Category: ଢେଙ୍କାନାଳ

ଢେଙ୍କାନାଳରେ ବିକାଶର ବାସ୍ତବ ଚିତ୍ର: ରାସ୍ତା ଅଭାବରୁ ଶିକ୍ଷାରେ ବାଧା, ପ୍ରଶାସନ ବିରୋଧରେ ଅଭିଯୋଗ

ଶିଳ୍ପଅଞ୍ଚଳରେ ଗ୍ରାମଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପକ୍କା ରାସ୍ତା ଯୋଗାଇଦେବା ଏବଂ ପ୍ରଶାସନ ଦୃଷ୍ଟିଆକର୍ଷଣ କରିବା ପ୍ରଶାସନର ନିଘୁଡ଼ୁଡ଼ି ନିଦ କାଦୁଅ ରାସ୍ତାରେ ବିପଦପୂର୍ଣ୍ଣଭାବେ ସ୍କୁଲ୍ ଯାଉଛନ୍ତି ୩ଟି ଗ୍ରାମର କୋମଳମତି ଶିଶୁ, ଢ଼େଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ କଣ୍ଟାବଣିଆ ଥାନା ଅନ୍ତର୍ଗତକମଳାଙ୍ଗ ଗ୍ରାମପଞ୍ଚାୟତର…

ସ୍ୱର୍ଗତ ଶ୍ରୀ ବିବେକାନନ୍ଦ ମହାପାତ୍ର ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ସ୍ୱର୍ଗତ ଶ୍ରୀ ବିବେକାନନ୍ଦ ମହାପାତ୍ର ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଢେଙ୍କାନାଳ – ସ୍ୱର୍ଗତ ଶ୍ରୀ ବିବେକାନନ୍ଦ ମହାପାତ୍ର କାଙ୍କଡପାଳ, ଢେଙ୍କାନାଳ ଆବିର୍ଭାବ- 2/6/1937ତିରୋଧାନ- 15/7/2026କାଙ୍କଦପାଳ ଗ୍ରାମ ର ପୁରୁଖା ମୁରବୀ ତଥା ଅନ୍ୟତମ ବୁଦ୍ଧିଜୀବୀ ଶ୍ରୀ ବିବେକାନନ୍ଦ ମହାପାତ୍ର ଙ୍କ ଦ୍ୱାଦଶାହ…

ଗଞ୍ଜାମର ଦୁର୍ଦାନ୍ତ ଅପରାଧୀ କାଳିଆ ପୁଲିସ ଏନକାଉଣ୍ଟରରେ ଆହତ

ବ୍ରହ୍ମପୁର, ୨୬.୭: ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ଅଞ୍ଚଳରେ ଶନିବାର ଭୋର ସମୟରେ ପୁଲିସ ଓ ଜଣେ ଦୁର୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏହି ଘଟଣାରେ କୁଖ୍ୟାତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆ ଗୁଳିବିଦ୍ଧ ହୋଇଛି। ତାଙ୍କ ଆଣ୍ଠୁରେ ଗୁଳି…

ସମାଜ ସେବାରେ ବ୍ରତୀ ଶ୍ରୀମତୀ ସୌମ୍ୟାଶ୍ରୀ ମିଶ୍ର

ସମାଜ ସେବାରେ ବ୍ରତୀ ଶ୍ରୀମତୀ ସୌମ୍ୟାଶ୍ରୀ ମିଶ୍ରସ୍ୱାମୀ ଅଜୟ କୁମାର ମିଶ୍ରଘର ହାଉସିଙ୍ଗ ବୋର୍ଡ ଢେଙ୍କାନାଳସମାଜସେବାର ସଂଘର୍ଷର କାହାଣୀ2019 ନେହେରୁ ଯୁବ କେନ୍ଦ୍ର ସଙ୍ଗଠନରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା।ସେତେବେଳେ ଥାଏ କୋଭିଡ ସମୟ ,ସାରା ବିଶ୍ୱ ଲକ୍ ଡାଉନ୍ ଭଳି…

ଢେଙ୍କାନାଳ ରଥଗଡ଼ାରେ ଝଲସିଲେ ମହାପ୍ରଭୁ: ରଥ ଉପରେ ସମ୍ପନ୍ନ ହେଲା ଶ୍ରୀଜୀଉଙ୍କ ଅପୂର୍ବ ସୁନାବେଶ

