Category: National

NIA ର ବଡ଼ କାର୍ଯ୍ୟାନୁଷ୍ଠାନ: ୩୦ ବର୍ଷ ପୁରୁଣା ମାମଲାରେ ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଗିରଫ

ନୁଆଦିଲ୍ଲୀ: ଜମ୍ମୁ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ଶବ୍ବୀର ଅହମ୍ମଦ ଶାହଙ୍କୁ ଶୁକ୍ରବାର ସନ୍ଧ୍ୟାରେ (୧୭ ଏପ୍ରିଲ, ୨୦୨୬) ଏକ ପୁରୁଣା ମାମଲା ସହିତ ଜଡିତ ଜାତୀୟ ତଦନ୍ତ ସଂସ୍ଥା (NIA) ଗିରଫ କରିଛି। ଏହି କାର୍ଯ୍ୟାନୁଷ୍ଠାନ ୩୦ ବର୍ଷ ପୁରୁଣା ମାମଲା…

ଭାରତୀୟ ଟ୍ୟାଙ୍କର ଉପରେ ଗୁଳିମାଡ଼ ନେଇ ଇରାନ ରାଷ୍ଟ୍ରଦୂତଙ୍କୁ ସମନ କଲା ଭାରତ

ନୂଆଦିଲ୍ଲୀ: ଓମାନ ଉପକୂଳ ତଥା ହର୍ମୁଜ୍ ପ୍ରଣାଳୀ (Strait of Hormuz) ନିକଟରେ ଏକ ଭାରତୀୟ ତୈଳ ଟ୍ୟାଙ୍କର ଉପରେ ଇରାନୀ ସେନା ଗୁଳିମାଡ଼ କରିଥିବା ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏହି ଗମ୍ଭୀର ଘଟଣାକୁ ଭାରତ ସରକାର ଦୃଢ଼…

ଆଜି ରାତି ୮.୩୦ରେ ସମ୍ବୋଧନ କରିବେ ମୋଦୀ

ନୁଆଦିଲ୍ଲୀ: ଆଜି ଅର୍ଥାତ ଶନିବାର ରାତି ୮.୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ମହିଳା ସଂରକ୍ଷଣ ବିଲ କାଟ ଖାଇବା ଉପରେ ମୋଦୀ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରକାଶ ଯେ ଲୋକସଭାରେ ବିଜେପି ନେତୃତ୍ୱାଧୀନ…

ଆତଙ୍କବାଦୀ ଲିଙ୍କ୍‌ରେ ୪ ଓଡ଼ିଆ ସନ୍ଦିଗ୍ଧ ଯୁବକ ଗିରଫ

ଭୁବନେଶ୍ୱର : ଆତଙ୍କୀ ଲିଙ୍କ୍‌ରେ ଓଡ଼ିଆ ଯୁବକ ଗିରଫ । ଓଡ଼ିଆ ଯୁବକ ଶେଖ୍ ଇମ୍ରାନକୁ ଗିରଫ ଦର୍ଶାଇଲା ଦିଲ୍ଲୀ ପୋଲିସ । ଆତଙ୍କବାଦୀଙ୍କ ସହ ଲିଙ୍କ୍‌ ଥିବା ଅଭିଯୋଗରେ ଶେଖ୍ ଇମ୍ରାନକୁ ଦିଲ୍ଲୀରେ ଗିରଫ କରାଯାଇଛି । ତେବେ ଦିଲ୍ଲୀ…

୧୧ବର୍ଷରେ ପ୍ରଥମ ଥର : ପାସ୍‌ ପରିପାରିଲେନି ଗୋଟିଏ ବି ବିଲ୍‌

ନୁଆଦିଲ୍ଲୀ: ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଶୁକ୍ରବାର ସଂଧ୍ୟାରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଭିଭାଷଣ ପରେ, ମହିଳା ସଂରକ୍ଷଣ ବିଲ (ସମ୍ୱିଧାନ ୧୩୧ତମ ସଂଶୋଧନ ବିଲ, ୨୦୨୬) ସମ୍ପର୍କରେ ଗୃହରେ ଭୋଟିଂ ହୋଇଥିଲା। ଏହି ଭୋଟ ରେ,…

କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୨% ବଢ଼ିଲା

ନୁଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନସନଧାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର କ୍ୟାବିନେଟ ଆଜି ସେମାନଙ୍କ ମହଙ୍ଗା ଭତ୍ତା ବା ଡିଏ ୨% ବୃଦ୍ଧି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତା ବସିଥିବା କ୍ୟାବିନେଟ ମହାଙ୍ଗା ଭତ୍ତା ବୃଦ୍ଧି ଉପରେ…

ଲୋକସଭାରେ ଖାରଜ ହେଲା ମହିଳା ସଂରକ୍ଷଣ ବିଲ୍: ସପକ୍ଷରେ ପଡିଲା ମାତ୍ର ୨୯୮ ଭୋଟ୍

ସଂସଦର ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଆଜି ମହିଳା ସଂରକ୍ଷଣ ଏବଂ ପରିସୀମନ ଉପରେ ଭୋଟ୍ ଦେବା ପରେ ବିଲ୍ ଖାରଜ ହୋଇଛି। ଏହା ୫୦% ଜନସଂଖ୍ୟାଙ୍କ ଆଶାକୁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲା…

ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍ ପାଇଁ କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଜାରି କଲେ କେନ୍ଦ୍ରମନ୍ତ୍ରୀ

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀଠାରେ ଅର୍ବାନ ଚ୍ୟାଲେଞ୍ଜ୍‌ ଫଣ୍ଡ (ୟୁସିଏଫ)ର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଓ ଋଣ ପରିଶୋଧ ଜ୍ଞାରେଣ୍ଟି ସବ୍-ସ୍କିମ୍ (ସିଆରଜିଏସଏସ)ର ଶୁଭାରମ୍ଭ କରିଛନ୍ତି। ଏହି ଅର୍ବାନ ଚ୍ୟାଲେଞ୍ଜ୍‌ ଫଣ୍ଡ ୨୦୨୫-୨୬…

ମହିଳାଙ୍କୁ ୩୩% ସଂରକ୍ଷଣ ପାଇଁ ଆଜିଠାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ

ନୁଆଦିଲ୍ଲୀ: ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ତିନି ଦିନିଆ ସ୍ୱତନ୍ତ୍ର ଅଧିବେଶନ ଗୁରୁବାରଠୁ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ସରକାର ନାରୀ ଶକ୍ତି ବନ୍ଦନ ଅଧିନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଆବଶ୍ୟକ ସମ୍ବିଧାନ ସଂଶୋଧନ ବିଲ ଆଗତ କରିବେ ।…

ଆଜିଠୁ ଓଡ଼ିଶା ସମେତ ୮ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା‌

ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା ଆରମ୍ଭ ହେବ । ଏଥିପାଇଁ ଜନସଂଖ୍ୟା ନିର୍ଦ୍ଦେଶାଳୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି । ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଚାଲିବାକୁ ଥିବା ଏହି ଜନଗଣନା କାର୍ଯ୍ୟକୁ ଠିକ ଭାବେ ପରିଚାଳନା…