Category: Politics

କଳାହାଣ୍ଡିରେ ଓଡିଶା ଜନତା କଂଗ୍ରେସର ସମାବେଶ

ଭକ୍ତଙ୍କ ବନ୍ଦ ଡାକରା ସତ୍ତ୍ୱେ ଭବାନୀପାଟଣାରେ ପୂର୍ବତନ ବିଧାୟକ ମୋକିମଙ୍କ ଦ୍ଵାରା ଗଠିତ ଓଡ଼ିଶା ଜନତା କଂଗ୍ରେସର ବିଶାଳ ସମାବେଶ ସୋମବାର ଆୟୋଜିତ ହୋଇଯାଇଛି। ଏଥିପାଇଁ ଡିଫାଇନ କଳାହାଣ୍ଡିର ପ୍ରତିଷ୍ଠାତା ମଧୁ ମହାନ୍ତି ଗତ କିଛି ଦିନ ଧରି କଳାହାଣ୍ଡିରେ ଡେରା…

ପୂର୍ବତନ ମନ୍ତ୍ରୀ ସୁଜିତ ବୋଷ ଗିରଫ

ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ସୁଜିତ ବୋଷଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଗିରଫ କରିଛି। ପୌର ନିଯୁକ୍ତି ଦୁର୍ନୀତି ମାମଲା ସହ ଜଡ଼ିତ ଏକ ମନିଲଣ୍ଡରିଂ ମାମଲାରେ ଇଡି ଏହି ଗିରଫ କରିଛି। ବୋଷ ଆଜି ପୂର୍ବାହ୍ଣ ୧୦ଟାରେ ଇଡିର କୋଲକାତା ଜୋନାଲ…

୧୨ ମଇରେ ନୂତନ ଆସାମ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସହ ୪ ଜଣ ମନ୍ତ୍ରୀ ଶପଥ ନେବେ

୧୨ ମଇରେ ନୂତନ ଆସାମ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସହ ୪ ଜଣ ମନ୍ତ୍ରୀ ଶପଥ ନେବେ ଗୌହାଟି: (୧୨ ମଇ) ୧୨ ମଇରେ ମୁଖ୍ୟମନ୍ତ୍ରୀ ମନୋନୀତ ହିମନ୍ତ ବିଶ୍ୱ ଶର୍ମାଙ୍କ ସହ ନୂତନ NDA ସରକାରରେ ମନ୍ତ୍ରୀ ଭାବରେ ଶପଥ ନେବେ…

ସମୀକ୍ଷା ନୁହେଁ, ଆତ୍ମସମୀକ୍ଷା କରନ୍ତୁ ମୁଖ୍ୟମନ୍ତ୍ରୀ: ଭକ୍ତ

ଓଡ଼ିଶାରେ ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଗୋଟିଏ ସପ୍ତାହ ମଧ୍ୟରେ କଣାସ-ବାଲିଅନ୍ତା-ବାଲିପାଟଣାରେ ତିନିତିନୋଟି ଭିଡ଼ହତ୍ୟା ବା ମବ୍-ଲିଂଚିଂ ଘଟିବା ପ୍ରମାଣ କରୁଛି ଯେ ଲୋକେ ନିଜ ହାତକୁ ଶାସନ ବ୍ୟବସ୍ଥାକୁ ନେଇସାରିଲେଣି। ସର୍ବସମକ୍ଷରେ ବାରମ୍ବାର ମଧ୍ୟଯୁଗୀୟ ବର୍ବରତା ପରି ଘଟଣା ଘଟିଚାଲିଥିଲେ…

ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ‘ଥାଲାପତି’ ବିଜୟ: ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ

ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ‘ଥାଲାପତି’ ବିଜୟ: ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା ତାମିଲଗା ଭେଟ୍ରି କାଜାଗମ୍ (TVK) ର ପ୍ରତିଷ୍ଠାତା ଥାଲାପତି ବିଜୟ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ…

ତାମିଲନାଡ଼ୁରେ ଆରମ୍ଭ ‘ଥଲାପତି’ ବିଜୟଙ୍କ ବିଜୟ ରାଜ: ଆଜି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ତାମିଲନାଡ଼ୁରେ ଆରମ୍ଭ ‘ଥଲାପତି’ ବିଜୟଙ୍କ ବିଜୟ ରାଜ: ଆଜି ସକାଳ ୧୦ଟାରେ ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ଚେନ୍ନାଇ: ତାମିଲନାଡ଼ୁ ରାଜନୀତିରେ ଆଜି ଏକ ନୂଆ ତଥା ଐତିହାସିକ ଅଧ୍ୟାୟ ଆରମ୍ଭ ହେବାକୁ ଯାଉଛି। ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ତଥା…

ବିରୋଧୀ ଦଳ ନେତା ହେଲେ ଶୋଭନଦେବ ଚଟ୍ଟୋପାଧ୍ୟାୟ

ପଶ୍ଚିମବଙ୍ଗରେ ବିଜେପି ସରକାର ଦାୟିତ୍ୱ ଗ୍ରହଣ କରିବା ପରେ ବିରୋଧୀ ତୃଣମୂଳ କଂଗ୍ରେସ ଶନିବାର ବିରୋଧୀ ଦଳ ନେତା ଓ ମୁଖ୍ୟ ସଚେତକ ନିଯୁକ୍ତି କରିଛି। ଦଳ ବରିଷ୍ଠ ବିଧାୟକ ଶୋଭନଦେବ ଚଟ୍ଟୋପାଧ୍ୟାୟଙ୍କୁ ବିରୋଧୀ ଦଳ ନେତା ଭାବରେ ନିଯୁକ୍ତ କରିଛି।…

ଟିଭିକେକୁ ଭିସିକେର ସମର୍ଥନ

ନୁଆଦିଲ୍ଲୀ: ଥୋଲ ତିରୁମାଭାଲାଭାନଙ୍କ ବିଦ୍ୟୁତଲାଇ ଚିରୁଥାଇଗାଲ କାଚି (ଭିସି କେ) ତାମିଲଗା ଭେଟ୍ରି କାଜାଗାମ (ଟିଭିକେ) କୁ “ସର୍ତ୍ତମୂଳକ” ସମର୍ଥନ ବଢାଇବା ପରେ ଅଭିନେତା-ରାଜନେତା ବିଜୟ ତାମିଲନାଡୁର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି।ବିଜୟଙ୍କ ଦୁଇଟି ଆସନ ସମେତ ଟିଭିକେର ୧୦୮ଟି ଆସନ…

ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି

ନୁଆଦିଲ୍ଲୀ: ଶପଥ ସମାରୋହରେ ମାଖନଲାଲଙ୍କ ପାଦ ଛୁଇଁଲେ ମୋଦି । ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହଯୋଗୀ ଥିଲେ ୯୮ ବର୍ଷୀୟ ମାଖନଲାଲ । ଆଜି ପଶ୍ଚିମବଙ୍ଗର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ଶୁଭେନ୍ଦୁ ଅଧିକାରୀ । କୋଲକାତା ବ୍ରିଗେଡ ପରେଡ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ

ନୁଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ । ବେଙ୍ଗଲର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ବାବେ ଶପଥ ନେଇଛନ୍ତି । ଶନିବାର ସକାଳ ୧୧ଟାରେ କୋଲକାତାର ପ୍ରସିଦ୍ଧ ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଶୁଭେନ୍ଦୁ…