Category: National

ୱାଙ୍ଗଚୁକଙ୍କ ଆନ୍ଦୋଳନକୁ କଂଗ୍ରେସର ସମର୍ଥନ, ଜନ୍ତର ମନ୍ତରରେ ଶକ୍ତି ଦେଲେ ପବନ ଖେଡ଼ା

ନୂଆଦିଲ୍ଲୀ: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୦ ଦିନ ଧରି ଅନଶନରେ ବସିଛନ୍ତି। କଂଗ୍ରେସ ନେତା ପବନ ଖେଡ଼ା ଆଜି ୱାଙ୍ଗଚୁକଙ୍କୁ ଭେଟିବା ପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ ପହଞ୍ଚିଥିଲେ। ଏହାର କିଛି ସମୟ ପୂର୍ବରୁ କେସି ଭେନୁଗୋପାଳ ୱାଙ୍ଗଚୁକଙ୍କ…

ବଦ୍ରିନାଥ ମନ୍ଦିର ଦାନ ଚୋରି ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ଅଧିକାରୀ ଗିରଫ

ନୂଆଦିଲ୍ଲୀ:ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଥିବା ବଦ୍ରିନାଥ ଧାମରୁ ଦାନ ପାଣ୍ଠି ଚୋରି ମାମଲାରେ ଏସଆଇଟି ଆଜି ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ଏସଆଇଟି ତରଫରୁ ବଦ୍ରି କେଦାର ମନ୍ଦିର କମିଟିର ପୂର୍ବ ଅଧିକାରୀ ରାଜେନ୍ଦ୍ର ସିଂ ଚୌହ୍ୱାନଙ୍କୁ ଗିରଫ କରାଯାଇଛି ।ସୂଚନା…

ଗଗନଯାନ ପୂର୍ବରୁ ଇସ୍ରୋକୁ ଝଟକା! ୧୦୦+ ବୈଜ୍ଞାନିକଙ୍କ ଇସ୍ତଫା ଆବେଦନ ଚର୍ଚ୍ଚାରେ; ସରାକରଙ୍କ ନିଷ୍ପତ୍ତି; ଇସ୍ତଫା ଗ୍ରହଣ ହେବନି

ବାଙ୍ଗାଲୋର: ଭାରତର ମହତ୍ୱାକାଙ୍କ୍ଷୀ ମାନବ ମହାକାଶ ଯାତ୍ରା କାର୍ଯ୍ୟକ୍ରମ ‘ଗଗନଯାନ’ ସମେତ ଇସ୍ରୋର ଅନ୍ୟାନ୍ୟ ପ୍ରମୁଖ ପ୍ରକଳ୍ପକୁ ନେଇ ଚିନ୍ତା ବଢ଼ିଛି। ଗତ କିଛି ମାସ ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ୧୦୦ରୁ ଅଧିକ ବୈଜ୍ଞାନିକ ଓ ଇଞ୍ଜିନିୟର…

ରେଳ ଯାତ୍ରାରେ ନୂଆ ଯୁଗର ଆରମ୍ଭ: ଭାରତର ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍‌କୁ ଗ୍ରୀନ୍ ସିଗ୍ନାଲ୍ ଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭାରତର ପ୍ରଥମ ସ୍ୱଦେଶୀ ନିର୍ମିତ ହାଇଡ୍ରୋଜେନ୍ ଇନ୍ଧନ ସେଲ୍ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ଵାରା ସ୍ୱଚ୍ଛ ଏବଂ ଆଧୁନିକ ରେଳ ବ୍ୟବସ୍ଥାର ଏକ ନୂତନ ଯୁଗରେ ଭାରତ ପ୍ରବେଶ କରିଛି।…

ଜିନ୍ଦ୍‌ରୁ ବିକାଶର ମହାଉପହାର: ୧୪,୭୦୦ କୋଟିର ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହରିୟାଣାର ଜିନ୍ଦରେ ପ୍ରାୟ ୧୪,୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଏହି ସ୍ଥାନରେ ପହଞ୍ଚିବା ପରେ ଗଭୀର ଆନନ୍ଦ ପ୍ରକାଶ କରି ପ୍ରଧାନମନ୍ତ୍ରୀ…

ବନ୍ଦେ ମାତରମ୍ ଅପମାନକାରୀଙ୍କ ପାଇଁ କଠୋର ଦଣ୍ଡ! ରାଜ୍ୟସଭାରେ ବିଲ୍ ଉପସ୍ଥାପନ ପ୍ରସ୍ତୁତି

ନୂଆଦିଲ୍ଲୀ: ଜାତୀୟ ଗୀତ “ବନ୍ଦେ ମାତରମ୍” ଗାନକୁ ଅପମାନ କରିବା କିମ୍ବା ବାଧା ଦେବା ପାଇଁ ଏକ ଦଣ୍ଡନୀୟ ଅପରାଧ କରିବା ସମେତ ଅନେକ ବିଲ୍ ସଂସଦରେ ଉପସ୍ଥାପନ ପାଇଁ ତାଲିକାଭୁକ୍ତ କରାଯାଇଛି, ଯାହା ଜୁଲାଇ ୨୦ ତାରିଖରୁ ଆରମ୍ଭ ହେଉଥିବା…

