Category: Politics

ପଶ୍ଚିମବଙ୍ଗ ପାଇଁ ବିଜେପି ଇସ୍ତାହାର ଜାରି କଲେ ଅମିତ ଶାହ

ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ନିର୍ବାଚନ ପ୍ରଚାର ଜୋରଦାର ଚାଲିଛି। ଆଜି ବରିଷ୍ଠ ବିଜେପି ନେତା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗରେ ବିଜେପି ଇସ୍ତାହାର ପ୍ରକାଶ କରିଛନ୍ତି। କୋଲକାତାର ନ୍ୟୁ ଟାଉନରେ ଇସ୍ତାହାର ପ୍ରକାଶ କରି ଅମିତ ଶାହ କହିଛନ୍ତି…

ବିଜେପିର ଓଡ଼ିଶା ରାଜ୍ୟ କାର୍ଯ୍ୟକାରିଣୀ କମିଟିରେ ୭୨ ଜଣ ସଦସ୍ୟ ରହିଛନ୍ତି, ଯେଉଁଥିରୁ ୧୮ ଜଣ ମହିଳା

ବିଜେପିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଘୋଷଣା: ପୂର୍ଣ୍ଣ ବିବରଣୀଓଡ଼ିଶା ବିଜେପିର ନୂତନ ରାଜ୍ୟ କାର୍ଯ୍ୟକାରିଣୀ କମିଟି ଗୁରୁବାର ରାତିରେ ଘୋଷଣା ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲ ଏହି କମିଟିରେ ୭୨ ଜଣ ସଦସ୍ୟଙ୍କ ନାମ ତାଲିକା ପ୍ରକାଶ କରିଛନ୍ତି।…

ଓଡ଼ିଶାରୁ ବିଜେପି ନେତାମାନେ ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ପଶ୍ଚିମବଙ୍ଗରେ ନିର୍ବାଚନରେ ପ୍ରଚାର କରିବେ

ଓଡ଼ିଶା ବିଜେପିର ନେତାମାନଙ୍କୁ ପଶ୍ଚିମବଙ୍ଗର ୩୬ଟି ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରଚାର ଓ ପରିଚାଳନାର ଦାୟିତ୍ବ ଦିଆଯାଇଛି। ଏହା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ (୨୩ ଓ ୨୯ ଏପ୍ରିଲ ୨୦୨୬) ପୂର୍ବରୁ ବିଜେପିର କ୍ଷେତ୍ରଗୁଡ଼ିକ ରହିଛି। ପୃଷ୍ଠଭୂମିଓଡ଼ିଶା ବିଜେପି ଅଧ୍ୟକ୍ଷ ମନମୋହନ ସାମଲ…

୨୭ରେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ଶୁଭ ମୁହୂର୍ତ୍ତରେ ନୂତନ ଯାତ୍ରାର ଆରମ୍ଭ

କାଠମାଣ୍ଡୁ: ନେପାଳର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଚଳିତମାସର ୨୭ ତାରିଖରେ ଶପଥ ଗ୍ରହଣ କରିବେ। ଏହା ପବିତ୍ର ରାମ ନବମୀ ଉତ୍ସବର ଦିନ ହେଉଥିବାରୁ ତାଙ୍କ ପକ୍ଷରୁ ଏହାକୁ ଅତ୍ୟନ୍ତ ଶୁଭ ମୁହୂର୍ତ୍ତ ଭାବେ ବିବେଚନା କରାଯାଇଛି। ମାର୍ଚ୍ଚ ୫ରେ…

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ହଙ୍ଗାମା କଲେ ଦୁର୍ବୁତ୍ତ

ଏ ନେଇ ବିଜେଡି ମୁଖ୍ୟମନ୍ତ୍ରୀ ବାସଭବନ ଘେରାଓ କରିବାକୁ ଚେତାବନୀ ଦେଇଥିଲା । ବିଜେଡିର ଚେତାବନୀ ପରେ ପୋଲିସର ଆକ୍ସନ ହୋଇଛି । ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି ।…

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

ନୁଆଦିଲ୍ଲୀ: ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମସି) ଇସ୍ତାହାର ପ୍ରକାଶ କରିଛି। ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଅଧୀନରେ ସାଧାରଣ ବର୍ଗର ମହିଳାମାନଙ୍କ ପାଇଁ ଟିଏମସି ୧,୫୦୦ ଟଙ୍କା ଏବଂ SC/ST ପାଇଁ ୧,୭୦୦…

କଂଗ୍ରେସରୁ ୩ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ । ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ କରିବାରୁ ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ମୋହନା ବିଧାୟକ ଦାସରଥି ଗମାଙ୍ଗୋ, ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋଶଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛି…

ରାଜ୍ୟସଭା ନିର୍ବାଚନ : ମନମୋହନ,ସୁଜିତ,ସନ୍ତୁପ୍ତ ଓ ଦିଲ୍ଲୀପ ବିଜୟୀ – ସମସ୍ତ ବିଜୟୀ ସାଂସଦଙ୍କୁ ଜାଗ୍ରତ ଭାରତ ନ୍ୟୂଜ ପକ୍ଷରୁ ଶୁଭେଛା ଓ ଅଭିନନ୍ଦନ

ଓଡ଼ିଶାରେ ସୋମବାର ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ବଡ଼ ସଫଳତା ହାସଲ କରିଛି। ବାଜି ମାରିଲେ ବିଜେପିର ମନମୋହନ ସାମଲ, ସୁଜିତ କୁମାର ଓ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ । ଅନ୍ୟପଟେ ବିଜେଡ଼ିର ସନ୍ତୁପ୍ତ…

ରାଜ୍ୟସଭା ନିର୍ବାଚନ – ବ୍ଲାଙ୍କ୍ ଚେକ୍ ଦେବା ଘଟଣା : ୪ ଗିରଫ

ଭୁବନେଶ୍ୱର : ବାଙ୍ଗାଲୋରରେ କଂଗ୍ରେସ ବିଧାୟକଙ୍କୁ ଟଙ୍କା ମାଧ୍ୟମରେ ପ୍ରଲୋଭିତ କରୁଥିବା ସମସ୍ତ ୪ ଜଣଙ୍କୁ ବାଙ୍ଗାଲୁରୁ ପୋଲିସ ଗିରଫ କରିଛ। ଗିରଫ ହୋଇଥିବା ବ୍ୟକ୍ତି ହେଲେ କର୍ଣ୍ଣାଟକର ଜଣେ ପ୍ରଭାବଶାଳୀ ବିଜେପି ନେତାଙ୍କ ପାଖଲୋକ ସୁରେଶ, ଓଡ଼ିଶାର ଜଣେ ପୂର୍ବତନ…

ତାମିଲନାଡୁରେ ବିଜେପିର ବଡ ଗୋଟି ଚାଳନା, ବିଜୟଙ୍କୁ ୮୦ ସିଟ୍ ସହ ଡେପୁଟୀ ସିଏମ ଅଫର

ନୁଆଦିଲ୍ଲୀ, ୧୫/୦୩ : ବିଜେପି ରାଜ୍ୟର କ୍ଷମତାରେ ନିଜର ସ୍ଥିତି ମଜବୁତ କରିବା ପାଇଁ ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ପାର୍ଟି ଟିଭିକେକୁ ମେଣ୍ଟର ଖୁଲା ଅଫର ଦେଇଛନ୍ତି । ସୂତ୍ର ମୁତାବକ ବିଜେପି ବିଜୟଙ୍କ ଆଗରେ ଉପମୁଖ୍ୟମନ୍ତ୍ରୀ ପଦର ପ୍ରସ୍ତାବ…