ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ କମାଣ୍ଡୋ ଇଲେଭେନ
ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲରେ କମାଣ୍ଡୋ ଇଲେଭେନ ଜେ. ବି. ଏନ୍ (୧୦/୧୨ /୨୦୨୦) ଆଠଗଡ : ମା ମଙ୍ଗଳା କ୍ଲବ୍ ଆନୁକୁଲ୍ୟରେ ବୀରକିଶୋରପୁର ଖେଳ ପଡିଆରେ ଚାଲିଥିବା ମା ମଙ୍ଗଳା ଚାଲେଞ୍ଜ କପ୍ କ୍ରିକେଟ ଟୁଣ୍ଣାମେଣ୍ଟର…
