Category: National

ତଫସିଲଭୁକ୍ତ ଜାତିର ବିଦ୍ୟାର୍ଥୀଙ୍କ ନିମନ୍ତେ ବିରାଟ ପ୍ରୋତ୍ସାହନ

ତଫସିଲଭୁକ୍ତ ଜାତି ଛାତ୍ରଛାତ୍ରୀଙ୍କ ନିମନ୍ତେ ପୋଷ୍ଟ ମାଟ୍ରିକ ସ୍କଲାରସିପରେ ପରିବର୍ତ୍ତନକୁ କ୍ୟାବିନେଟର ମଞ୍ଜୁରି ତଫସିଲଭୁକ୍ତ ଜାତିର ବିଦ୍ୟାର୍ଥୀଙ୍କ ନିମନ୍ତେ ବିରାଟ ପ୍ରୋତ୍ସାହନ ପାଞ୍ଚ ବର୍ଷରେ 4 କୋଟିରୁ ଉର୍ଦ୍ଧ୍ଵ ତଫସିଲଭୁକ୍ତ ଜାତି ଛାତ୍ରଛାତ୍ରୀଙ୍କ ଛାତ୍ରବୃତ୍ତି ଯୋଜନା ପାଇଁ 59 ହଜାର କୋଟି…

ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ତିନି ସୁରକ୍ଷା କର୍ମୀ ଆହତ : ଜାମ୍ମୁ କାଶ୍ମୀର 

ଆତଙ୍କବାଦୀଙ୍କ ଗ୍ରେନେଡ ମାଡରେ ତିନି ସୁରକ୍ଷା କର୍ମୀ ଆହତ : ଜାମ୍ମୁ କାଶ୍ମୀର ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ଆତଙ୍କବାଦୀ ଙ୍କ ଗ୍ରେନେଡ ମାଡରେ ତିନି ସୁରକ୍ଷା କର୍ମୀ ଆହତ ହୋଇଛନ୍ତି l…

ଥମିନି କରୋନା, ଆଜି ଦିଲ୍ଲୀ ଏୟାରପୋର୍ଟ ରୁ ଛଅ ଜଣ କରୋନା ପଜିଟିଭ ଚିହ୍ନଟ 

ଥମିନି କରୋନା, ଆଜି ଦିଲ୍ଲୀ ଏୟାରପୋର୍ଟ ରୁ ଛଅ ଜଣ କରୋନା ପଜିଟିଭ ଚିହ୍ନଟ ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଆଜି ଦିଲ୍ଲୀ ଏୟାରପୋର୍ଟ ରୁ ଛଅ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି…

ଅରୁଣାଚଳ ପ୍ରଦେଶ ରେ ଭୂକମ୍ପ ଅନୁଭୂତ 

ଅରୁଣାଚଳ ପ୍ରଦେଶ ରେ ଭୂକମ୍ପ ଅନୁଭୂତ ଜେ ବି ଏନ, ୨୩/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ସୂଚନା ମୁତାବକ ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୩.୭ ଥିଲା…

୪ ମନ୍ତ୍ରୀ ମମତାଙ୍କ କ୍ୟାବିନେଟ ବୈଠକରେ ପହଞ୍ଚିଲେ ନାହିଁ , ଜଙ୍ଗଲ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଲା

୪ ମନ୍ତ୍ରୀ ମମତାଙ୍କ କ୍ୟାବିନେଟ ବୈଠକରେ ପହଞ୍ଚିଲେ ନାହିଁ , ଜଙ୍ଗଲ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ପ୍ରଶ୍ନ ଉଠିଲା ଜେ ବି ଏନ, ୨୩/୧୨/୨୦୨୦, କୋଲକାତା : ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ତ୍ରିନାମୁଲ ନେତାଙ୍କ ଠାରୁ…

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ

ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାରୋହକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମହାମାରୀ ବେଳେ ଏଏମୟୁର ଅବଦାନକୁ ପ୍ରଶଂସା ରାଷ୍ଟ୍ରର ସମ୍ପତ୍ତି ପ୍ରତ୍ୟେକ ଭାରତୀୟ ନାଗରିକଙ୍କର ଏବଂ ସମସ୍ତେ ଏହାର ଲାଭ ପାଇବା ଉଚିତ: ପ୍ରଧାନମନ୍ତ୍ରୀ ଧର୍ମ ଆଧାରରେ ଜଣେ ବି କାହାକୁ…

ଦୁଇ ଆତଙ୍କବାଦୀ ଙ୍କ ଆତ୍ମସମର୍ପଣ 

ଦୁଇ ଆତଙ୍କବାଦୀ ଙ୍କ ଆତ୍ମସମର୍ପଣ ଜେ ବି ଏନ, ୨୨/୧୨/୨୦୨୦, ଜାମ୍ମୁ କାଶ୍ମୀର : ଶ୍ରୀନଗର ଏବଂ କୁଲଗାମ ପୋଲିସ ଏବଂ CRPF ମିଳିତ ଅପରେସନ ବେଳେ କୁଲଗାମର ତୁଙ୍ଗଡାନୋ ଅଞ୍ଚଳରେ LeT ର ଦୁଇ ଆତଙ୍କବାଦୀ ଆତ୍ମସମର୍ପଣ କରିଥିଲେ। ଗୋଟିଏ…

ଜାମ୍ମୁ କାଶ୍ମୀର ରେ ଡି ସି ସି ନିର୍ବାଚନ ମତ ଗଣନା ଜାରି : ବିଜେପି ଆଗୁଆ 

ଜାମ୍ମୁ କାଶ୍ମୀର ରେ ଡି ସି ସି ନିର୍ବାଚନ ମତ ଗଣନା ଜାରି : ବିଜେପି ଆଗୁଆ ଜେ ବି ଏନ, ୨୨/୧୨/୨୦୨୦, ଜାମ୍ମୁ କାଶ୍ମୀର : ଆଜି ଜାମ୍ମୁ କାଶ୍ମୀର ରେ ଡି ସି ସି ନିର୍ବାଚନ ମତ ଗଣନା…

ଚିତାବାଘର ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି

ଚିତାବାଘର ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି ଜେ ବି ଏନ, ୨୨/୧୨/୨୦୨୦, (ରିପୋର୍ଟ, ସୁଶୀଲ କୁମାର), ନୂଆଦିଲ୍ଲୀ : ଭାରତରେ ଚିତାବାଘର ଜନସଂଖ୍ୟା ବୃଦ୍ଧି ହେତୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି ଏବଂ…

ଆଜି ପ୍ରସ୍ତାବ ଉପରେ ଆଲୋଚନା, ସରକାର ସମୟ ନଷ୍ଟ କରୁଛନ୍ତି ବୋଲି କୃଷକମାନେ କହିଛନ୍ତି

ଆଜି ପ୍ରସ୍ତାବ ଉପରେ ଆଲୋଚନା, ସରକାର ସମୟ ନଷ୍ଟ କରୁଛନ୍ତି ବୋଲି କୃଷକମାନେ କହିଛନ୍ତି ଜେ ବି ଏନ, ୨୨/୧୨/୨୦୨୦, ନୂଆଦିଲ୍ଲୀ : ସରକାର କୃଷକ ସଂଗଠନକୁ ପୁଣି ଥରେ ଆଲୋଚନା ପାଇଁ ଆମନ୍ତ୍ରଣ କରିବାର ଗୋଟିଏ ଦିନ ପରେ କୃଷକ…