Category: National

ଓଡିଶାରେ ଏବେ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ମାଗଣା ଶିକ୍ଷା: ଜାଣନ୍ତୁ ଅନ୍ୟ ରାଜ୍ୟର ସ୍ଥିତି

ନୁଆଦିଲ୍ଲୀ: ପ୍ରତ୍ୟେକ ପିଲାଙ୍କ ପାଇଁ ଶିକ୍ଷା ଅଧିକାର ଦେବା ଲାଗି ଓଡିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି ଯେ, ରାଜ୍ୟରେ କିଣ୍ଡରଗାର୍ଟନ (KG) ରୁ ସ୍ନାତକୋତ୍ତର (PG) ପର୍ଯ୍ୟନ୍ତ ଶିକ୍ଷା ମାଗଣା…

ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର !, ଗଠନ ହେଲା ୩ ଜଣିଆ SIT ଟିମ୍

ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସରୁ ପ୍ରାୟ ୭ କୋଟି ଟଙ୍କା ହେରଫେର ନେଇ ଦେଶବ୍ୟାପୀ ଚର୍ଚ୍ଚା । ଗଠନ ହେଲା ୩ ଜଣିଆ SIT ଟିମ୍ । ଦଳରେ ସାମିଲ ଅଛନ୍ତି ଜଣେ କମିଶନର, ସିବିଆଇ ଅଭିଜ୍ଞତା ଥିବା ବରିଷ୍ଠ…

ସ୍ଲୋଭାକିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‘ରୁଟି ଆଉ ଲୁଣ’ ଦେଇ ସ୍ୱାଗତ

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବିଦେଶ ଗସ୍ତର ପରବର୍ତ୍ତୀ ପର୍ଯ୍ୟାୟରେ ସ୍ଲୋଭାକିଆ ରାଜଧାନୀ ବ୍ରାଡିସ୍ଲାଭାରେ ପହଞ୍ଚିଛନ୍ତି । ହୋଟେଲରେ ପହଞ୍ଚିବା ପରେ ମୋଦୀ – ମୋଦୀ ଏବଂ ଭାରତ ମାତା କି ଜୟ ଧ୍ୱନି ସହିତ ପ୍ରବାସୀ ଭାରତୀୟମାନେ ସ୍ୱାଭାବିକ…

ୟୁନିଫର୍ମ ବଦଳାଇଲା ଭାରତୀୟ ସେନା

ନୁଆଦିଲ୍ଲୀ: ଭାରତୀୟ ସେନା ତାର ୟୁନିଫର୍ମ ବଦଳାଇବାକୁ ଯାଉଛି । ଏହା ସହିତ କିଛି ନୂଆ ନିୟମ ଆଣି ବଡ଼ ଐତିହାସିକ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁଯାୟୀ, ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଏହେ ଫୁଲ୍ ବେକ ବଣ୍ଡି ଜ୍ୟାକେଟ୍ ପିନ୍ଧିବାକୁ…

ଜୁନ୍ ୨୦ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି! ରାଇରଙ୍ଗପୁରରେ ବିଶାଳ ସମାବେଶ ପାଇଁ ବିଜେପିର ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଜୁନ୍ ୨୦ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି। ଏହି ଅବସରରେ ସେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିବେ ବୋଲି ସୂଚନା ମିଳିଛି। ରାଜ୍ୟରେ ବିଜେପି ସରକାରର ଦୁଇ ବର୍ଷ…

ପ୍ରଧାନମନ୍ତ୍ରୀଙ୍କ ଫ୍ରାନ୍ସ-ସ୍ଲୋଭାକିଆ ଗସ୍ତ: ଜି-୭ ସମ୍ମିଳନୀରେ ଯୋଗଦେବେ

ନୁଆଦିଲ୍ଲୀ : ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦୁଇ ଗୁରୁତ୍ୱପୂର୍ଣ୍ଣ ୟୁରୋପୀୟ ରାଷ୍ଟ୍ର ଗସ୍ତରେ ବାହାରିଛନ୍ତି। ଏହି ଯାତ୍ରା ସମୟରେ, ପ୍ରଧାନମନ୍ତ୍ରୀ ଫ୍ରାନ୍ସ ଏବଂ ସ୍ଲୋଭାକିଆ ଗସ୍ତ କରିବେ। ଉଭୟ ଦେଶ ସହିତ…

ଧୀରଜ ସେଠ ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ

ନୁଆଦିଲ୍ଲୀ : ଭାରତୀୟ ସେନା ଭିତରେ ଏକ ବଡ଼ ନେତୃତ୍ୱ ପରିବର୍ତ୍ତନ ଚାଲିଛି। କେନ୍ଦ୍ର ସରକାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ନିଯୁକ୍ତି ଦେବା ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଦୀର୍ଘ…

ରିଲିଜ ପୂର୍ବରୁ ଟ୍ୟାକ୍ସ ଫ୍ରି ହେଲା କଙ୍ଗନାଙ୍କ “ଭାରତ ଭାଗ୍ୟ ବିଧାତା”

ନୁଆଦିଲ୍ଲୀ: ନିକଟରେ କଙ୍ଗନା ରାଣାୱତଙ୍କ ଫିଲ୍ମ “ଭାରତ ଭାଗ୍ୟ ବିଧାତା”ର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସାମିଲ ହୋଇଥିଲେ। ମୁକ୍ତିଲାଭ ପୂର୍ବରୁ ଫିଲ୍ମଟିକୁ ଏବେ ଦିଲ୍ଲୀରେ କରମୁକ୍ତ ଘୋଷଣା କରାଯାଇଛି। ଯାହାକୁ ନେଇ…

ଓମାନ ତଟରେ ତୈଳ ଟ୍ୟାଙ୍କର ଉପରେ ଆମେରିକାର ଆକ୍ରମଣ, ୩ ଭାରତୀୟ ନାବିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଓମାନ ତଟ ନିକଟରେ.ଏକ ତୈଳ ଟ୍ୟାଙ୍କର ସେଟେବେଲୋ ଉପରେ ଆକ୍ରମଣ ହୋଇଛି । ଆକ୍ରମଣ ପରେ ଟ୍ୟାଙ୍କର ଇଞ୍ଜିନରେ ନିଆଁ ଲାଗିଯାଇଥିଲା । ଏଥିରେ ୩ ଜଣ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି । ପୂର୍ବରୁ ୩ ଭାରତୀୟ…

ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ, ଘର କାମ କରୁଥିବା ମହିଳାଙ୍କୁ ମାସକୁ ମିଳିବ ୩୦ ହଜାର ଟଙ୍କା

ଘର କାମର ମିଳିଲା ବଡ଼ ସ୍ୱୀକୃତି ! । ଗୃହିଣୀଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ । ସୁପ୍ରିମକୋର୍ଟ କହିଲେ, ଗୃହିଣୀମାନେ ହେଉଛନ୍ତି ‘ରାଷ୍ଟ୍ର ନିର୍ମାତା’। ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ଏଣିକି ମାସିକ ୩୦ ହଜାର ଟଙ୍କା ହିସାବରେ ମିଳିବ…