୨ଟି ରେଲୱେ ପ୍ରକଳ୍ପକୁ କ୍ୟାବିନେଟ୍ର ଅନୁମୋଦନ, ରାଜ୍ୟରେ ବଢ଼ିବ ରେଳ ଯୋଗାଯୋଗ
ଭୁବନେଶ୍ୱର: ଓଡିଶା ପାଇଁ କେନ୍ଦ୍ର କ୍ୟାବିନେଟର ବଡ ଘୋଷଣା । ୨ଟି ବଡ ରେଲୱେ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ । ଦୋହରୀକରଣ ହେବ ପାରାଦୀପ – ହରିଦାସପୁର ରେଲୱେ ଲାଇନ । ରାଜଖରୁସୁଆଁ -ଡାଙ୍ଗପୋଷି ୪ ଲେନକୁ ବି କ୍ୟାବିନେଟ…
