Category: States

ଏନ୍‌ଆଉଣ୍ଟରରେ ଟଳିଲେ ଟପ୍‌ ମାଓବାଦୀ ହିଡମା

ଆନ୍ଧ୍ରପ୍ରଦେଶରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏକ ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି। ଏହି ଏନ୍‌କାଉଣ୍ଟରରେ ୬ଜଣ ଟପ୍‌ ମାଓବାଦୀ ନେତା ନିହତ ହୋଇଥିବା ସୂଚନା ମିଳିଛି। ଏନ୍‌କାଉଣ୍ଟରରେ ଟପ୍‌ ମାଓବାଦୀ ନେତା ମାଡଭି ହିଡମା ଏବଂ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।…

ବିହାରରେ ଏନ୍ ଡି ଏ ବିଜୟ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଣକ୍ୟ ନୀତି

ବିହାରରେ ଏନ୍ ଡି ଏ ବିଜୟ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଣକ୍ୟ ନୀତି ବିହାର: ନମସ୍କାର! ସ୍ୱାଗତ କରୁଛି ‘ନିର୍ବାଚନ ସ୍ପେଶାଲ୍’ କାର୍ଯ୍ୟକ୍ରମକୁ। ବିହାର ବିଧାନସଭା ନିର୍ବାଚନରେ ଜନତା ଦଳ (ୟୁନାଇଟେଡ୍) ଏବଂ ଭାରତୀୟ ଜନତା ପାର୍ଟିର ମେଣ୍ଟ ଏନ୍ ଡି…

ବିହାର ନିର୍ବାଚନ: ବିହାରରେ ପୁଣି ଆଗରେ ଏନଡିଏ

ବିହାର: ବିହାର ବିଧାନସଭା ନିର୍ବାଚନରେ ୨୪୩ ଆସନ ପାଇଁ ଚାଲିଛି। ବିହାରରେ ମ୍ୟାଜିକ ନମ୍ବରରୁ ବହୁ ଆଗରେ ରହିଛି ଏନଡିଏ। ୨୪୩ ଆସନରୁ ୧୯୪ ଆସନରେ ଆଗରେ ରହିଛି ଏନଡିଏ। ୫୦ ତଳକୁ ଖସିଲା ମହାଗଠବନ୍ଧନ। ୪୫ ଆସନରେ ମହାଗଠବନ୍ଧନ ଆଗୁଆ।…

ମୁସଲିମ୍ ଏରିଆ ରେ ଏନ୍ ଡି ଏ ର ରହିଛି ପ୍ରଭାବ

ପାଟନା: ବିହାରର ଜନସଂଖ୍ୟାର ପ୍ରାୟ ୧୮% ମୁସଲିମ୍ ସମ୍ପ୍ରଦାୟ ନିର୍ବାଚନ ରାଜନୀତିରେ ସର୍ବଦା ଏକ ଚର୍ଚ୍ଚିତ ବିଷୟ ହୋଇ ଆସିଛନ୍ତି। ରାଜନୈତିକ ବିଶ୍ଳେଷକମାନେ ଏହାକୁ କ୍ଷମତାର ଚାବିକାଠି ବୋଲି ବିବେଚନା କରନ୍ତି। ତଥାପି, ସାମ୍ପ୍ରତିକ ନିର୍ବାଚନ ଫଳାଫଳ ଦର୍ଶାଉଛି ଯେ, ମୁସଲିମ୍…

ଛତିଶଗଡ଼ ବିଳାସପୁର ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା; ୬ ମୃତ

ଛତିଶଗଡ ବିଳାସପୁରରେ ବଡ଼ ଟ୍ରେନ ଦୁର୍ଘଟଣା । ହାୱଡା ରୁଟରେ ପାସେଞ୍ଜର ଟ୍ରେନ ଏବଂ ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଧକ୍କା ହୋଇଛି । ଅନେକ ବଗି ଲାଇନଚ୍ୟୁତ ହୋଇଛି । ଟ୍ରେନ ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି…

ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ମୃତଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଃଖ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ…

ତେଲଙ୍ଗାନା କ୍ୟାବିନେଟ୍‌ରେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ ମହମ୍ମଦ ଆଝାରୁଦ୍ଦିନ

ପୁର୍ବତନ କ୍ରିକେଟ ଅଧିନାୟକ ତଥା କଂଗ୍ରେସ ନେତା ମହମ୍ମଦ ଆଝାରୁଦ୍ଦିନ ତେଲଙ୍ଗାନା କ୍ୟାବିନେଟ୍‌ରେ ଗୁରୁବାର ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜଭବନରେ ରାଜ୍ୟପାଳ ଜିଷ୍ଣୁଦେବ ବର୍ମା ପୂର୍ବତନ କ୍ରିକେଟରଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଆଝାରୁଦ୍ଦିନ୍‌ଙ୍କ ନିଯୁକ୍ତି…

ବିହାର ନିର୍ବାଚନ: ଜନ ସୂରାଜ ପାର୍ଟି ପ୍ରାର୍ଥୀଙ୍କ ସମ୍ପର୍କୀୟଙ୍କୁ ଗୁଳି କରି ହତ୍ୟା

ନୁଆଦିଲ୍ଲୀ: ଆଜି ପାଟନା ନିକଟସ୍ଥ ମୋକାମାରେ ଗୁଳି ଚାଲିଛି। ଅନନ୍ତ ସିଂହଙ୍କ ଗଡ଼ରେ ଗୁଳିଚାଳନା ଯୋଗୁଁ ଜନ ସୂରାଜ ପାର୍ଟିର ଜଣେ ସମର୍ଥକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଭଦୌର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଛି। ମୃତକଙ୍କ ନାମ ଦୁଲାରଚାନ୍ଦ ଯାଦବ…

ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଭୀଷଣ ବାତ୍ୟା ‘ମୋନ୍ଥା’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆନ୍ଧ୍ର ପ୍ରଦେଶ କାକିନାଡ଼ା ଦେଇ ଅତିକ୍ରମ କରୁଛି ବାତ୍ୟା ‘ମୋନ୍ଥା’। ୩ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଚାଲିବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା। ପବନର ବେଗ ୯୦ରୁ ୧୦୦ କିମି ପର୍ଯ୍ୟନ୍ତ ରହିଥିବା…

ଓଡ଼ିଶାରେ ଦୁର୍ବଳ ଅବସ୍ଥାରେ ପହଞ୍ଚିବ ‘ମନ୍ଥା’: ଆଇଏମଡି

ଧୀରେ ଧୀରେ ଉପକୂଳ ମୁହାଁ ହେଉଛି ବାତ୍ୟା ‘ମନ୍ଥା’। ଆନ୍ଧ୍ରପ୍ରଦେଶର ମଛିଲିପତନମ-କଳିଙ୍ଗପତନମ ମଧ୍ୟବର୍ତ୍ତୀ ଅଞ୍ଚଳ କାକିନାଡା ନିକଟରେ ଏହା ସ୍ଥଳଭାଗ ଛୁଇଁବ। ତେବେ ଓଡ଼ିଶାରେ ବାତ୍ୟା ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯାଇଥିବ। ଭାରତ ପାଣିପାଗ ବିଭାଗ(ଆଇଏମଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏହି…

You missed