ଆଉ ନାହାନ୍ତି ପୂର୍ବତନ ରେମଣ୍ଡ ଅଧ୍ୟକ୍ଷ ଡକ୍ଟର ବିଜୟପତ ସିଂଘାନିଆ
ନୁଆଦିଲ୍ଲୀ: ଭାରତୀୟ ପୋଷାକ ଶିଳ୍ପର ଜଣେ ପ୍ରବୀଣ ବ୍ୟକ୍ତି ଏବଂ ରେମଣ୍ଡ ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ଏବଂ ପଦ୍ମଭୂଷଣ ଡକ୍ଟର ବିଜୟପତ ସିଂଘାନିଆଙ୍କର ପରଲୋକ ଘଟିଛି। ଶନିବାର ସନ୍ଧ୍ୟାରେ ମୁମ୍ବାଇରେ ତାଙ୍କର ଦେହାନ୍ତ ଘଟିଥିବାବେଳେ ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ…
