Category: ଢେଙ୍କାନାଳ

ଯୌତୁକ ନିଷେଧ ଅଧିନିୟମ ସଂପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଯୌତୁକ ନିଷେଧ ଅଧିନିୟମ ସଂପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ । ଢ଼େଙ୍କାନାଳ, ୧୮.୮.୨୦୨୬- ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ପକ୍ଷରୁ ଯୌତୁକ ଅଧିନିୟମ-୧୯୬୧ ସଂପର୍କିତ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ…

ବିଜେପିର ନୂଆ ଟିମ୍ ପରେ ମୋଦି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା: କାହାକୁ ମିଳିବ ଦିଲ୍ଲୀ ଡାକରା?

ଶୀର୍ଷକ: ବିଜେପିର ନୂଆ ଟିମ୍ ପରେ ମୋଦି ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା: କାହାକୁ ମିଳିବ ଦିଲ୍ଲୀ ଡାକରା? ​ନୂଆଦିଲ୍ଲୀ: କେନ୍ଦ୍ରରେ ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଜାତୀୟ ରାଜନୀତିରେ ସରଗରମ ଆଲୋଚନା ଆରମ୍ଭ ହୋଇଛି। ଭାରତୀୟ…

ଢେଙ୍କାନାଳ ଭାଗୀରଥି ସାଗର କୂଳ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶ୍ରାବଣ ତୃତୀୟ ସୋମବାର ପାଳିତ; ମନୋରମ ମେଳା ବେଶରେ ଦର୍ଶନ ଦେଲେ ବାବା

ଢେଙ୍କାନାଳ ଜିଲ୍ଲାର ଭାଗୀରଥି ସାଗର କୂଳରେ ଅବସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଆଜି ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଭକ୍ତିମୟ ପରିବେଶ ମଧ୍ୟରେ ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି। ପ୍ରଭାତରୁ ମଙ୍ଗଳ ଆଳତି, ମହାସ୍ନାନ, ବେଲପତ୍ର ଅର୍ପଣ, ବିଭିନ୍ନ ପ୍ରକାରର…

ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍‌ର ୪ର୍ଥ ବାର୍ଷିକ ଉତ୍ସବ ‘ ସ୍ଲାଇ ଫେଷ୍ଟ୍ ୨୦୨୬ ’ ଧୁମଧାମରେ ପାଳିତ

ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍‌ର ୪ର୍ଥ ବାର୍ଷିକ ଉତ୍ସବ ‘ ସ୍ଲାଇ ଫେଷ୍ଟ୍ ୨୦୨୬ ’ ଧୁମଧାମରେ ପାଳିତଢେଙ୍କାନାଳ, ୧୬/୦୮/୨୦୨୬: ଢେଙ୍କାନାଳ ସହରସ୍ଥିତ ଷ୍ଟଡି ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ କମ୍ପ୍ୟୁଟର ଏଜୁକେସନ୍ ର ୪ର୍ଥ ବାର୍ଷିକ ଉତ୍ସବ ‘ସ୍ଲାଇ ଫେଷ୍ଟ ୨୦୨୬’ ରବିବାର…

ଦଶ ଦିନ ହେଲାଣି ଅନ୍ଧାରରେ ନାରଦମୁଣ୍ଡା…….

ଦଶ ଦିନ ହେଲାଣି ଅନ୍ଧାରରେ ନାରଦମୁଣ୍ଡା……. .କଙ୍କଡ଼ାହାଡ଼ ବ୍ଲକ ପରଜଙ୍ଗ ବିଧାୟକ ଗାଁ ରେ ସମସ୍ୟା ସମାଧାନ ହେଇପାରୁନି ବିଦ୍ୟୁତ୍ବ ବିଭାଗ ନିରବ!୧୦ ଦିନ ହେଲାଣି ଅନ୍ଧାରରେ ନାରଦମୁଣ୍ଡା ବାସିନ୍ଦାଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ମହାବିରୋଡ ଅଞ୍ଚଳପଙ୍ଗାତିରା ପଞ୍ଚାୟତର ନାରଦମୁଣ୍ଡା ସାହିର…

ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଟାଟା ଷ୍ଟିଲ୍ ମେରାମଣ୍ଡଳୀରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ମେରାମଣ୍ଡଳୀ, ଅଗଷ୍ଟ ୧୬, ୨୦୨୬: ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଶନିବାର ପ୍ଲାଣ୍ଟ ଅଫିସ୍ ପରିସରରେ ଉତ୍ସାହ ଓ ଉଦ୍ଦୀପନାର ସହ ୮୦ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଟାଟା ଷ୍ଟିଲ୍‌ର…

ଜାତୀୟ ପତାକା ଉତ୍ତୋଳନ

ସ୍ୱାଧୀନତା ଦିବସ ଉପଲକ୍ଷେ ଢେଙ୍କାନାଳ ମିନାବଜାର ପୂଜାମଣ୍ଡପ ସାମନାରେ ବଜାରବାସୀ ତଥା ପୂଜପ୍ରତିଷ୍ଠାନ ସଭ୍ୟମାନଙ୍କ ଉପସ୍ଥିତି ରେ ପୂଜପ୍ରତିଷ୍ଠାନ ଅଧ୍ୟକ୍ଷ ଶ୍ରୀ ଲଳିତ ପଟ୍ଟନାୟକ ଜାତୀୟପତାକା ଉତ୍ତୋଳନ କରିଥିଲେ।ପ୍ରବଳ ବର୍ଷା ସତ୍ୱେ ପୂଜାକମିଟି ସଭ୍ୟମାନେ ଉପସ୍ଥିତ ରହି ବନ୍ଦେ ମାତରମ ଓ…

ଇ-ବୁକସ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ

ଇ-ବୁକସ୍ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ବାଧୀନତା ଦିବସ ପାଳିତ।“””””””””””””””””””””””””””””””””””””””””””ଆଜି ପବିତ୍ର ୮୦ତମ ସ୍ବାଧୀନତା ଦିବସ ଅବସରରେ ଇ-ବୁକ୍ସ ,ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଢେଙ୍କାନାଳ ପରିସରରେ ଜାତୀୟ ପତାକା ଉତ୍ତୋଳନ କରାଯାଇଛି ।ଏହି ଜାତୀୟ ଦିବସରେ ଶ୍ରୀଯୁକ୍ତ ବିଭୂତି ଭୂଷଣ…

ଆଲୋକମାଳାରେ ଝଲସୁଛି ଢେଙ୍କାନାଳ ସହର, ସ୍ୱାଧୀନତା ଦିବସ ପାଇଁ ସଜେଇ ହେଲା ସହର

ଆଲୋକମାଳାରେ ଝଲସୁଛି ଢେଙ୍କାନାଳ ସହର, ସ୍ୱାଧୀନତା ଦିବସ ପାଇଁ ସଜେଇ ହେଲା ସହର ଢେଙ୍କାନାଳ: ଆସନ୍ତା ୧୫ ଅଗଷ୍ଟ ୮୦ତମ ସ୍ୱାଧୀନତା ଦିବସ ପାଳନକୁ ନେଇ ଢେଙ୍କାନାଳ ସହର ଉତ୍ସବମୁଖର ହୋଇଉଠିଛି। ସହରର ବିଭିନ୍ନ ପ୍ରମୁଖ ସ୍ଥାନ ଓ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ…

ABVP ତରଫରୁ ରାଜ୍ୟବ୍ୟାପୀ କ୍ୟାମ୍ପସ୍‌ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

ABVP ତରଫରୁ ରାଜ୍ୟବ୍ୟାପୀ କ୍ୟାମ୍ପସ୍‌ ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା ‘ବନ୍ଦେ ମାତରମ୍‌’ର ୧୫୦ତମ ବର୍ଷ ପାଳନ ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଦେଶଭକ୍ତିର ଭାବନା ଜାଗ୍ରତ କରିବା, ଜାତୀୟ ଏକତା ଓ ରାଷ୍ଟ୍ରୀୟ ଚେତନାକୁ ସୁଦୃଢ଼ କରିବା ଏବଂ ରାଷ୍ଟ୍ର ପୁନଃନିର୍ମାଣର ଲକ୍ଷ୍ୟକୁ…