Category: Special

କଂଗ୍ରେସକୁ ବନ୍ଧୁକ ଦେଖାଇ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛି ଆରଜେଡି; ପ୍ରଧାନମନ୍ତ୍ରୀ ମୋଦି

ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତା ୬ ତାରିଖରେ ମତଗ୍ରହଣ କରାଯିବ । ଏଥିପାଇଁ ପ୍ରଚାର କାର୍ଯ୍ୟ ଜୋର୍‌ଦାର ହୋଇଛି । ଏନ୍.ଡି.ଏ. ଏବଂ ମହାଗଠ ବନ୍ଧନର ଷ୍ଟାର୍ ପ୍ରଚାରକ ତଥା ଅନ୍ୟାନ୍ୟ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ…

‘ରୁଚି’ ପ୍ରତିଷ୍ଠାତାଙ୍କ ପରଲୋକ

ରୁଚି କମ୍ପାନୀର ପ୍ରତିଷ୍ଠାତା ତଥା ଶିଳ୍ପପତି ଶରତ ଚନ୍ଦ୍ର ସାହୁଙ୍କ ପରଲୋକ ଘଟିଛି । ୭୫ ବର୍ଷ ବୟସରେ ମୁମ୍ବାଇର ଲୀଳାବତୀ ହସପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ପରିବାର ସୂତ୍ରରୁ ପ୍ରକାଶ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ, ପୁତ୍ର ଓ କନ୍ୟା…

ଅନୁଗୁଳ ରେଞ୍ଜର ଖୋଲା କୂଅରୁ ହାତୀର ସଫଳ ଉଦ୍ଧାର

ଅନୁଗୁଳ ରେଞ୍ଜର ଖୋଲା କୂଅରୁ ହାତୀର ସଫଳ ଉଦ୍ଧାର ୧ ନଭେମ୍ବର ୨୦୨୫ରେ, ଅନୁଗୁଳ ବନ ବିଭାଗ ଅନୁଗୁଳ ରେଞ୍ଜର ପୁରୁଣାଗଡ଼ ସେକ୍ସନର ବଡ଼କେରା ବିଟ୍‌ର ଚମ୍ପତିମୁଣ୍ଡା ଗ୍ରାମ ନିକଟରେ ଏକ ଖୋଲା କୂଅରେ ପଡ଼ିଥିବା ଏକ ଜଙ୍ଗଲୀ ହାତୀକୁ ସଫଳତାର…

ଆଜିର ରାଶିଫଳ

🪔 ଆଜିର ରାଶିଫଳ – ୩ ନଭେମ୍ବର ୨୦୨୫ (ସୋମବାର)📜 ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ 🌞 ♈ ମେଷ (Aries)ଆଜି ଆପଣଙ୍କ ଶ୍ରମର ଫଳ ମିଳିବ। ନୂଆ କାମ ଆରମ୍ଭ ପାଇଁ ଦିନ ଶୁଭ। ପରିବାରରେ ଖୁସି ରହିବ।🔢 ଶୁଭ…

ଆଜିର ରାଶିଫଳ

🌞 ଆଜିର ରାଶିଫଳ – ୨ ନଭେମ୍ବର ୨୦୨୫ (ଶନିବାର)ଜାଗ୍ରତ ଭାରତ ନ୍ୟୁଜ୍ ପ୍ରସ୍ତୁତି ♈ ମେଷ (Aries):ଆଜି ନୂତନ ଯୋଜନା ଆରମ୍ଭ ପାଇଁ ଶୁଭ ଦିନ। କାମରେ ଅଗ୍ରଗତି ହେବ। ନିଜେରେ ବିଶ୍ୱାସ ରଖନ୍ତୁ।🔹 ଶୁଭ ସଂଖ୍ୟା: 9🔹 ଶୁଭ…

ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ

ନୂଆଦିଲ୍ଲୀ: ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ଦେଓଲ ଅସୁସ୍ଥ ହୋଇପଡିଛନ୍ତି। ଗତ ରାତିରେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୂଚନା ଅନୁସାରେ ଧର୍ମେନ୍ଦ୍ରଙ୍କୁ ନିଶ୍ବାସ ନେବାରେ ଅସୁବିଧା ହେବାରୁ ଆଇସିୟୁରେ ଭର୍ତ୍ତି…

ତେଲଙ୍ଗାନା କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ମହମ୍ମଦ ଆଝାରୁଦ୍ଦିନ

ପୁର୍ବତନ କ୍ରିକେଟ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା କ୍ୟାବିନେଟ୍‌ରେ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ପୂର୍ବତନ କ୍ରିକେଟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଝାରୁଦ୍ଦିନ୍‌ଙ୍କ ନିଯୁକ୍ତି…

ନଭେମ୍ବର ୨୪ରେ ଜଷ୍ଟିସ ସୂର୍ଯ୍ୟକାନ୍ତ ସୁପ୍ରିମକୋର୍ଟର ୫୩ତମ ସିଜେଆଇ ଭାବେ ଶପଥ ଗ୍ରହଣ କରିବେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ସୂର୍ଯ୍ୟକାନ୍ତଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି (ସିଜେଆଇ) ନିଯୁକ୍ତ କରାଯାଇଛି। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଯୁକ୍ତକୁ ଅନୁୁମୋଦନ କରିଛନ୍ତି ବୋଲି ଆଇନ ମନ୍ତ୍ରୀ ଅର୍ଜୁନ ମେଘୱାଲ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଷ୍ଟିସ ବି.ଆର.ଗବଇ ଅବସର…

ଏନଟିପିସି ତାଳଚେର ଥର୍ମାଲ୍‌ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଏନଟିପିସି ତାଳଚେର ଥର୍ମାଲ୍‌ରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ଏନଟିପିସି ତାଳଚେର ଥର୍ମାଲ୍‌ ପକ୍ଷରୁ ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମବାର୍ଷିକୀକୁ ପାଳନ କରିବା ପାଇଁ ୩୧ ଅକ୍ଟୋବର ୨୦୨୫ରେ ରାଷ୍ଟ୍ରୀୟ ଏକତା ଦିବସ ଉତ୍ସାହ ଏବଂ…

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ

ନୁଆଦିଲ୍ଲୀ: କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ ଶାହ ଆଜି ବିହାର ପାଟନାଠାରେ ରାଷ୍ଟ୍ରୀୟ ଏକତା ଦିବସ-୨୦୨୫, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି…