Category: States

ଯବାନ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ : ୧୭ ଲାଲବାହିନୀ ନିହତ

ଭୂବନେଶ୍ୱର, ୩୦/୦୩ : ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକ୍‌ମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ବଡ଼ ସଫଳତା । ଯବାନଙ୍କ ଗୁଳିରେ ୧୭ ମାଓବାଦୀ ଟଳିପଡ଼ିଛନ୍ତି । ଡିଆରଜି ଓ ସିଆରପିଏଫ୍‌ ଯବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି । ୨…

ଆତ୍ମସମର୍ପଣ କଲେ ୯ ନକ୍ସଲ

ଭୂବନେଶ୍ୱର, ୨୬/୦୩ : ଆଜି ଛତିଶଗଡ଼ର ସୁକମା ଜିଲାରେ ୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାମରେ ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ଘୋଷଣା କରାଯାଇଥିଲା। ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ଛଅ ଜଣ ମହିଳା ଅଛନ୍ତି ବୋଲି ସୁକମା…

ତୁଟିବ ମହାନଦୀ ଜଳ ବିବାଦ! ଆପୋଷ ସମାଧାନ ପାଇଁ ଆଲୋଚନା

ଭୂବନେଶ୍ୱର: ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେବ ସାଏ ଓଡ଼ିଶା ଗସ୍ତରେ ଆସିଥିବା ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ବିଭିନ୍ନ ବିଷୟ ସହିତ ମହାନଦୀ ଜଳ ବିବାଦ ସମ୍ପର୍କରେ ମଧ୍ୟ ଉଭୟଙ୍କ…

ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ : ୨ ମାଓବାଦୀ ନିହତ, ଜଣେ ଯବାନ ସହିଦ

ଭୂବନେଶ୍ୱର, ୨୦/୦୩ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲା ଗଙ୍ଗଲୁର ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଜୋରଦାର ଗୁଳିବିନିମୟ । ୨ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର…

୧୯ ନକ୍ସଲଙ୍କ ଆତ୍ମସମର୍ପଣ

ରାୟପୁର: ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା ବାହିନୀ ନିକଟରେ ୧୯ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ଏଥିମଧ୍ୟରୁ ୯ ଜଣ ନକ୍ସଲଙ୍କ ଉପରେ ମୋଟ ୨୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ଏସଏସପି ଜିତେନ୍ଦ୍ର କୁମାର…

ନବ ଦାସ ହତ୍ୟା ମାମଲା: CBI ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଇ-ମେଲ୍ କଲେ ପତ୍ନୀ

ନବ ଦାସ ହତ୍ୟା ମାମଲା ନେଲା ନୂଆ ମୋଡ଼ । ସିବିଆଇ ତଦନ୍ତ ପାଇଁ ଲିଖିତ ଆବେଦନ କରିବ ସ୍ୱର୍ଗତ ନବ ଦାସଙ୍କ ପରିବାର । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ଇ-ମେଲ୍ କରିଛନ୍ତି ନବ ଦାସଙ୍କ ପତ୍ନୀ ।…

ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି

ତିରୁପତି: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିରକୁ ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି । ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଅଧ୍ୟକ୍ଷ ବି.ଆର. ନାଇଡୁ ଶନିବାର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁଙ୍କୁ ଏହି ସମ୍ପର୍କରେ ଏକ…

ଲ୍ୟାଣ୍ଡମାଇନ୍‌ ନିଷ୍କ୍ରିୟ କଲେ ସୁରକ୍ଷାକର୍ମୀ, ଅଳ୍ପକେ ବର୍ତ୍ତିଲା ଜୀବନ

ସୁକମା : ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଣି ସକ୍ରିୟ ହୋଇଯାଇଛନ୍ତି ନକ୍ସଲ । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି କୋଣ୍ଟା ଅଞ୍ଚଳରେ ଖଞ୍ଜିଥିବା ଲ୍ୟାଣ୍ଡମାଇନକୁ ସୁରକ୍ଷାକର୍ମୀ ମାନେ ନିଷ୍କ୍ରିୟ କରିଛନ୍ତି । ବୋମାର ଓଜନ ୫ କିଲୋଗ୍ରାମ ଥିଲା ବୋଲି ସୂଚନା…

ମହିଳା ହକି ଇଣ୍ଡିଆ ଲିଗ୍ : ପ୍ରଥମ ସଂସ୍କରଣ ଟାଇଟଲ ହାତେଇଲା ଓଡିଶା ଓ୍ବାରିୟର୍ସ

ରାଞ୍ଚି: ଇତିହାସ ରଚିଲା ଓଡିଶା ଓ୍ବାରିୟର୍ସ । ମହିଳା ହକି ଇଣ୍ଡିଆ ଲିଗ ପ୍ରଥମ ସଂସ୍କରଣ ୨୦୨୪-୨୫ର ଟାଇଟଲ ହାସଲ କରିଛି ଓଡିଶା ଓ୍ବାରିୟର୍ସ । ଏହି ଫାଇଲାନ ମୁକାବିଲାରେ ଓଡିଶା ଓ୍ବାରିୟର୍ସ ୨-୧ରେ ସୁରମା ହକି କ୍ଲବକୁ ପରାସ୍ତ କରିଛି…

ଗରିୟାବନ୍ଧ ଜଙ୍ଗଲରେ ପୁଣି ଏନକାଉଣ୍ଟର : ଦୁଇ ମାଓବାଦୀ ମୃତ

ଭୂବନେଶ୍ୱର, ୨୨/୦୧ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଗରିୟାବନ୍ଧ ଜଙ୍ଗଲରେ ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ଦୁଇ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ । ମାଲକାନଗିରି ଛତିଶଗଡ ସିମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ତାଲିମ…