଂଶିକ ଚନ୍ଦ୍ରଗ୍ରହଣ

୨୮ ଏବଂ ୨୯ ଅକ୍ଟୋବର ୨୦୨୩ ରେ ଆଂଶିକ ଚନ୍ଦ୍ରଗ୍ରହଣ ୨୮ ଏବଂ ୨୯ ଅକ୍ଟୋବର ୨୦୨୩, (୬-୭ କାର୍ରିକା, ୧୯୪୫ ସାକା ଯୁଗ) ଚନ୍ଦ୍ରଗ୍ରହଣ ଘଟିବ, ଯଦିଓ ଚନ୍ଦ୍ର ୨୮ ଅକ୍ଟୋବର ମଧ୍ୟରାତ୍ରିରେ ପେନୁସୁ ରେ ପ୍ରବେଶ କରିବା ।…

ବିରାଟ କୋହଲିଙ୍କ ଦମଦାର ୯୫ ରନ, ୪ ୱିକେଟରେ ଜିତିଲା ଭାରତ

ବିରାଟ କୋହଲିଙ୍କ ଦମଦାର ୯୫ ରନ, ୪ ୱିକେଟରେ ଜିତିଲା ଭାରତ ୪ ୱିକେଟରେ ଜିତିଲା ଭାରତ । ୨୦୦୩ ପରେ ଭାରତ ୨୦୨୩ରେ ନ୍ୟୁଜିଲାଣ୍ଡକୁ ଆଇସିସି ଇଭେଣ୍ଟରେ ପରାସ୍ତ କରିଛି । 20 ବର୍ଷ ପରେ ଆଇସିସି ଇଭେଣ୍ଟରେ ନ୍ୟୁଜିଲ୍ୟାଣ୍ଡକୁ…

ଅରିନ୍ଦମ ବାଗ୍‌ଚୀ ଜାତିସଂଘରେ ରାଷ୍ଟ୍ରଦୂତ ନିଯୁକ୍ତ

ନୂଆଦିଲ୍ଲୀ : ବରିଷ୍ଠ ଆଇଏଫଏସ୍ (ଭାରତୀୟ ବିଦେଶ ସେବା) ଅଧିକାରୀ ଅରିନ୍ଦମ ବାଗ୍‌ଚୀଙ୍କୁ ଜେନିଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ରାଷ୍ଟ୍ରଦୂତ (ସ୍ଥାୟୀ ପ୍ରତିନିଧି) ନିଯୁକ୍ତ କରାଯାଇଛି । ୧୯୯୫ ବ୍ୟାଚ୍ ଆଇଏଫ୍‌ଏସ୍ ଅଧିକାରୀ ବାଗ୍‌ଚୀ ବର୍ତ୍ତମାନ ବିଦେଶ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ପାହ୍ୟାରେ…

ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି

ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଉଦ୍‌ଘାଟନୀ ସମାରୋହରେ ୫୦୦ରୁ ଅଧିକ ଭାରତୀୟ-ଆମେରିକୀୟ, ଭାରତୀୟ ଓ ଅନ୍ୟ ଦେଶର ବହୁ ଲୋକ ଯୋଗ ଦେଇଥିଲେ। ୧୯ଫୁଟ…

ପାକିସ୍ତାନକୁ ୭ ୱିକେଟରେ ହରାଇଲା ଭାରତ

ଭାରତ ଓ ପାକିସ୍ତାନ ମ୍ୟାଚକୁ ନେଇ ଯେଉଁ ଉତ୍ସାହ ଦେଖାଯାଇଥିଲା, ତା’କୁ ପାକିସ୍ତାନ ବ୍ୟାଟର ପୂରା ପାଣିଚିଆ କରି ଦେଇଛନ୍ତି। ପାକିସ୍ତାନ ୪୨.୪ ଓଭର୍‌ରେ ମାତ୍ର ୧୯୧ ରନ କରପାରିଥିଲା। ତେଣୁ ଭାରତକୁ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇତିହାସ ରଚିବାକୁ ୧୯୨…

କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମନଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ୫୨ତମ ବୈଠକ ଅନୁଷ୍ଠିତ

ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମନଙ୍କ ଅଧ୍ୟକ୍ଷତାରେ ଜିଏସ୍‌ଟି ପରିଷଦର ୫୨ତମ ବୈଠକ ନୂଆଦିଲ୍ଲୀ ସ୍ଥିତ ସୁଷମା ସ୍ବରାଜ୍ ଭବନରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଓଡ଼ିଶା ଅର୍ଥମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗଦେଇ ରାଜ୍ୟ ପକ୍ଷରୁ ଅନେକ ପ୍ରସଙ୍ଗ…

ବାମପନ୍ଥୀ ଉଗ୍ରବାଦ ଦମନ ସମ୍ପର୍କିତ ଜାତୀୟ ବୈଠକ ରେ ଯୋଗଦେଲେ ରାଜ୍ୟ ଅର୍ଥ ମନ୍ତ୍ରୀ

ନୂଆଦିଲ୍ଲୀରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ୍ ଶାହଙ୍କ ଅଧ୍ୟକ୍ଷତାରେ ବାମପନ୍ଥୀ ଉଗ୍ରବାଦ ଦମନ ସମ୍ପର୍କିତ ଜାତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ରାଜ୍ୟ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ…

ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି

ବଢ଼ିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି ଅକ୍ଟୋବର ୭ ଯାଏ ନୋଟ ବଦଳାଇ ପାରିବେ ଲୋକେ। *ବ୍ୟାଙ୍କରେ ୨ ହଜାର* *ଟଙ୍କିଆ ନୋଟ ବଦଳ କରିହେବ। ଆଜି ସରୁଥିଲା ୨ ହଜାର ଟଙ୍କିଆ ନୋଟ ବଦଳ ଅବଧି। ।ସପ୍ତାହେ…

ଭାରତକୁ ମିଳିଳା ଆଉ ଏକ ସ୍ବର୍ଣ୍ଣ ପଦକ

ଭାରତକୁ ମିଳିଳା ଆଉ ଏକ ସ୍ବର୍ଣ୍ଣ ପଦକ ଏସିଆନ୍ସ ଗେମ୍ସରେ ଭାରତକୁ ପୁଣି ଏକ ସ୍ବର୍ଣ୍ଣ। ଟେନିସ ମିକ୍ସଡ ଡବଲ୍ସରେ ସ୍ବର୍ଣ୍ଣ ଜିତିଲା ଭାରତ। ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା ୯କୁ ବୃଦ୍ଧି। Post Views: 11