୪ ଚୋର ସମେତ ପାଞ୍ଚ ନାବାଳକ ଗିରଫ
ଅନୁଗୋଳ (୦୯/୦୪/୨୦୨୩) : ଜିଲ୍ଲା ବନ୍ତଳା ପୋଲିସ କୁ ଏକ ବଡ ଧରଣର ସଫଳତା ମିଳିଛି। ଗେଞ୍ଜଇ ନିଶାରେ ଚୋରି କରୁଥିବା ଚୋର ମାନଙ୍କ ଏତେ ଲମ୍ବା ତାଲିକା ରହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କ ଅଭିଯୋଗ ପୋଲିସ ପାଖକୁ ଆସୁନଥିଲା।…
ଅନୁଗୋଳ (୦୯/୦୪/୨୦୨୩) : ଜିଲ୍ଲା ବନ୍ତଳା ପୋଲିସ କୁ ଏକ ବଡ ଧରଣର ସଫଳତା ମିଳିଛି। ଗେଞ୍ଜଇ ନିଶାରେ ଚୋରି କରୁଥିବା ଚୋର ମାନଙ୍କ ଏତେ ଲମ୍ବା ତାଲିକା ରହିଛି ଯେ, ଅନେକ କ୍ଷେତ୍ରରେ ସେମାନଙ୍କ ଅଭିଯୋଗ ପୋଲିସ ପାଖକୁ ଆସୁନଥିଲା।…
ମଙ୍ଗଳମ ଶାଢ଼ୀ ଶୋ’ ରୁମ୍ ରେ ଭୟାବହ ଅଗ୍ନିକାଣ୍ଡ ବଜାର ରେ ବିଜୁଳି ବିଭାଗର ସଂଯୋଗ ଖୁଣ୍ଟ ରୁ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ର କାରଣ ବୋଲି ସୁଚନା ଦେଇଛନ୍ତି ଏପରି ଏକ ଘଟଣା ଘଟିଛି ଅନୁଗୋଳ ଟାଉନ୍ ରେ ।…
ଶ୍ରମ ଏବଂ ରାଜ୍ୟ କର୍ମଚାରୀ ବୀମା ବିଭାଗ ତରଫରୁ ଏହାର କଡାକଡି ନିରୀକ୍ଷଣ କରାଯିବ । ଖୋଲାପକାରୀ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ । > ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ…
ଅନୁଗୋଳ ପୌରପାଳିକା ର ୱାର୍ଡ ନଂ ୧୧ ଓ ୧୨ ଠାରେ ପରିଚୟ ଗୃହ ଉଦଘାଟନ କଲେ ଉପ-ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ ଅନୁଗୋଳ ପୌରପାଳିକା ଅନ୍ତର୍ଗତ ୱାର୍ଡ ନଂ୧୧ ମାଟିଆସାହି ବସ୍ତି ଓ ୱାର୍ଡ ନଂ୧୨ ହାପିବନ୍ଦ ସାହି ବସ୍ତି…
ଶୂନ୍ୟ ମୃତ୍ୟୁହାତ ସପ୍ତାହ ରେ ଥାନା ସମ୍ମୁଖ ରେ ଦୁର୍ଘଟଣା, ସ୍ଵାମୀ ମୃତ ସ୍ତ୍ରୀ ଗୁରୁତ୍ତର ଜଗନ୍ନାଥ ଦର୍ଶନ ସାରି ଅଧାବାଟରେ ଗଲା ଜୀବନ ହେଲମେଟ ବଞ୍ଚାଇ ପାରିଲାନି ଦୁର୍ଘଟଣାରେ ମୃତ୍ୟୁକୁ ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ୍ ଛକରେ…
ବଅଁରପାଳ ଅଞ୍ଚଳରେ ଜଗିଲା ୨୫ ଗୋଟି ସି ସି କ୍ୟାମେରା ଶୂନ୍ୟ ଦୁର୍ଘଟଣା ଲକ୍ଷ୍ୟରେ ବଅଁରପାଳ ଥାନା। ଅନୁଗୋଳ ଜିଲ୍ଲାର ବନରପାଳ ବ୍ଲକ୍ ଏକ ପ୍ରମୁଖ ସ୍ଥାନ ଭାବେ ପରିଚିତ।ଏହାର ଚତୁର୍ପାର୍ଶ୍ୱରେ ନାଲକୋ – ଥର୍ମାଲ – ଜି.ଏମ. ଆର୍ ଏବଂ…
ଭୂମି ହୀନ ହୋଇଥିବାରୁ ପକ୍କା ଘର ଆସି ଫେରି ଯାଉଥିବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ରାଣୀଗୋଡା ଗ୍ରାମର କମଳା ବେହେରା ନାମକ ଜଣେ ମହିଳା ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଦ୍ଵାରସ୍ଥ ହୋଇ ଅଭିଯୋଗ କରୁଛନ୍ତି। ସୂଚନା…
ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । କୋଭିଡ-୧୯ ମହାମାରୀ ମୁକାବିଲାର ସମସ୍ତ ଦିଗ ବିଷୟରେ ସମୀକ୍ଷା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଶ୍ରୀ ରାଜେଶ ଭୂଷଣଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି…
ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଗଦର୍ଶନରେ କାର୍ଯ୍ୟକ୍ରମ ଆୟୋଜନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ଠାରେ ଉତ୍କଳ ଦିବସରୁ ଏପ୍ରିଲ ୨୯ ତାରିଖ ପର୍ଯ୍ୟନ୍ତ ପ୍ରାୟ ମାସ ବ୍ୟାପୀ ଜି- ୨୦ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ…
ଆସନ୍ତା ତା ୦୧-୦୪-୨୦୨୩ ରିଖରେ ଭୁବନେଶ୍ବର, ନୂଆଦିଲ୍ଲୀ, କୋଲକାତା ଏବଂ ସମସ୍ତ ଜିଲ୍ଲାସ୍ତରରେ ଉତ୍କଳ ଦିବସ ଉତ୍ସବ ପାଳନ ହେବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉତ୍କଳ ମଣ୍ଡପରେ ହେବାକୁ ଥିବା ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ…