Category: ଅନୁଗୋଳ

ଚଳନ୍ତା ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୬୦ରୁ ଅଧିକ ଯାତ୍ରୀ

ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ଅଞ୍ଚଳରେ ଆଜି ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି। ରାଉରକେଲାରୁ ପାରାଦୀପ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସହିତ ବସ୍‌ ଭିତରେ ଆତଙ୍କର ପରିସ୍ଥିତି ସୃଷ୍ଟି…

ରାସ୍ତା ଉପରେ ଜଳିଗଲା ହାଇବା ଟ୍ରକ

ରାସ୍ତା ଉପରେ ଜଳିଗଲା ହାଇବା ଟ୍ରକ ,ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଆଜି ରାତି ପ୍ରାୟ 12:30 ମିନିଟ ହେବ ସମଲ କେନାଲ ବାଇପାସ ରାସ୍ତା ଠାରେ ଗାଡି ଚାଲୁଥିବା ସମୟରେ ଅଚାନକ ଗାଡି ରେ ସଟ…

ଆଜିର ରାଶିଫଳ

ନମସ୍କାର! ଜାଗ୍ରତ ଭାରତ ନ୍ୟୁଜ୍ ପକ୍ଷରୁ ଆପଣଙ୍କୁ ଆଜିର ରାଶିଫଳକୁ ସ୍ୱାଗତ। ନିଜର ଦୈନନ୍ଦିନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଜାଣି ନିଅନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ, କ’ଣ ରହିଛି ଆପଣଙ୍କ ଶୁଭ ସଂଖ୍ୟା, ଶୁଭ ରଙ୍ଗ ଏବଂ…

“ସରକାରୀ ରାସ୍ତା ବନ୍ଦ ଅଭିଯୋଗ; ସଙ୍କଟରେ ଛେଳି ଫାର୍ମ, ପ୍ରଭାବିତ ଚାଷକାମ”

“ସରକାରୀ ରାସ୍ତା ବନ୍ଦ ଅଭିଯୋଗ; ସଙ୍କଟରେ ଛେଳି ଫାର୍ମ, ପ୍ରଭାବିତ ଚାଷକାମ” ବଅଁରପାଳ: ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ବନ୍ଦା ପଞ୍ଚାୟତରେ ସରକାରୀ ରାସ୍ତାକୁ ଖୋଳି ବନ୍ଦ କରିଦେବା ନେଇ ଅଭିଯୋଗ ଉଠିଛି। ବନ୍ଦା ଗ୍ରାମର ଚନ୍ଦ୍ରଶେଖର ସାହୁ ଅଭିଯୋଗ କରିଛନ୍ତି…

କଳମଛୁଇଁର ଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ

କଳମଛୁଇଁର ଗୋପବନ୍ଧୁ ଜରାଶ୍ରମ ପରିଦର୍ଶନ କଲେ ବିଧାୟକ ବ୍ରଜକିଶୋର ପ୍ରଧାନ ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମରେ ଗୋପବନ୍ଧୁ ମାନବ କଲ୍ୟାଣ ସମିତି ଦ୍ୱାରା ପରିଚାଳିତ “ଗୋପବନ୍ଧୁ ଜରାଶ୍ରମ” ପରିଦର୍ଶନ କରିଛନ୍ତି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି…

ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ

ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ୧୭୫ ୟୁନିଟ୍ ରକ୍ତ ସଂଗ୍ରହ ତାଳଚେର, ୨୬:୬ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିବସ ଉପଲକ୍ଷେ ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ସଂଜଳ୍ପ ଦିବସ ପାଳନ କରାଯାଇଛି। ତାଳଚେର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ପକ୍ଷରୁ ଏକ ସ୍ବେଚ୍ଛାକୃତ…

ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା MSME’ କାର୍ଯ୍ୟକ୍ରମ ଉଦଘାଟିତ

ଜିଲ୍ଲାସ୍ତରୀୟ ‘ଉଦ୍ୟମୀ ଓଡ଼ିଶା MSME’ କାର୍ଯ୍ୟକ୍ରମ ଉଦଘାଟିତ ଅନୁଗୋଳ, ୨୭.୦୬ : ଅନୁଗୋଳ ଜିଲ୍ଲାର ବ୍ୟାପକ ଶିଳ୍ପ ସମ୍ଭାବନା ଓ ଶିଳ୍ପ ପୋର୍ଟଫୋଲିଓକୁ ପ୍ରଦର୍ଶନ କରିବା ନିମନ୍ତେ ଉଦ୍ୟମୀ ଓଡ଼ିଶା MSME କାର୍ଯ୍ୟକ୍ରମ ଆଜି ଅପରାହ୍ନରେ ବିଜୁ ମଇଦାନଠାରେ ଉଦଘାଟିତ ହୋଇଯାଇଛି।…

ଆରପିଡ଼ିଏସି ବୈଠକରୁ ମିଳୁନି ସଫଳତା

ଆରପିଡ଼ିଏସି ବୈଠକରୁ ମିଳୁନି ସଫଳତାତାଳଚେର, ୨୭/୦୬ ତାଳଚେରରେ ଥିବା ବିଭିନ୍ନ ରଷ୍ଟ୍ରାୟତ ଉଦ୍ୟେଗ ସମଲବ୍ୟାରେଜ ଓ ରେଙ୍ଗାଳିବନ୍ଧ ଯୋଜନାରେ ସ୍ଥାନୀୟ ପ୍ରଜାଙ୍କର ଶହଶହ ଏକର ଚାଷଜମି ଘାରବାଡ଼ି ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ବେଳେ ଏହାର ପ୍ରତିବଦଳରେ ସେମାନଙ୍କ ମଧ୍ୟରୁ ବହୁ ଲୋକ…

ତୁଳସୀପାଳ ଶିବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ, ଚାଳକ ଗୁରୁତର

ତୁଳସୀପାଳ ଶିବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ସ୍କର୍ପିଓ, ଚାଳକ ଗୁରୁତର ଅନୁଗୋଳ: ବଅଁରପାଳ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ବାଇପାସ୍ ରାସ୍ତାର ତୁଳସୀପାଳ ଶିବ ମନ୍ଦିର ନିକଟରେ ଶୁକ୍ରବାର ଏକ ଦ୍ରୁତଗତି ସ୍କର୍ପିଓ ଗାଡ଼ି ଭାରସାମ୍ୟ…

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୧୦୦ ୟୁନିଟ୍ ରକ୍ତ

ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ରକ୍ତଦାନ ଶିବିର, ସଂଗୃହୀତ ହେଲା ୧୦୦ ୟୁନିଟ୍ ରକ୍ତ ଅନୁଗୋଳ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଅନୁଗୋଳ ବିଧାନସଭା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର…