Category: Politics

ପରିବର୍ତ୍ତନ ପାଇଁ ବିପୁଳ ଭୋଟିଂ: ଶାହ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ପ୍ରଥମ ପର୍ଯ୍ୟାୟ ଭୋଟିଂ ପରେ ଅମିତ ଶାହ ପ୍ରେସମିଟ କରି ରେକର୍ଡ ଭୋଟିଂ ପାଇଁ ବେଙ୍ଗଲବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶାହ । ପଶ୍ଚିମବଙ୍ଗରେ ହଟିବେ ଦିଦି, ଆସିବ ବିଜେପି ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ…

ପଶ୍ଚିମବଙ୍ଗ – ୯୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ ସୂଚନା

2026 ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୁଣି ଥରେ ଦେଶର ଦୃଷ୍ଟି ଆକର୍ଷଣ କରିଛି। ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ହିଂସା, ବୋମାମାଡ଼, ସଂଘର୍ଷ ଖବର ଆସିଥିବା ବେଳେ ସନ୍ଧ୍ୟା ୫ଟା ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କ…

ମୁର୍ଶିଦାବାଦରେ ଭୋଟିଂ ବେଳେ ସଂଘର୍ଷ, ଟିଏମସି ସମର୍ଥକ ପୋଲିସ ଏବଂ ହୁମାୟୁନ କବିରଙ୍କ ସହ ହାତାହାତି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ଭୋଟିଂ ଜାରି ରହିଛି । ବେଙ୍ଗଲରେ ପ୍ରଥମ ପର୍ଯ୍ୟାୟରେ ୧୬ଟି ଜିଲ୍ଲାରେ ଥିବା ୧୫୨ଟି ଆସନ ଲାଗି ମତଦାନ ଚାଲିଛି । ଏଥିଲାଗି ମୋଟ ୪୪,୩୭୬ଟି ପୋଲିଂ ଷ୍ଟେସନ କରାଯାଇଛି । ପ୍ରଥମ…

ପଶ୍ଚିମବଙ୍ଗରେ ଲାଗିଲା ନିର୍ବାଚନୀ କଟକଣା, ଦିନରେ ବାଇକ ପଛରେ ବସାଇବା ମନା, ରାତିରେ ବାଇକ୍ ଚଲାଇବା ବିଲକୁଲ୍ ମନା

କୋଲକତା : ପଶ୍ଚିମବଙ୍ଗର ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୩ ତାରିଖରେ ହେବ । ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଦୁଇ ଚକିଆ ଯାନ ଉପରେ କଟକଣା ଲଗାଯାଇଛି । ବାଇକରେ ରାଲି ବ୍ୟାନ୍ କରିବା ସହ, ରାତିର ବାଇକ୍ ଚଳାଇବା ଉପରେ…

ଟିଏମ୍‌ସିରେ ମିଶିଲେ ନେତାଜୀଙ୍କ ଅଣନାତି…

ନୂଆଦିଲ୍ଲୀ – ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅଣନାତି ଚନ୍ଦ୍ର ବୋଷ ସୋମବାର ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେଇଛନ୍ତି। ଟିଏମ୍‌ସି ମୁଖ୍ୟାଳୟରେ ମନ୍ତ୍ରୀ ବ୍ରତ୍ୟ ବସୁ ଓ ଦଳୀୟ ସାଂସଦ କିର୍ତ୍ତୀ ଆଜାଦଙ୍କ ଉପସ୍ଥିତିରେ ଚନ୍ଦ୍ର ବୋଷ ଟିଏମ୍‌ସିରେ ସାମିଲ ହୋଇଛନ୍ତି।…

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତା

ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତା। ଏହି ପଦବୀରେ ଥିଲେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ନିକଟରେ ସସ୍ମିତ ସେହି ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା…

ଭାଜପାର ରାଜ୍ୟ ସ୍ଥାୟୀ ନିୟନ୍ତ୍ରତ ସଦସ୍ୟ ଭାବେ ମନୋନୀତ ହେଲେ ସମୀର ଦାଶ।

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଙ୍କ ଦ୍ୱାରା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଓ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରାଯାଇଛି। ଏହି ତାଲିକାରେ ୭୨ଜଣ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ୩୮ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ…

ପ୍ରଧାନ ମନ୍ତ୍ରୀ ମୋଦୀ ଓ ବିରୋଧି ଆନ୍ଦୋଳନ ନେତା ରାହୁଲ ଗାନ୍ଧୀଙ୍କ ଭେଟ – ଏହାକୁ ନେ଼ଇ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ – ଭାରତୀୟ ରାଜନୀତିରେ ଅନେକ ରୋଚକ ଘଟଣାମାନ ଦେଖିବାକୁ ମିଳେ। ରାଜନୀତିରେ ସରକାର ଓ ବିରୋଧୀଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ସଂସଦ ଭିତରେ ଓ ବାହାରେ ଉଭୟ ଉଭୟଙ୍କ ଉପରେ ଆରୋପ – ପ୍ରତ୍ୟାରୋପ କରୁଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ…

ହୁମାୟୁନ୍ କବୀରଙ୍କୁ ଓୱେସିଙ୍କ ବଡ଼ ଝଟକା: ଏକାକୀ ବଙ୍ଗଳା ନିର୍ବାଚନ ଲଢ଼ିବ ଏଆଇଏମ୍ଆଇଏମ୍

୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସି ହୁମାୟୁନ୍ କବୀରଙ୍କ ଦଳ ସହିତ ତାଙ୍କର ମେଣ୍ଟ ଭାଙ୍ଗିବା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଦଳ ବଙ୍ଗଳାରେ ଏକାକୀ ନିର୍ବାଚନ ଲଢ଼ିବ। ଦଳ ଏକ ସୋସିଆଲ…

ବେକାର ଯୁବକ ଯୁବତୀଙ୍କ ପାଇଁ ମାସିକ ୩ ହଜାର: ବଙ୍ଗଳା ପାଇଁ ବିଜେପିର ବଡ଼ ଘୋଷଣା

ଭାରତୀୟ ଜନତା ପାର୍ଟି ଆଜି “ବିଶ୍ୱାସର ପ୍ରତିଜ୍ଞା” ଶୀର୍ଷକରେ ଏହାର ଇସ୍ତାହାର ପ୍ରକାଶ କରିଛି। ଗୃହମନ୍ତ୍ରୀ ଏବଂ ବିଜେପି ନେତା ଅମିତ ଶାହ ଇସ୍ତାହାର ପ୍ରକାଶ କରିଛନ୍ତି। ଦଳ କହିଛି ଯେ, ଏହା ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ବିଶ୍ୱାସର ଏକ ଦସ୍ତାବିଜ…