ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପ୍ରୋତ୍ସାହିତ ତାଳବାହାଲ ଟିମ୍ ବ୍ରହ୍ମପୁତ୍ର ଭଲିବଲ୍ ଲିଗ୍ରେ ରନର୍ସ-ଅପ୍
*ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପ୍ରୋତ୍ସାହିତ ତାଳବାହାଲ ଟିମ୍ ବ୍ରହ୍ମପୁତ୍ର ଭଲିବଲ୍ ଲିଗ୍ରେ ରନର୍ସ-ଅପ୍* ଅନୁଗୋଳ, ୦୬/୧୦/୨୦୨୬- ଆସାମର ଗୁଆହାଟୀଠାରେ ଆୟୋଜିତ ବ୍ରହ୍ମପୁତ୍ର ଭଲିବଲ୍ ଲିଗ୍ (ବିଭିଏଲ୍)ରେ ଅନୁଗୋଳ ଜିଲ୍ଲା ତାଳବାହାଲର ୧୬ ବର୍ଷରୁ କମ୍ ବାଳିକା ଟିମ୍ ରନର୍ସଅପ୍ ହୋଇଛି। ଗୁଆହାଟୀର…
