ସର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ସର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଢେଙ୍କାନାଳ, ୧୧/୧୦: ବରିଷ୍ଠ ନାଗରିକ ସେବା ସଂଘର ଜାଗୃତୀ ମହିଳା ମହାସଂଘ ଆନୁକୁଲ୍ୟରେ ଗୋବିନ୍ଦପୁର କାର୍ଯ୍ୟାଳୟ ତଥା ସର୍ଗତ ପ୍ରଫୁଲ୍ଲ ଚନ୍ଦ୍ର ପରିଡାଙ୍କ ବାସଗୃହରେ ସର୍ଗତ ପରିଡାଙ୍କର ଏକାଦଶାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି…
