ପିଡିଏସ ବଣ୍ଟନ ଦାବିରେ ଶାନ୍ତି ପୁର୍ଣ୍ଣ ଭାବରେ ପଞ୍ଚାୟତ ସମ୍ମୁଖରେ ଗଣଧାରଣା
ପିଡିଏସ ବଣ୍ଟନ ଦାବିରେ ଶାନ୍ତି ପୁର୍ଣ୍ଣ ଭାବରେ ପଞ୍ଚାୟତ ସମ୍ମୁଖରେ ଗଣଧାରଣା କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ର ଚିଙ୍ଗୁଡ଼ିସର ପଞ୍ଚାୟତ ନୂଆଁ ଆଶା ଓ ବିଶ୍ୱାସର ସହ 2017ମସିହାରେ ଗଢ଼ିଥିବାଏହି ଚିଙ୍ଗୁଡ଼ିସର ଗ୍ରାମପଞ୍ଚାୟତ କିନ୍ତୁ ଆଜିବି ହିତାଧିକାରୀ ମାନେ ମୌଳିକ…
