ଖାଇକୁ ଖସିଲା କାର: ୬ ଜୀବନ ଗଲା
ମଧ୍ୟପ୍ରଦେଶର ରାଇସେନରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ବର ଏବଂ କନ୍ୟାକୁ ନେଇ ଯାଉଥିବା କାରଟି ନିୟନ୍ତ୍ରଣ ବାହାରକୁ ଯାଇ କଲଭର୍ଟରେ ପିଟି ହୋଇ ଖାଲକୁ ଖସିପଡିଥିଲା। ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ବର୍ଷର ଝିଅ…
ମଧ୍ୟପ୍ରଦେଶର ରାଇସେନରେ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ବର ଏବଂ କନ୍ୟାକୁ ନେଇ ଯାଉଥିବା କାରଟି ନିୟନ୍ତ୍ରଣ ବାହାରକୁ ଯାଇ କଲଭର୍ଟରେ ପିଟି ହୋଇ ଖାଲକୁ ଖସିପଡିଥିଲା। ଦୁର୍ଘଟଣାରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ବର୍ଷର ଝିଅ…
ଚ୍ଛତିଶଗଡ଼ରେ ଏନ୍କାଉଣ୍ଟର । ଛତିଶଗଡ଼ରେ ଏନ୍କାଉଣ୍ଟରରେ ୨ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି । କୋଣ୍ଡାଗାଓଁ-ନାରାୟଣପୁର ସୀମାନ୍ତ କିଲମ-ବାରଗୁମ୍ ମାର୍କମ ପାଲ ଜଙ୍ଗଲରେ ମୃତ୍ୟୁ ହୋଇଛି । ବିପୁଳ ପରିମାଣର ବିସ୍ଫୋରକ ସହ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ପୂର୍ବରୁ ନିହତ…
ଭୂବନେଶ୍ୱର: ପଶ୍ଚିମ, ଆଭ୍ୟନ୍ତରୀଣ ଓଡିଶାରେ ବର୍ଷୁଛି ନିଆଁ। ୪୫ ଡିଗ୍ରୀ ଡେଇଁଲା ପାରଦ। ଆଜିଠୁ ଗ୍ରୀଷ୍ମ ଲହରୀ ଆରମ୍ଭ। ୨୩ରୁ ସାଂଘାତିକ ହେବ ତାତି। ଝାରସୁଗୁଡ଼ା ତାପମାତ୍ରା ୪୫.୪ ଡିଗ୍ରୀ ପାଲଟିଛି ଦେଶର ଦ୍ୱିତୀୟ ଉତ୍ତପ୍ତ ସହର। ୧୪ ସହରରେ ତାପମାତ୍ରା…
ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦ ବିରୋଧୀ ଅଭିଯାନକୁ ‘ଅପରେସନ୍ ଅଲ୍ ଆଉଟ୍’କୁ ସୁଦୃଢ଼ କରିବା ପାଇଁ ସିଆରପିଏଫ୍ ୧୧ତମ କୋବ୍ରା କମାଣ୍ଡୋ ବାଟାଲିୟନକୁ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁସାରେ, କେନ୍ଦ୍ରୀୟ ରିଜର୍ଭ ପୋଲିସ…
ନୂଆଦିଲ୍ଲୀ: ଚୀନ୍ ନିରନ୍ତର ଭାବରେ ତାର ବାୟୁସେନାକୁ ମଜବୁତ କରୁଥିବା ବେଳେ, ଭାରତୀୟ ବାୟୁସେନାରେ ଲଢ଼ୁଆ ବିମାନ ସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଛି । ଏହି ସମୟରେ, ଏକ ପ୍ରତିରକ୍ଷା ସମ୍ପର୍କିତ ୱେବସାଇଟ୍ ତାର ରିପୋର୍ଟରେ କହିଛି ଯେ ଭାରତ…
*ଦୁଷ୍କର୍ମପୀଡିତାଙ୍କ ପରିବାରକୁ ଭେଟିଲେ ବିଧାୟିକା ସୋଫିଆ ଓ ଟିମ* ଓଡିଶାରେ ମହିଳାସୁରକ୍ଷା ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ,ରାଜ୍ୟସରକାରଙ୍କ ବିଫଳତା-ସୋଫିଆ ଜନସାଧାରଣଙ୍କ ରାଷ୍ଟ୍ରପତି, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି ହିନ୍ଦୋଳ-ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁଇଦିନତଳେ ଦୁଷ୍କର୍ମ ଶିକାର ନାବାଳିକା ଶିଶୁର ପରିବାରକୁ ଆଜି…
ଜିଲ୍ଲା ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ଅନୁଗୋଳ,ତା.୨୧.୦୪:- ଆଜି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଊଦୟ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ତାଳଚେର ବ୍ଲକ୍ କାର୍ଯ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୫୬ଟି ଅଭିଯୋଗ…
ମା ଶାରଳାଙ୍କ ପୀଠରେ ଶାକଦ୍ବୀପ ବ୍ରାହ୍ମଣଙ୍କ ସମାବେଶ ଜଗତସିଂହପୁର : ଶାରଳା ମଣ୍ଡଳ ଶାକଦ୍ବୀପ ବ୍ରାହ୍ମଣ ସମାଜର ବାର୍ଷିକ ସମ୍ମିଳନୀ ମା ଶାରଳାଙ୍କ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଅସଲି ଖଡୀରତ୍ନ ପଞ୍ଜିକାର ଗଣନାକାର ଦେବଦର୍ଶୀ ଖଡୀରତ୍ନ ମୁଖ୍ୟ ଅତିଥି…
୩୧ ତମ ଶ୍ରୀମଦ ରାମ ଚରିତ ମାନସ ପରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ ଅନୁଗୋଳ:ଵଅଁରପାଳ ବ୍ଲକ୍ କାଣ୍ଡସର ଗ୍ରାମ ପଞ୍ଚାୟତର ଶ୍ରୀରାମ ମଣ୍ଡପ ଠାରେ ଶ୍ରୀମଦ ରାମ ଚରିତ ମାନସ ପରାୟଣ ଓ ଭକ୍ତି ଜ୍ଞାନଯଜ୍ଞ ଆରମ୍ଭ ହୋଇଯାଇଛି।୩୧ ତମ…
ଆଦର୍ଶ ଗୁରୁ ଦାମୋଦର ଦାଶଙ୍କ ସ୍କୁତିସଭା ଅନୁଷ୍ଠିତ ଯାଜପୁର ___ ବିଂଝାରପୁର ର ବାଙ୍ଗରା ନିକଟବର୍ତ୍ତୀ ଅର୍ଗଳ ପଞ୍ଚାୟତର କୁଳସାହି ଗ୍ରାମର ଆଦର୍ଶ ଛାତ୍ର ବସ୍ରଳ ଶିକ୍ଷକ ସ୍ବର୍ଗତ ଦାମୋଦର ଦାଶଙ୍କ ଦ୍ଵାଦଶାହ ଅବସରରେ ସ୍କୁତିଚାରଣ ସଭାରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ…