ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ଯାଜପୁର ଗସ୍ତକୁ ଭବ୍ୟ କରିବାଲାଗି ସମର୍ଥ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ବୈଠକ
ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କର ଯାଜପୁର ଗସ୍ତକୁ ଭବ୍ୟ କରିବାଲାଗି ସମର୍ଥ ଅନୁଷ୍ଠାନ ପକ୍ଷରୁ ପ୍ରସ୍ତୁତି ବୈଠକ ଜେ ବି ଏନ, ୧୬/୧୨/୨୦୨୦, (ରିପୋର୍ଟ, ପରେଶ କୁମାର ପଣ୍ଡା/ସରୋଜ କୁମାର ସାହୁ ), ଦଶରଥପୁର/ଯାଜପୁର : ସମ୍ମାନୀୟ ସାଂସଦ ଶ୍ରୀମତୀ ଅପରାଜିତା…
