ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଯୁବ-ଛାତ୍ର ବିଜେଡି ର ନିବେଦନ ପତ୍ର
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଇଁ ଯୁବ-ଛାତ୍ର ବିଜେଡି ର ନିବେଦନ ପତ୍ର (ଜେ ବି ଏନ /ସୁଶାନ୍ତ ଗଡ଼ନାୟକ) ୧୫/୦୧/୨୦୨୧ ସୁନ୍ଦରଗଡ଼ : ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀର ବିଶ୍ରା, ନୂଆଗାଁ, କୁଆଁରମୁଣ୍ଡା ବ୍ଲକର ବିଜୁ ଯୁବ-ଛାତ୍ର ଜନତା ଦଳ…