ଆତ୍ମନିର୍ଭର ଭାରତକୁ ନୂଆ ଗତି: ଜାତୀୟ ୟୁରିଆ ନିବେଶ ନୀତି–୨୦୨୬କୁ କ୍ୟାବିନେଟ୍‌ ମଞ୍ଜୁରି

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ଆଜି ଆତ୍ମନିର୍ଭର ଭାରତ ପାଇଁ ଜାତୀୟ ୟୁରିଆ ନିବେଶ ନୀତି-୨୦୨୬ (ଏନଆଇପିୟୁ-୨୦୨୬)କୁ ଅନୁମୋଦନ କରିଛି। ସାର ବିଭାଗର ପ୍ରସ୍ତାବ କ୍ରମେ ଏହି ନୀତିକୁ ମଞ୍ଜୁର କରାଯାଇଛି। ଏହା…

ବଙ୍ଗୋପସାଗରରେ ରୋହିଙ୍ଗା ଶରଣାର୍ଥୀଙ୍କ ୨ଟି ଡଙ୍ଗା ବୁଡ଼ିଲା: ୫୦୦ରୁ ଅଧିକ ମୃତ୍ୟୁ ଆଶଙ୍କା

ନୂଆଦିଲ୍ଲୀ: ମିଆଁମାର ଉପକୂଳ ବଙ୍ଗୋପସାଗରରେ ରୋହିଙ୍ଗା ଶରଣାର୍ଥୀଙ୍କୁ ନେଇ ଯାଉଥିବା ଦୁଇଟି ଡଙ୍ଗା ବୁଡ଼ିଯାଇଛି, ଯେଉଁଥିରେ ୫୦୦ ରୁ ଅଧିକ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଛି। ସୂଚନା ଅନୁଯାୟୀ ଜୁନ୍ ଶେଷ ଭାଗରେ ଦୁଇଟି ଡଙ୍ଗା ମିଆଁମାରର ପଶ୍ଚିମ ରଖାଇନ…

ଅନଶନର ୧୭ତମ ଦିନରେ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ, ଜବରଦସ୍ତ ଚିକିତ୍ସା ଦାବିରେ ଦିଲ୍ଲୀ ହାଇକୋର୍ଟରେ ପିଆଇଏଲ୍

ନୁଆଦିଲ୍ଲୀ : ନିଟ ପରୀକ୍ଷାର ଅନିୟମିତତା ବିରୋଧରେ ଗତ ୧୭ ଦିନ ଧରି ଆମରଣ ଅନଶନରେ ବସିଥିବା ପ୍ରଖ୍ୟାତ ପରିବେଶବିତ୍ ଓ ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଅତ୍ୟନ୍ତ ସଂକଟଜନକ ହୋଇପଡ଼ିଛି। ତାଙ୍କ ଜୀବନ ରକ୍ଷା ପାଇଁ ତୁରନ୍ତ…

ହର୍ମୁଜ ପ୍ରଣାଳୀରେ ଆକ୍ରମଣ: ପ୍ରାଣ ହରାଇଲେ ପୁଣେର ମେରାଇନ୍ ଇଞ୍ଜିନିୟର, ମୃତ୍ୟୁ ପୂର୍ବରୁ ପରିବାରକୁ ପଠାଇଥିଲେ ଶେଷ ମେସେଜ୍

ଇରାନର କ୍ଷେପଣାସ୍ତ୍ର ଆକ୍ରମଣରେ ପ୍ରାଣ ହରାଇଥିବା ପୁଣେର ୩୦ ବର୍ଷୀୟ ମେରାଇନ୍ ଇଞ୍ଜିନିୟର ହେରମ୍ବ କରମରକର ମୃତ୍ୟୁ ପୂର୍ବରୁ ପରିବାରକୁ ପଠାଇଥିବା ଶେଷ ମେସେଜ୍ ବର୍ତ୍ତମାନ ସମସ୍ତଙ୍କୁ ଭାବବିହ୍ୱଳ କରିଛି। ସେ ମେସେଜରେ ଲେଖିଥିଲେ ଯେ, ସାଇପ୍ରସ ପତାକାଧାରୀ ବାଣିଜ୍ୟିକ ଜାହାଜ…