ତାଳଚେରରେ ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର ଉଦଘାଟିତ
ତାଳଚେରରେ ସ୍ୱୟଂକ୍ରିୟ ପରୀକ୍ଷଣ କେନ୍ଦ୍ର ଉଦଘାଟିତ ତାଳଚେର, ୦୪/୦୬ ଲୋକସେବା ଭବନର କନଭେନସନ ସେଂଟର ଠାରେ ବାଣିଜ୍ୟ ଓ ପରିବହନ ବିଭାଗର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକର୍ପଣ ଓ ଶିଳାନ୍ୟାସ ଭିଡ଼ିଓ କନଫ୍ରେନସ୍ ମାଧ୍ୟମରେ ମଙ୍ଗଳବାର ପୂର୍ବାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…
