Category: States

ଏନକାଉଣ୍ଟରରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ନିହତ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ସୀମାନ୍ତରେ ସୁରକ୍ଷା ବାହିନୀକୁ ମିଳିଛି ବଡ଼ଧରଣର ସଫଳତା । ଏନ୍‌କାଉଣ୍ଟରରେ କୋଟିଏ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ଚଳପତି ଓରଫ ଜୟରାମର ମୃତ୍ୟୁ ହୋଇଛି । ସୀମାନ୍ତ ଛତିଶଗଡ଼ର ଗରିଆବନ୍ଧ ଜିଲ୍ଲାରେ ପୋଲିସ ଓ ନକ୍ସଲମାନଙ୍କ ମଧ୍ୟରେ…

ଜାନୁଆରୀ ୨୮ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ

ଭୂବନେଶ୍ୱର: ଆସନ୍ତା ୨୮ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ସକାଳ ୧୦ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ଏହାପରେ ଜନତା ମୈଦାନରେ ହେବାକୁ ଥିବା ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗଦେବେ ପ୍ରଧାନମନ୍ତ୍ରୀ । ସେଠାରେ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ନିହତ

ଭୂବନେଶ୍ୱର, ୧୨/୦୧ : ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଛନ୍ତି । ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲା ମଦେଡ ଜଙ୍ଗଲରେ ଡିଆରଜି ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ…

ଷ୍ଟିଲ ପ୍ଲାଣ୍ଟରେ ଅଘଟଣ; ୪ ମୃତ, ୨୫ରୁ ଅଧିକ ଶ୍ରମିକ ଦବିଥିବା ଆଶଙ୍କା

ରାୟପୁର: ଛତିଶଗଡ଼ର ମୁଙ୍ଗେଲି ଜିଲ୍ଲାରେ ଥିବା ଏକ ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ପ୍ଲାଣ୍ଟର ଚିମନୀ ଭୁଶୁଡ଼ି ପଡ଼ିବାରୁ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ୨ ଜଣଙ୍କୁ ଜୀବିତ ଅବସ୍ଥାରେ ଧ୍ୱଂସାବଶେଷ ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି…

ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୩ ମାଓବାଦୀ ନିହତ

ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ : ୩ ମାଓବାଦୀ ନିହତ ଭୂବନେଶ୍ୱର, ୦୩/୦୧ : ଛତିଶଗଡ଼ର ସୋରନାମାଲ ଜଙ୍ଗଲରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଡିଆରଜି, ଏସଟିଏଫ ଓ ସିଆରପିଏଫ ଯବାନଙ୍କ ଗୁଳିରେ ୩…

ସଦର ବ୍ଲକ ନରଣ ପୁର ଗ୍ରାମରେ ମା କାମନା କାଳୀଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ ଆଜି କଳସ ଯାତ୍ରା

ଢେଙ୍କାନାଳ: ସଦର ବ୍ଲକ ନରଣ ପୁର ଗ୍ରାମରେ ମା କାମନା କାଳୀଙ୍କ ଜନ୍ମ ଉତ୍ସବ ପାଳନ ନିମନ୍ତେ ଆଜି କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ବଡ଼ ଜୋରା ଠାରୁ ୧୩୦ ରୁ ଉର୍ଦ୍ଧ୍ବ ମହିଳା ବାଦ୍ୟ ଦ୍ୱାରା ଗ୍ରାମ ପରିକ୍ରମା…

ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ

ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆମ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଦ୍ବିତୀୟ ଦିନରେ ପୁରୀ ଓ ନୟାଗଡ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏଥିପାଇଁ ପୁରୀ…

ଅଗ୍ନିବିପନ୍ନଙ୍କୁ ସାହାଯ୍ୟ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ

ଅଗ୍ନିବିପନ୍ନଙ୍କୁ ସାହାଯ୍ୟ ର ହାତ ବଢାଇଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ —————– କଥା ରେ ଅଛି ଘୋଡ଼ାଚଢା ଠାରୁ ସମ୍ପଦ ନାହିଁ, ଘର ପୋଡ଼ି ଠାରୁ ବିପତ୍ତି ନାହିଁ । ଗତ 20 ତାରିଖ ରାତ୍ର ପ୍ରାୟ 3 ବେଳେ…

ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବା ଗ୍ରୁପ୍ ପକ୍ଷରୁ ଦିନଦରିଦ୍ରଙ୍କୁ ଛତା ବଣ୍ଟନ

ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ସେବା ଗ୍ରୁପ୍ ପକ୍ଷରୁ ଦିନଦରିଦ୍ରଙ୍କୁ ଛତା ବଣ୍ଟନ। କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳରେ ଗରିବ ଲୋକଙ୍କୁ ଛତା ବଣ୍ଟନ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ବଡବିଲ ପୌରାଞ୍ଚଳ, ଏକ ଖଣିଜ ସମ୍ପଦ ଭରା ଅଞ୍ଚଳ…

ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମିପୂଜନ ଓ ଶିଳାନ୍ୟାସ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ଗ୍ରାମପଞ୍ଚାୟତ ର ପାଟଣା ସାହି ଠାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ କରିବା ସହ ଶିଳା ନ୍ୟାସ କାର୍ଯ୍ୟକ୍ରମ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନ ସଭାର ଉପ ବାଚସ୍ପତି ରଜନିକାନ୍ତ…