“ଆମ କୁନାକୁନି”ର ରଥ ବିଶେଷାଙ୍କ ଲୋକାର୍ପିତ
“ଆମ କୁନାକୁନି”ର ରଥ ବିଶେଷାଙ୍କ ଲୋକାର୍ପିତତାଳଚେର, ୦୩/୦୭ ତାଳଚେରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା ହିଙ୍ଗୁଳା ପାଠାଗାର ଆନୁକୂଲ୍ୟରେ ପ୍ରକାଶିତ ତ୍ରୈମାସିକ ଶିଶୁ କିଶୋର ପତ୍ରିକା ‘ଆମ କୁନାକୁନି’ର ରଥ ବିଶେଷାଙ୍କ ଲୋକାର୍ପିତ ହୋଇଯାଇଛି । ମା ହିଙ୍ଗୁଳା ପାଠାଗାରର ପ୍ରତିଷ୍ଠାତା…
ଜିଏମ ସ୍ତରରେ ଅଦଳବଦଳ
ଜିଏମ ସ୍ତରରେ ଅଦଳବଦଳତାଳଚେର, ୦୩/୦୭ ତାଳଚେର ବିଭିନ୍ନ ଖଣିର ଜିଏମ ସ୍ତରରେ ଅଦଳବଦଳ ହୋଇଥିବା ଦେଖିବାକୁ ମିଳିଛି । ତାଳଚେର ଜଗନ୍ନାଥ ନୋଡ଼ାଲ ଜିଏମଙ୍କ ଅବସର ଗ୍ରହଣ କରିବାପରେ ସେହିସ୍ଥାନକୁ ଭୂବନେଶ୍ୱରୀ ଜିଏମ ଏକେ ସିଂହଙ୍କୁ ଅବସ୍ଥାପିତ କରାଯାଇଛି । ସେହିଭଳି…
ଦୃର୍ବୁତମାନେ ଲୁଟିନେଲେ ପାଣିମିଟର
ଦୃର୍ବୁତମାନେ ଲୁଟିନେଲେ ପାଣିମିଟରତାଳଚେର, ୦୩/୦୭ ତାଳଚେର ପୌରପରିଷଦ ଅଚଂଳକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଘରକୁ ଦିଆଯାଇଥିବା ପାଇପରୁ ଦୃର୍ବୁତମାନେ ମିଟର ଗୁଡ଼ିକୁ ମଧ୍ୟରାତ୍ରୀରେ କାଟି ନେଇଥିବା ଚର୍ଚ୍ଚାର ବିଷୟ ହୋଇଛି । ପୌରପରିଷଦ ୱାର୍ଡ଼ ନଂ- ୫, ୭, ୮କୁ ସଂଯୋଗୀ…
ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ଶୈଳଶ୍ରୀକ୍ଷେତ୍ରରେ ରଥଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଗୋଳ, ୦୩.୦୬ : ଚଳିତ ମାସ ୧୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅବ୍ଦାଲ୍ ମୁହମ୍ମଦ୍ ଅଖ୍ତରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ…
ତାଳଚେରରେ ସାଇବର ସଚେତନତା କାର୍ଯ୍ୟକ୍ରମ, ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ସାମିଲ
ଅନୁଗୋଳ: ଅନୁଗୋଳ ସାଇବର ଥାନା ପୋଲିସ ପକ୍ଷରୁ ତାଳଚେର ସଭାଘରଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜୁନିଅର ଚାମ୍ବର ଇଣ୍ଟରନ୍ୟାସନାଲ (ଜେସିଆଇ), ହାଟତୋଟା ବଣିକ ସଂଘ ଏବଂ ଆଇ ଡ୍ରିମ୍ ମ୍ୟାନେଜମେଣ୍ଟର ଛାତ୍ରଛାତ୍ରୀଙ୍କ…
ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ନେଇ ଦାବିପତ୍ର
ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ନେଇ ଦାବିପତ୍ର ତାଳଚେର,୨।୭: ଏମସିଏଲ ଜାଗା ଜବରଦଖଲ ଉଚ୍ଛେଦ ଓ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ଆଜି ତାଳଚେର ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁସାରେ କୋଇଲା ଖଣି…
ଆଶାଢ଼ରେ ନଦୀ ଶୁଖିଲା : ଚିନ୍ତାରେ ଚାଷୀ
ଆଶାଢ଼ରେ ନଦୀ ଶୁଖିଲା : ଚିନ୍ତାରେ ଚାଷୀତାଳଚେର, ୦୨/୦୭ ଆଶାଢ଼ରେ ଶୁଖିଲା ପଡ଼ିଛି ପ୍ରାୟ ସବୁ ନଦୀ, ନାଳ, କେନାଲ । ବର୍ଷା ଦିନରେ ନଦୀର ନିସ୍ତେଜ ଅବସ୍ଥା ଆଖି ବୁଲାଇଲେ ଦିଶୁଛି ଖାଲି ବାଲି ଆଉ ବାଲି । ରଥଯାତ୍ରା…
ବର୍ତମାନ ମୁଣ୍ଡବିନ୍ଧାର କାରଣ : ଭାଇରାଲ ଜ୍ୱର
ବର୍ତମାନ ମୁଣ୍ଡବିନ୍ଧାର କାରଣ : ଭାଇରାଲ ଜ୍ୱରତାଳଚେର, ୦୨/୦୭ ଋତୁର ପରିବର୍ତନ ହେଉଥିବା ବେଳେ ଏବେ ଲୋକଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ପରିବର୍ତନ କରିପକାଉଛି । ପିଲା ଠାରୁ ବୁଢ଼ାଯାଏଁ ଯାହାକୁ ଦେଖିବ ଥଣ୍ଡା, କାଶ, ଜ୍ୱର । ଏହି ଋତୁର ପରିବର୍ତନରେ…
