ଓଡ଼ିଆ ନବବର୍ଷରେ ମା ତାରିଣୀଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧୪/୦୪ : ଆଜି ଘଟଗାଁ ପ୍ରସିଦ୍ଧ ମା’ ତାରିଣୀଙ୍କ ଚଇତି ପର୍ବର ଅନ୍ତିମ ଦିନ। ମନ୍ଦିର ପରିସରକୁ ଆଲୋକମାଳା ସହ ଫୁଲ ଦ୍ୱାରା ସୁସଜ୍ଜିତ କରାଯାଇଛି। ଆଜି ଭକ୍ତଙ୍କୁ ସୁନା ବେଶରେ ଦର୍ଶନ ଦେଉଛନ୍ତି ମାଆ ତାରିଣୀ। ଭକ୍ତମାନେ ମା’ଙ୍କର…
