Category: Special

ଘରୋଇ ଗ୍ରାହକଙ୍କ ବିଦ୍ୟୁତ୍ ବିଲ୍ ବକେୟା ଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ – ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ, ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ନିର୍ଦ୍ଦେଶ ଦେଇଛନ୍ତି ଯେ, ୨୦୨୬ର ଏହି ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ମୌସୁମୀ ଆସିବା ପର୍ଯ୍ୟନ୍ତ ବକେୟା ବିଦ୍ୟୁତ୍ ବିଲ୍…

“ଓଲିଉଡରେ ରଚାହେବ ନୂଆ ଇତିହାସ! ଜଣେ ସାଧାରଣ କଳାକାରର ଅସାଧାରଣ କାହାଣୀ।” “କିଏ ଏହି ‘ଚନ୍ଦନ’? ଜାଣନ୍ତୁ ‘ଲକ୍ଷପଥ – The Life of an Artist’ ର ସମ୍ପୂର୍ଣ୍ଣ କାହାଣୀ।”

ଓଲିଉଡ୍ ଦୁନିଆରୁ ଆସିଛି ଏକ ବଡ଼ ଖବର। ଜଣେ କଳାକାରର ଜୀବନ, ତା’ର ସଂଘର୍ଷ ଏବଂ ଲକ୍ଷ୍ୟସ୍ଥଳରେ ପହଞ୍ଚିବାର ଜିଦ୍‌କୁ ନେଇ ନିର୍ମାଣ ହୋଇଛି ଏକ ନିଆରା ଚଳଚ୍ଚିତ୍ର।ଯାହାର ନାମ ହେଉଛି ‘ଲକ୍ଷପଥ – The Life of an Artist’।…

ପଞ୍ଚଭୂତରେ ବିଲୀନ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଭାରତୀୟ ସଙ୍ଗୀତ ଜଗତର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ତାଙ୍କ ପୁଅ ଆନନ୍ଦ ଭୋସଲେ ମୁଖାଗ୍ନି ଦେଇଛନ୍ତି। ସେ ଏପ୍ରିଲ ୧୨ ତାରିଖରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ କିଛି ମାସ…

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍‌ର ସମସ୍ତ ପାଠକଙ୍କୁ ସ୍ୱାଗତ। ଆଜି ୧୪ ଏପ୍ରିଲ ୨୦୨୬, ମଙ୍ଗଳବାର। ଆସନ୍ତୁ ଜାଣିବା ଆଜିର ରାଶିଫଳ: ମେଷ (Aries) ବୃଷ (Taurus) ମିଥୁନ (Gemini) କର୍କଟ (Cancer) ସିଂହ (Leo) କନ୍ୟା (Virgo) ତୁଳା (Libra) ବିଛା…

ଟାଟା ଷ୍ଟିଲ୍ ମେରାମଣ୍ଡଳୀଠାରେ ରକ୍ତଦାନ ଶିବିର ଆୟୋଜିତ: ୩୪୦ ୟୁନିଟ୍ ରକ୍ତ ସଂଗୃହୀତ

ଟାଟା ଷ୍ଟିଲ୍ ମେରାମଣ୍ଡଳୀଠାରେ ରକ୍ତଦାନ ଶିବିର ଆୟୋଜିତ: ୩୪୦ ୟୁନିଟ୍ ରକ୍ତ ସଂଗୃହୀତ ମେରାମଣ୍ଡଳୀ, ୧୩ ଏପ୍ରିଲ, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସଏମ୍‌)ଠାରେ ଟାଟା ମେନ୍ ହସ୍ପିଟାଲ୍ (ଟିଏମ୍‌ଏଚ୍‌), ମେରାମଣ୍ଡଳୀ ପରିସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଟାଟା…

ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତା

ବିଜେଡି ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ହେଲେ ବିଜେଡି ରାଜ୍ୟସଭା ସଂସଦୀୟ ଦଳର ନେତା। ଏହି ପଦବୀରେ ଥିଲେ ବିଜେଡିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ନିକଟରେ ସସ୍ମିତ ସେହି ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ଇସ୍ତଫା…

ଆନନ୍ଦପୁର ହେଉଛି ଜ୍ଞାନ ଆହରଣର କ୍ଷେତ୍ର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଏକ ମୁଖ୍ୟ ନଗର ଓ ଏହା ପ୍ରାଚୀନ କାଳରୁ ଏକ ପ୍ରସିଦ୍ଧ ନଗରୀ ଭାବେ ଖ୍ୟାତି ଲାଭ କରିଛି l ଓଡ଼ିଶାର ଧର୍ମ ପରମ୍ପରାରେ ଆନନ୍ଦପୁରର ସ୍ୱତନ୍ତ୍ରତା ରହିଛି ବୋଲି ଆନନ୍ଦପୁର ମହୋତ୍ସବର ଉଦ୍‍ଯାପନୀ ଅବସରରେ…

ବିଶ୍ୱ ବଜାରର ପ୍ରଭାବ: ସପ୍ତାହର ପ୍ରଥମ ଦିନରେ ଭୁଶୁଡ଼ିଲା ଭାରତୀୟ ସେୟାର ବଜାର।

ନୁଆଦିଲ୍ଲୀ : ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଅନିଶ୍ଚିତତା ଭିତରେ ଖସିଲା ସେୟାର ବଜାର। ୧୬୦୦ ପଏଣ୍ଟ ତଳକୁ ଖସିଲା ସେନସେକ୍ସ । ନିଫ୍ଟି ୪୦୦ ପଏଣ୍ଟ ହ୍ରାସ । ୧୦୦ ଟପିଲା କ୍ରୁଡ ଅଏଲ ଦର। ବିଶ୍ବ ଇନ୍ଧନ ପରିବହନର ପ୍ରମୁଖ…

ରିଲିଜ୍ ପୂର୍ବରୁ ଅନଲାଇନ୍‌ରେ ଲିକ୍ ହେଲା ଥଲପତି ବିଜୟଙ୍କ ଶେଷ ଫିଲ୍ମ ‘ଜନ ନାୟକ’

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ କାରଣରୁ ଏହି ଫିଲ୍ମଟି ଅନେକ ଥର ସ୍ଥଗିତ ରଖାଯାଇଛି। ଏବେ ଫିଲ୍ମର କିଛି…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର। ୨୦୨୭ ଜାନୁଆରୀ ୧୩ ଯାଏଁ ଅବଧି ବୃଦ୍ଧି କରାଯାଇଛି। ଜଳ ସମ୍ପଦ ନଦୀ ବିକାଶ ଓ ଗଙ୍ଗା ସଂରକ୍ଷଣ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏପ୍ରିଲ୍୧୩ରେ ଟ୍ରବ୍ୟୁନାଲ୍ ଅବଧି ସରୁଥିଲା। ଟ୍ରିବ୍ୟୁନାଲ୍…