୧୨,୦୦୦ ରୁ ଅଧିକ ଚଢାଉ: ୧୫,୦୦୦ ରୁ ଅଧିକ ଏଲପିଜି ସିଲିଣ୍ଡର ଜବତ
ନୁଆଦିଲ୍ଲୀ: ପଶ୍ଚିମ ଏସିଆର ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ ନୂଆଦିଲ୍ଲୀସ୍ଥିତ ନେସନାଲ ମିଡିଆ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଛି। ପରିସ୍ଥିତିର ପରିବର୍ତ୍ତନ ଉପରେ ସଦ୍ୟତମ ସୂଚନା ପ୍ରଦାନ କରିବା ପାଇଁ ଏପରି ସାମ୍ବାଦିକ ସମ୍ମିଳନୀ ନିୟମିତ ଭାବରେ କରାଯାଉଛି। ଏହି…
