ପଂଚାୟତ କର୍ମଚାରୀଙ୍କ ଜାଣତରେ ଚାଲିଛି ମେସିନ କାର୍ଯ୍ୟ :ଜାଣିଶୁଣି ଚୁପଚାପ ତଦନ୍ତ ବାଟବଣା……
ପଂଚାୟତ କର୍ମଚାରୀଙ୍କ ଜାଣତରେ ଚାଲିଛି ମେସିନ କାର୍ଯ୍ୟ :ଜାଣିଶୁଣି ଚୁପଚାପ ତଦନ୍ତ ବାଟବଣା…… କଙ୍କଡ଼ାହାଡ଼ ବ୍ଲକ ମକୁଆକାଟେଣୀ ପଂଚାୟତର ଦହିଖାଇ ଅମୃତ ସରୋବର ପୋଖରୀ କୋଡ଼ -୨୪୦୭୦୫୦୧୮/ଡବ୍ଲୁ ଏଚ /୧୦୪୯୪୦୨୩ ଦିନ ଦ୍ୱିପ୍ରହରେ ଚାଲିଛି ମନରେଗା ଯୋଜନା କାମ ୨୦୨୨ ମସିହା…
