ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପୁତ୍ରଦା ଏକାଦଶୀ ନୀତି ପାଳିତ
ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ପୁତ୍ରଦା ଏକାଦଶୀ ନୀତି ପାଳିତ ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ଆଜି ପବିତ୍ର ଶ୍ରାବଣ ମାସର ପୁତ୍ରଦା ଏକାଦଶୀ ନୀତି ଯଥାବିଧି ପାଳିତ ହୋଇଯାଇଛି। ପ୍ରାତଃ ସମୟରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି, ସ୍ନାନ,…