ଢେଙ୍କାନାଳ ରଥଗଡ଼ାରେ ଝଲସିଲେ ମହାପ୍ରଭୁ: ରଥ ଉପରେ ସମ୍ପନ୍ନ ହେଲା ଶ୍ରୀଜୀଉଙ୍କ ଅପୂର୍ବ ସୁନାବେଶ ଢେଙ୍କାନାଳ:ସ୍ଥାନୀୟ ରଥଗଡ଼ା ସ୍ଥିତ ରଥଖଳାଠାରେ ଆଜି ପବିତ୍ର ହରିଶୟନ ବଡ ଏକାଦଶୀ ଉପଲକ୍ଷେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ୱତନ୍ତ୍ର ନୀତିକାନ୍ତି ପାଳିତ ହୋଇଯାଇଛି। ଏହି ପୁଣ୍ୟ…

ବୈଠକ ଅନୁଷ୍ଠିତ

ଆଜି କାମାକ୍ଷାନଗର କୋଟଗରା ଗ୍ରାମ ପଞ୍ଚାୟତ ର ମିନି କଲ୍ୟାଣ ମଣ୍ଡପ ଠାରେ ଓଡିଶା କୃଷକ ସଭା ଆନୁକୁଲ୍ୟରେ ମୁଖ୍ୟ ଅତିଥି କାମାକ୍ଷାନଗର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବରିଷ୍ଠ କଂଗ୍ରେସ ନେତା ବିନୟ କୁମାର ସାହୁ ଙ୍କ ସଭାପତିତ୍ବରେ ଏକ…

ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଆଷାଢ଼ ମାସର ହରିଶୟନ ବଡ ଏକାଦଶୀ ନୀତି ପାଳନ

ଢେଙ୍କାନାଳ: କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମ ଜୀଉଙ୍କ ମନ୍ଦିରରେ ଆଜି ଆଷାଢ଼ ମାସର ହରିଶୟନ ବଡ ଏକାଦଶୀ ନୀତି ପାଳନ କରାଯାଇଛି। ପ୍ରାତଃ ସମୟ ରୁ ମଙ୍ଗଳ ଆଳତି ମହାସ୍ନାନ,ବସ୍ତ୍ର, ତୁଳସୀ ହାର ଓ ଫୁଲହାର,ବଲ୍ଲଭ ଭୋଗ ଲାଗି କରାଯାଇଥିଲା,…

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁରୁକ୍ତି କରଣ ଶିବିର ଅନୁଷ୍ଠିତ

ଆର୍ଥିକ ସାକ୍ଷରତା ଓ ଆର୍ଥିକ ଆନ୍ତର୍ଭୁରୁକ୍ତି କରଣ ଶିବିର ଅନୁଷ୍ଠିତ. ତା 24,7,2026ରିଖ ଶୁକ୍ରବାର ଦିନ ଏଗାର ଘଟିକା ସମୟରେ, ଦୁଦୁରକୋଟ ଗ୍ରାମ ପଂଚାୟତ ଅଧିନସ୍ତ ବ୍ରାହ୍ମଣ ମରା ଅଧିଷ୍ଠାତ୍ରୀ ଦେବୀ ମା ବାଉତି ପୀଠରେ ଅନୁଷ୍ଠିତ ହୋଇଯାଇଛି.. ସଂଚୟ ଓ…

ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆପ୍ ର ଶାନ୍ତିପୂର୍ଣ୍ଣ ଧାରଣା ଓ ନିନ୍ଦା

ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆପ୍ ର ଶାନ୍ତିପୂର୍ଣ୍ଣ ଧାରଣା ଓ ନିନ୍ଦା ଢେଙ୍କାନାଳ : ଯନ୍ତର ମନ୍ତରର ଛାତ୍ର ଆନ୍ଦୋଳନ ଉପରେ ଦିଲ୍ଲୀ ପୋଲିସର ବର୍ବର ଆକ୍ରମଣ ପ୍ରତିବାଦରେ ଆମ୍ ଆଦମୀ…

ବାହୁଡ଼ା ଉପଲକ୍ଷେ ବାଜିଚୈକ ଠାରେ ପ୍ରସାଦ ବଣ୍ଟନ

ଢେଙ୍କାନାଳ ଜିଲ୍ଲା ଲାଇଟ୍ ଏଣ୍ଡ ସାଉଣ୍ଡ ଆସୋସିଏସନ୍ ପବିତ୍ର ବାହୁଡ଼ା ଉପଲକ୍ଷେ ବାଜିଚୈକ ଠାରେ ପ୍ରସାଦ ବଣ୍ଟନ କରିଥିଲେ। ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ ଭକ୍ତ ଏହି ପ୍ରସାଦ ସେବନ କରିଥିଲେ। ସଂଘ ଆଗାମୀ ଦିନରେ ଆହୁରି ଅନେକ ସେବା…