ଜିଲ୍ଲା ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘର ସମ୍ମିଳନୀ
ଅନୁଗୋଳ/ବଅଁରପାଳ,୨୨.୬ -ରାଜ୍ୟ ଅଣଗେଜେଟେଡ଼ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଙ୍ଘର ଅନୁଗୋଳ ଜିଲ୍ଲା ଶାଖାର ଦଶମ ତ୍ରୟୋବାର୍ଷିକ ସମ୍ମିଳନୀ ନାଲକୋନଗର ସ୍ଥିତ ଆଲୁମିନିୟମ ମଜଦୁର ସଙ୍ଘ କାର୍ଯ୍ୟାଳୟରେ ରାଜ୍ୟ ସଂଘର ପୂର୍ବତନ ସଭାପତି ଉପେନ୍ଦ୍ରନାଥ ରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l…
