Category: National

ହାତରେ କ୍ୟାମେରା ଧରି ଗଙ୍ଗାରେ ନୌକାବିହାର କଲେ ପ୍ରଧାନମନ୍ତ୍ରୀ

କୋଲକତା : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିବା ପରେ କୋଲକତାରେ ହୁଗୁଳୀ ନଦୀରେ ସମୟ ଅତିବାହିତ କରିଛନ୍ତି । ହୁଗୁଳୀ ନଦୀରେ ନୌକାବିହାର କରିବା ସହିତ ଫଟୋ ଉଠାଇଛନ୍ତି । ହାତରେ କ୍ୟାମେରା ଧରି…

ବାରବାଟୀ କୁ ମିଶାଇ ରହିଛି ଦେଶର ୬ ଷ୍ଟାଡିୟମଙ୍କୁ ଏନଜିଟି ଛାଟ

ଭୁବନେଶ୍ୱର: ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ ବାରବାଟୀ ସହିତ ଦେଶର ୬ ଷ୍ଟାଡିୟମଙ୍କୁ ଏନଜିଟି ଛାଟ। ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର ହେଉଥିବା କହିଛନ୍ତି ନ୍ୟାସନାଲ୍ ଗ୍ରୀନ୍ ଟ୍ରିବୁନାଲ୍। ଜଳ ସଂରକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ…

ଇନଷ୍ଟାରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା

ଇନଷ୍ଟାଗ୍ରାମରେ ୧୦ ଲକ୍ଷ ଫଲୋଅର୍ସ ହରାଇଲେ ସାଂସଦ ରାଘବ ଚଢ଼ା । ଆପ ଛାଡ଼ି ପଦ୍ମ ଧରିବା ପରେ ରାଜ୍ୟସଭା ସାଂସଦ ରାଘବ ଚଢ଼ାଙ୍କ ଫଲୋୟର୍ସ ସଂଖ୍ୟାରେ ବଡ଼ ହ୍ରାସ ଘଟିଛି । ପାର୍ଟି ପରିବର୍ତ୍ତନ ପରେ ତାଙ୍କର ଇନଷ୍ଟାଗ୍ରାମ୍ ଫଲୋଅର୍ସ…

ନୀତି ଆୟୋଗର ଉପାଧ୍ୟକ୍ଷ ହେଲେ ଅର୍ଥନୀତିଜ୍ଞ ଅଶୋକ ଲାହିରୀ

ନୁଆଦିଲ୍ଲୀ: ନୀତି ଆୟୋଗର ଉପାଧ୍ୟକ୍ଷ ଭାବରେ ଅର୍ଥନୀତିଜ୍ଞ ଅଶୋକ କୁମାର ଲାହିରୀଙ୍କୁ ନିଯୁକ୍ତ କରାଯାଇଛି। ସେ ବର୍ତ୍ତମାନର ଉପାଧ୍ୟକ୍ଷ ସୁମନ କେ. ବେରୀଙ୍କ ସ୍ଥାନ ନେବେ।ଶ୍ରୀ ଲାହିରୀଙ୍କ ସହିତ ସରକାର ରାଜୀବ ଗୌବା, କେ. ଭି. ରାଜୁ, ଗୋବର୍ଦ୍ଧନ ଦାସ, ଏମ୍.…

ବିହାର ମୁଖ୍ୟମନ୍ତ୍ରୀ ଆସ୍ଥା ଭୋଟରେ ବିଜୟୀ

ବିହାରର ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆସ୍ଥା ଭୋଟରେ ବିଜୟୀ ହୋଇଥିବା ଜଣାପଡିଛି। ଆସ୍ଥା ଭୋଟ ପାଇଁ ଶୁକ୍ରବାର ବିହାର ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ୨୪୩ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ନେତୃତ୍ବାଧୀନ ଏନଡିଏ ସରକାରଙ୍କ ୨୦୨ ସଦସ୍ୟ…

ବିଜେପିରେ ମିଶିଲେ ରାଘବ ଚଢ଼ାଙ୍କ ସହ ୩ ସାଂସଦ

ଆପରୁ ଇସ୍ତଫା ଦେବାପରେ ବିଜେପିରେ ଯୋଗଦେଲେ ସାଂସଦ ରାଘବ ଚଢ଼ାଙ୍କ ସହ ୨ସାଂସଦ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବିନଙ୍କ ଉପସ୍ଥିତିରେ ସାମିଲ ହେଲେ। ଆପରୁ ଇସ୍ତଫା ଦେବାପରେ ରାଘବ ଚଢ଼ାଙ୍କ ସହ ସନ୍ଦୀପ ପାଠକ ଏବଂ ଅଶୋକ ମିତ୍ତଲ ଭାରତୀୟ…

ପରିବର୍ତ୍ତନ ପାଇଁ ବିପୁଳ ଭୋଟିଂ: ଶାହ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଅମିତ ଶାହ ପ୍ରେସମିଟ କରି ରେକର୍ଡ ଭୋଟିଂ ପାଇଁ ବେଙ୍ଗଲବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ । ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ…

‘ମୁଁ ଝାଲମୁଡି ଖାଇଲି, କିନ୍ତୁ ଟିଏମସିକୁ ଲାଗିଲା ରାଗ’,

ନୁଆଦିଲ୍ଲୀ,୨୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ନାଦିଆ ଜିଲାରେ ତୃଣମୂଳ କଂଗ୍ରେସ ଏବଂ ମମତା ବାନାର୍ଜୀଙ୍କ ଉପରେ କଡ଼ା ଆକ୍ରମଣ କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ନାଦିଆରେ ଏକ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ‘ମୁଁ ଝାଲମୁଡି…

ଦିଲ୍ଲୀରୁ ସିମଲା ସିଫ୍ଟ ହେଲା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, ୧୭୫ ବର୍ଷ ପୁରୁଣା ଘରେ ରହିବେ ରାଷ୍ଟ୍ରପତି

ଦିଲ୍ଲୀରୁ ସିମଲାକୁ ସିଫ୍ଟ ହେଲେ ରାଷ୍ଟ୍ରପତି । ଏଥିପାଇଁ ଦିଲ୍ଲୀର ରାଷ୍ଟ୍ରପତି କାର୍ଯ୍ୟାଳୟ ସିମଲାକୁ ସିଫ୍ଟ କରିଦିଆଯାଇଛି । ୬ ଦିନ ପାଇଁ ଦିଲ୍ଲୀରେ ହେଉଥିବା ସମସ୍ତ କାର୍ଯ୍ୟ ଏବେ ସିମଲା କରାଯିବ । ତେବେ ଏଥିପାଇଁ ହିମାଚଳ ସରକାର ରାଷ୍ଟ୍ରପତିଙ୍କ…

ମୁର୍ଶିଦାବାଦରେ ଭୋଟିଂ ବେଳେ ସଂଘର୍ଷ, ଟିଏମସି ସମର୍ଥକ ପୋଲିସ ଏବଂ ହୁମାୟୁନ କବିରଙ୍କ ସହ ହାତାହାତି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି ରହିଛି । ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ଥିବା ୧୫୨ଟି ଆସନ ଲାଗି ମତଦାନ ଚାଲିଛି । ଏଥିଲାଗି ମୋଟ ୪୪,୩୭୬ଟି ପୋଲିଂ ଷ୍ଟେସନ କରାଯାଇଛି । ପ୍ରଥମ…