Category: States

ଛତିଶଗଡରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍ ମାଓବାଦୀ

ଛତିଶଗଡରେ ଆତ୍ମସମର୍ପଣ କଲେ ୨୧ କ୍ୟାଡର୍ ମାଓବାଦୀ। ସେମାନେ ୧୮ଟି ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ଏହି ନକ୍ସଲମାନଙ୍କ ମଧ୍ୟରେ ୪ ଜଣ ଡିଭିସିଏମ୍ (ଡିଭିଜନ୍ ଭାଇସ୍ କମିଟି ସଦସ୍ୟ), ୯ ଜଣ ଏସିଏମ୍ (ଏରିଆ କମିଟି ସଦସ୍ୟ) ଏବଂ ୮…

ଜେଡିୟୁର ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ମନ୍ତ୍ରୀ ଏବଂ ବିଧାୟକଙ୍କ ସମେତ ୧୧ ନେତା ବହିଷ୍କୃତ

ବିହାର ବିଧାନସଭା ନିର୍ବାଚନ ମଧ୍ୟରେ ନୀତିଶ କୁମାରଙ୍କ ଦଳ ଜେଡିୟୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ୧୧ ନେତାଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହି ନେତାମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ, ପୂର୍ବତନ ଏମଏଲସି ଏବଂ…

ବିହାରର ଚା’ ବିକାଳି ସାଇବର ଠକେଇର ମାଷ୍ଟରମାଇଣ୍ଡ: ରେଡ୍‌ ବେଳେ ୧.୦୫ କୋଟି ଟଙ୍କା, ସୁନା ଜବତ

ନୁଆଦିଲ୍ଲୀ,୨୦।୧୦: ବିହାରର ଗୋପାଳଗଞ୍ଜ ଜିଲାରେ ପୋଲିସ ଏକ ବଡ଼ ଧରଣର ସାଇବର ଠକେଇ ରାକେଟର ପର୍ଦ୍ଦାଫାସ୍ କରିଛି। ପୋଲିସ ଜଣେ ପୂର୍ବତନ ଚା’ ବିକାଳିଙ୍କ ଘରେ ଚଢ଼ାଉ କରି ୧ କୋଟି ୫ ଲକ୍ଷରୁ ଅଧିକ ଟଙ୍କା, ବହୁ ପରିମାଣର ସୁନା…

ହାଇଦ୍ରାବାଦରେ ଓଡ଼ିଆ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର

ହାଇଦ୍ରାବାଦରେ ଓଡ଼ିଆ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସ୍ବାମୀ କିଛି କାମରେ ଓଡ଼ିଶା ଆସିଥିବା ବେଳେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ମିଳିଛି । ତେଣୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ୨…

ବିହାରରେ ଭାଜପା ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର,୧୭/୧୦: ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ବିହାର ଗସ୍ତରେ ଯାଇ ବାଙ୍କା ଜିଲାରେ ଭାଜପା ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ। ଆଦିବାସୀ ପ୍ରବଣ ଏହି ଜିଲ୍ଲାରେ ସେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାରୁ ସିଧାସଳଖ…

ଲାଲୁଙ୍କ ପରିବାରକୁ ଜୋରଦାର ଝଟ୍‌କା: IRCTC ଦୁର୍ନୀତି ମାମଲାରେ କୋର୍ଟ ଦେଲେ ବଡ଼ ରାୟ

ବିହାର ବିଧାନସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ, IRCTC ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ପରିବାରର ସମସ୍ୟା ବୃଦ୍ଧି ପାଇଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା ତେଜସ୍ବୀ…

ନଭେମ୍ବର ୨୨ ପୂର୍ବରୁ ନିର୍ବାଚନ ହେବ – ଇଲେକ୍ସନ କମିଶନ୍

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନକୁ ନେଇ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଆସନ୍ତା ନଭେମ୍ବର ୨୨ ତାରିଖରେ ବିହାର ବିଧାନସଭାର କାର୍ଯ୍ୟକାଳ ଶେଷ ହେଉଛି । ତେଣୁ ତା’ପୂର୍ବରୁ ବିହାର ବିଧାନସଭାର ନିର୍ବାଚନ ଶେଷ ହେବ ବୋଲି…

ବିହାରରେ ଚୂଡ଼ାନ୍ତ SIR ଭୋଟର ତାଲିକା ପ୍ରକାଶ, ଯୋଡିହେଲେ ୧୪ ଲକ୍ଷ ନୂତନ ଭୋଟର

ନୁଆଦିଲ୍ଲୀ: ବିହାରରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପରେ ନିର୍ବାଚନ କମିଶନ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ବିହାରରେ ପ୍ରାରମ୍ଭରେ ୭ କୋଟି ୮୯ ଲକ୍ଷ ୬୯ ହଜାର ୮୪୪ ଭୋଟର ଥିଲେ। SIR ରୁ ୬୫ ଲକ୍ଷ…

ଯେକୌଣସି ସମୟରେ ଘୋଷଣା ହୋଇପାରେ। ବିହାର ନିର୍ବାଚନ ତାରିଖ

ଯେକୌଣସି ସମୟରେ ଘୋଷଣା ହୋଇପାରେ। ବିହାର ନିର୍ବାଚନ ତାରିଖ ଆଗାମୀ ବିହାର ବିଧାନସଭା ନିର୍ବାଚନ ସଂପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ନିର୍ବାଚନ ପ୍ରସ୍ତୁତିକୁ ଚୂଡ଼ାନ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିସନ ଅକ୍ଟୋବର ୪ ଏବଂ ୫, ୨୦୨୫ରେ…

ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ; ପ୍ରଥମ କିସ୍ତିରେ ଆକାଉଣ୍ଟକୁ ଗଲା ୧୦ ହଜାର

ବିହାର ମହିଳାମାନଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ମହିଳା ରୋଜଗାର ଯୋଜନାର ଶୁଭାରମ୍ଭ କଲେ ମୋଦି । ଭିଡିଓ କନଫେନ୍ସରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହିଳାମାନଙ୍କୁ ସ୍ୱାବଲମ୍ୱୀ କରିବାକୁ ସରକାରଙ୍କ ନୂଆ ଯୋଜନା । ପ୍ରଥମ କିସ୍ତିରେ…