ଗ୍ଲାମ ଇଣ୍ଡିଆ ୨୦୨୬ରେ ଚମକିଲେ ଅନୁଗୋଳର ପୁଅ ଡି. ଶ୍ରେୟାଂଶ କୁମାର
ଗ୍ଲାମ ଇଣ୍ଡିଆ ୨୦୨୬ରେ ଚମକିଲେ ଅନୁଗୋଳର ପୁଅ ଡି. ଶ୍ରେୟାଂଶ କୁମାର ଅନୁଗୋଳ, ଗ୍ଲାମ ଇଣ୍ଡିଆ ୨୦୨୬ ପ୍ରତିଯୋଗିତାରେ ଅନୁଗୋଳର ପୁଅ ଡି. ଶ୍ରେୟାଂଶ କୁମାର ଶତପଥୀ ସଫଳତାର ଶିଖର ଛୁଇଁ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଅନୁଗୋଳର ଅମୁଲ୍ୟ ଶତପଥୀ…
